ନିଜ ମାଆଙ୍କ ସହ କଳହ କରି ଫିଲ୍ମରେ କାମ କରିବା ପାଇଁ ଆସିଥିଲେ ଏହି ୪ ଜଣ ଅଭିନେତ୍ରୀ …

ନିଜ ମାଆଙ୍କ ସହ କଳହ କରି ଫିଲ୍ମରେ କାମ କରିବା ପାଇଁ ଆସିଥିଲେ ଏହି ୪ ଜଣ ଅଭିନେତ୍ରୀ …

ନିଜ ମାଆଙ୍କ ସହ କଳହ କରି ଫିଲ୍ମରେ କାମ କରିବା ପାଇଁ ଆସିଥିଲେ ଏହି ୪ ଜଣ ଅଭିନେତ୍ରୀ । ଆସନ୍ତୁ ଏମାନଙ୍କ ବିଷୟରେ ଜାଣିବେ ।

ବର୍ତ୍ତମାନ ବଲିଉଡ ଫିଲ୍ମର ପାଗଳ ଅନେକ ପୁଅ ଏବଂ ଝିଅ ବଲିଉଡ ଦୁନିଆରେ ପାଦ ଦେଇ ଫିଲ୍ମରେ ଅଭିନୟ କରିବା ପାଇଁ ଚାହିଁ ରହିଛନ୍ତି । କିନ୍ତୁ ବଲିଉଡରେ ପାଦ ଦେଇ ଫିଲ୍ମରେ ଅଭିନୟ କରି ସଫଳତା ଅର୍ଜନ କରିବା ସହଜ କାର୍ଯ୍ୟ ନୁହେଁ । ଆଜି ବଲିଉଡର ୪ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ଯେଉଁ ଅଭିନେତ୍ରୀ ମାନେ ନିଜ ମାଆଙ୍କ ସହ କଳହ କରି ଫିଲ୍ମରେ ଅଭିନୟ କରିବା ପାଇଁ ଆସିଥିଲେ । ଏହି ୪ ଜଣ ଅଭିନେତ୍ରୀ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ।

ଗୀତାଞ୍ଜଳି ନାଗପାଲ

୯୦ ଦଶକର ଅଭିନେତ୍ରୀ ଏବଂ ମଡେଲ ଗୀତାଞ୍ଜଳି ନାଗପାଲ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ କ୍ୟାଟୱର୍କ କରିଥିଲେ କିନ୍ତୁ ଆଜି ଗୀତାଞ୍ଜଳିଙ୍କ ଅବସ୍ଥା ଦେଖି କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।ଗୀତାଞ୍ଜଳି ନିଜ ମାତାପିତାଙ୍କ ସହ କଳହ କରି ଅଭିନୟ ଦୁନିଆରେ ପାଦ ଦେଇଥିଲେ କିନ୍ତୁ ଆଜି ଗୀତାଞ୍ଜଳି କୌଣସି ମନ୍ଦିର ଏବଂ ଗୁରୁଦ୍ୱାରରେ ଭିକ୍ଷାବୃତିରେ ଲିପ୍ତ ଅଛନ୍ତି କାରଣ ଆଜିର ସମୟରେ ଗିତାଞ୍ଜଳୀଙ୍କ ପାଖରେ କାମ ନାହିଁ ।

ଶ୍ୱେତାପ୍ରସାଦ ବାସୁ

ଶ୍ୱେତାପ୍ରସାଦ ବାସୁ ବଲିଉଡର ମକଡୀ ଏବଂ ଇକବଲ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରେ ଶ୍ୱେତାଙ୍କୁ କୌଣସି କାର୍ଯ୍ୟ ମିଳିନଥିଲା । ଯାହାଫଳରେ ଶ୍ୱେତା ବେଶ୍ୟାବୃତିରେ ଲିପ୍ତ ହୋଇଯାଇଥିଲେ । ଶ୍ୱେତାଙ୍କୁ ହାଇଦ୍ରାବାଦର ଏକ ହୋଟେଲରୁ ପୋଲିସ ଗିରଫ କରିଥିଲା । ଶ୍ୱେତା ମଧ୍ୟ ନିଜ ପରିବାର ବିରୁଦ୍ଧରେ ଯାଇ ଅଭିନୟ ଦୁନିଆରେ ପାଦ ଥାପି ଥିଲେ ।

କଙ୍ଗାନା ରାନାୱତ

ଏକ ରିପୋର୍ଟ ଅନୁଯାୟୀ ଯେତେବେଳେ କାଙ୍ଗାନା ଜନ୍ମ ହୋଇଥିଲେ ସେହି ସମୟରେ କଙ୍ଗାନାଙ୍କ ମାତାପିତା ଦୁଃଖ ପ୍ରକାଶ କରିଥିଲେ କିନ୍ତୁ କଙ୍ଗାନା ବଡ଼ ହୋଇଯିବା ପରେ ନିଜ ପରିବାର ବିରୁଦ୍ଧରେ ଯାଇ ଅଭିନୟ ଦୁନିଆରେ ପାଦ ଥାପିଥିଲେ ।ଆଜିର ସମୟରେ ବଲିଉଡରେ କୁଇନ ରୂପରେ କଙ୍ଗାନା ପରିଚିତ ଅଟନ୍ତି ।

ଆମିଶା ପଟେଲ

ଆମିଶାଙ୍କ ସମ୍ପୂର୍ଣ୍ଣ ପରିବାର ଅମିଶାଙ୍କୁ ଫିଲ୍ମ ଦୁନିଆରେ ପଦାର୍ପଣ ନିମନ୍ତେ ବିରୁଦ୍ଧ ପ୍ରକାଶ କରିଥିଲେ କିନ୍ତୁ ନିଜର ମାତାପିତାଙ୍କ ସହ କଳହ କରି ମୁମ୍ବାଇ ଚାଲିଆସିଥିଲେ । ଅମିଶାଙ୍କ ପ୍ରଥମ ଫିଲ୍ମ କହୋ ନା ପ୍ୟାର ହେ ସୁପରହିଟ ହୋଇଥିଲା ।

Leave a Reply

Your email address will not be published. Required fields are marked *