ସ୍ତ୍ରୀ’ଙ୍କ ଏହି ଚାରୋଟି ଅଙ୍ଗରେ କଳାଜାଇ ଥିଲେ ସ୍ୱାମୀ ଏବଂ ପରିବାର ଲୋକମାନେ ହୋଇଥାନ୍ତି ଧନୀ !

ସ୍ତ୍ରୀ’ଙ୍କ ଏହି ଚାରୋଟି ଅଙ୍ଗରେ କଳାଜାଇ ଥିଲେ ସ୍ୱାମୀ ଏବଂ ପରିବାର ଲୋକମାନେ ହୋଇଥାନ୍ତି ଧନୀ !

ଆଜି ଆମେ ଆପଣଙ୍କୁ ଏହି ଅନୁଛେଦରେ ଜଣାଇବାକୁ ଯାଉଛୁ ସ୍ତ୍ରୀ’ଙ୍କର ଏହି ଚାରୋଟି ଅଙ୍ଗରେ କଳାଜାଇ ଥିଲେ ସ୍ୱାମୀ ହୋଇଥାନ୍ତି କୋଟିପତି ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଭାଗ୍ୟଶାଳୀ ନାରୀମାନଙ୍କ ଲକ୍ଷଣ ସାଧରଣ ନାରୀ ମାନଙ୍କ ଠାରୁ ଅଲଗା ହୋଇଥାଏ । ପ୍ରାଚୀନ ସମୁଦ୍ର ଶାସ୍ତ୍ର ଅନୁଯାୟୀ ଅନେକ ମହିଳା ନିଜ ଜନ୍ମ ସମୟରୁ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ କପାଳର ଲିଖନ ନିଜ ଭାଗ୍ୟ ସହିତ ଜନ୍ମ ହୋଇଥାନ୍ତି ।

ସାଙ୍ଗମାନେ ସେହି ମହିଳା ମାନଙ୍କ ଶରୀରରେ ଏପରି କିଛି ଚିହ୍ନ ରହିଥାଏ ଯାହା ତାଙ୍କର ସ୍ୱାମୀ ଏବଂ ପରିବାରର ଭାଗ୍ୟ, ଭବିଷ୍ୟତ ଏବଂ ଜୀବନଶୈଳି ବିଷୟରେ ଦର୍ଶାଇ ଥାଏ । ସେହିପରି ଭବରେ ପ୍ରତ୍ୟେକ ନାରୀ ମାନଙ୍କ ଶରୀରରେ କୌଣସି ନା କୌଣସି ଅଙ୍ଗରେ କଳାଜାଇ ନିଷ୍ଟିତ ଭାବରେ ରହିଥାଏ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶରୀରର କଳାଜାଇ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଅଛି । ତେବେ ସେହିପରି ଭାବରେ ନାରୀର କେଉଁ ଅଙ୍ଗରେ କଳାଯାଇ ରହିଲେ ତାହା ଶୁଭ ହୋଇଥାଏ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି । ତେବେ ଆଜି ଆମେ ଏହି ଆର୍ଟିକିଲ୍ ମାଧ୍ୟମରେ ଜାଣିବା ସ୍ତ୍ରୀ’ର କେଉଁ ଅଙ୍ଗରେ କଳାଜାଇ ଥିଲେ ସ୍ୱାମୀ ହୋଇଥାନ୍ତି ଧନୀ । ଏଥିପାଇଁ ଅର୍ତିକାଲ୍ କୁ ସମ୍ପୂର୍ଣ୍ଣ ପଢନ୍ତୁ ତେବେ ଚାଲନ୍ତୁ ଆରମ୍ଭ କରିବା…

ପ୍ରଥମ:- ଯେଉଁ ମହିଳାମାନଙ୍କ ପାଦରେ କଳାଜାଇ ରହିଥାଏ ସେହି ମହିଳାମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସବୁବେଳେ ନିଜ ସ୍ୱାମୀ ଏବଂ ପରିବାରର ମଙ୍ଗଳ କାମନା କରିଥାନ୍ତି । ଏହି ନାରୀମାନେ କମ୍ ପଇସା ଥିଲେ ମଧ୍ୟ ନିଜ ପରିବାରକୁ ହସ ଖୁସିରେ ରଖିଥାନ୍ତି । ଏପରି ମହିଳାମାନେ ମାତା ଲକ୍ଷ୍ମୀଙ୍କ ଅତି ପ୍ରିୟ ହୋଇଥାନ୍ତି । ଏମାନଙ୍କ ସ୍ୱାମୀ ଏବଂ ପରିବାର ଧନୀ ହୋଇଥାନ୍ତି ଏବଂ ଏହି ନାରୀମାନେ ସବୁବେଳେ ଅସହାୟ ଏବଂ ଗରିବ ଲୋକମାନଙ୍କ ସାହାଯ୍ୟ କରିବାକୁ ଇଚ୍ଛା କରିଥାନ୍ତି ।

ଦ୍ୱିତୀୟ:- ଯେଉଁ ନାରୀମାନଙ୍କ ନାଭିର ତଳ ଭାଗରେ କିମ୍ବା ଚାରିପାଖରେ କେଉଁଠି କଳାଜାଇ ଥାଏ ସେହି ନାରୀମାନେ ନିଜ ସ୍ୱାମୀ ଏବଂ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରେ ପାଦ ରଖନ୍ତି ସେହି ଘରେ ମାତା ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ହୋଇଥାଏ ।

ତୃତୀୟ:- ଯେଉଁ ନାରୀମାନଙ୍କ ନାକର ତଳ ଭାଗରେ କଳାଜାଇ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ଯେଉଁ ଘରକୁ ଯିବେ ସେଠାରେ ଧନର ବର୍ଷା ହୋଇଥାଏ । ଏମାନଙ୍କ ପାଖରେ ଟଙ୍କା ସଞ୍ଚୟ କରିବାର କ୍ଷମତା ରହିଥିବାରୁ ତାଙ୍କ ସ୍ୱାମୀ ଏବଂ ପରିବାରର ଲୋକମାନଙ୍କୁ ଭବିଷ୍ୟତରେ ଟଙ୍କାର ଅଭାବକୁ ସମ୍ମୁଖିନ କରିବାକୁ ପଡିନଥାଏ ।

ଚତୁର୍ଥ:- ଯେଉଁ ନାରୀମାନଙ୍କ କପାଳର ମଧ୍ୟ ଭାଗରେ କଳାଜାଇ ରହିଥାଏ ସେମାନେ ଧନୀ ହେବା ସହିତ ଯାହାକୁ ବିବାହ କରିଥାନ୍ତି ସେ ମଧ୍ୟ ଧନୀ ହୋଇଥାନ୍ତି । ସେମାନେ ନିଜ ଜୀବନରେ ଟଙ୍କା ଅଭାବର ସମ୍ମୁଖିନ ହୁଅନ୍ତି ନାହିଁ । ଏବଂ ଏଥିସହିତ ଏହି ମହିଳାମାନେ ଘର ପାଇଁ ଲକ୍ଷ୍ମୀମନ୍ତ ହୋଇଥାନ୍ତି । ଏମାନଙ୍କ ପାଇଁ ସ୍ୱାମୀଙ୍କ ବ୍ୟବସାୟରେ ସବୁବେଳେ ଲାଭହିଁ ଲାଭ ହୋଇଥାଏ ।

ତେବେ ବନ୍ଧୁଗଣ ଏହା ଥିଲା ନାରୀମାନଙ୍କ ଯେଉଁ ଅଙ୍ଗରେ କଳାଜାଇ ରହିଥାଏ ତାଙ୍କ ସ୍ୱାମୀ ହୋଇଥାନ୍ତି ଧନୀ ।

Leave a Reply

Your email address will not be published. Required fields are marked *