ଟିଭି ଶୋ କୌନ୍ ବନେଗା କରୋଡ଼ ପତି ଠାରୁ ଆରମ୍ଭ କରି ବିଗ୍ ବୋସ୍ ମଧ୍ୟ ନକଲି ! ଶେଷରେ ସାମ୍ନାକୁ ଆସିଲା ସମ୍ପୂର୍ଣ୍ଣ ।

ଟିଭି ଶୋ କୌନ୍ ବନେଗା କରୋଡ଼ ପତି ଠାରୁ ଆରମ୍ଭ କରି ବିଗ୍ ବୋସ୍ ମଧ୍ୟ ନକଲି ! ଶେଷରେ ସାମ୍ନାକୁ ଆସିଲା ସମ୍ପୂର୍ଣ୍ଣ ।

ଆପଣ ଟିଭିରେ ଯେଉଁ ରିଆଲିଟି ଶୋ ଦେଖୁଛନ୍ତି, ଏହା ସମସ୍ତଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ଏବଂ ବହୁତ ଲୋକ ଏହାକୁ ଉତ୍ସାହର ସହିତ ମଧ୍ୟ ଦେଖିଥାଆନ୍ତି । ଆପଣ ଭାବୁଥିବେ ଏହି ସୋ ମଧ୍ୟରେ କିଏ ବିଜେତା ହେବ ଓ ଆପଣ ବହୁତ ଉତ୍ସାହର ସହିତ ଦେଖନ୍ତି ଓ ସେମାନଙ୍କୁ ଭୋଟ୍ କରନ୍ତି କିନ୍ତୁ ଆପଣଙ୍କର ଭୋଟ୍ କିମ୍ବା ମେସେଜ୍ ତାଙ୍କ ଉପରେ କୌଣସି ପ୍ରଭାବ ପକାଇନଥାଏ କାରଣ ଏହି ଶୋ ମାଧ୍ୟମରେ କିଏ ବିଜେତା ହେବ, ଏହା ଆଗରୁ ନିଷ୍ପତ୍ତି ହୋଇଥାଏ । ଯାହାକି ଆପଣ ଏହା ସମ୍ପର୍କରେ ଅବଗତ ନଥିବେ । ସାମ୍ନାକୁ ଆସିଛି ଏହି ଶୋ ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।

କୌନ୍ ବନେଗା କରୋଡ଼ ପତି :-

newstrend

ଅମିତାଭ ବଚନଙ୍କର କୌନ୍ ବନେଗା କରୋଡ଼ ପତି ସବୁଠାରୁ ଲୋକପ୍ରିୟ । କିଛି ଜନସାଧାରଣ ଏହାକୁ ସବୁଠାରୁ ବଡ଼ ଶୋ ବୋଲି ଭାବିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଶୋ’ରେ ଭାଗ ନେଉଥିବା କଣ୍ଟେସଷ୍ଟେଣ୍ଟ ମାନଙ୍କର ଜୀବନ କଥା ସବୁବେଳେ ମିଥ୍ୟା କୁହାଯାଇଥାଏ । ଅତ୍ୟଧିକ ଲୋକପ୍ରିୟ ପାଇବା ଆଶାରେ ସେମାନଙ୍କୁ ବଢ଼ାଇ ଚଢାଇ କୁହାଯାଇଥାଏ । ଏହି ଶୋ’ରେ ଯେଉଁ ବ୍ୟକ୍ତି ୧ କୋଟି ଟଙ୍କା ଜିତିଥାଏ ତା’କୁ କେବଳ ୬୯.୧୦ ଲକ୍ଷ ଟଙ୍କା ମିଳିଥାଏ ବାକି ୩୦% ସେମାନେ TDS କାଟିଦେଇଥାନ୍ତି ।

ବିଗ୍ ବୋସ୍ :-

newstrend

ଏହି ଶୋ’ରେ ଆପଣ ଯେତେଦିନ ଅଧିକ ତିଷ୍ଠି ପାରନ୍ତି ତା’ହେଲେ ଆପଣ ବିଜେତା ହୋଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣ ଯେଉଁ ବ୍ୟକ୍ତିକୁ ନିଜର ଭୋଟ୍ ଦେଇଥାନ୍ତି ଏହା କୌଣସି ପ୍ରକାରରେ ଆପଣଙ୍କ ଭୋଟର ନିର୍ଭର କରିନଥାନ୍ତି । ସେମାନଙ୍କର ଶୋ’ରୁ ବହାରିଯିବା କେବଳ ବିଗ୍ ବୋସ୍ ହିଁ ନିର୍ଣ୍ଣୟ ନେଇଥାନ୍ତି । “ବିଗ୍ ବୋସ”ରେ ଯେଉଁ ବ୍ୟକ୍ତିମାନେ ଧୂମ୍ରପାନ କରିଥାନ୍ତି ସେହି ଧୂମ୍ରପାନ ରୁମକୁ କ୍ୟାମେରା ସମ୍ମୁଖକୁ ସେମାନେ ଆଣିନଥାନ୍ତି ଓ ସେମାନେ ମଦ ମଧ୍ୟ ପିଇଥାନ୍ତି ଯେଉଁଥିରେ କୋଲଡ଼ ଡ୍ରିଂକ୍ସ ବୋତଲରେ ତାଙ୍କୁ ମଦିରା ଦିଆଯାଇଥାଏ ।

newstrend

ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟ ଆଣ୍ଡ ଇଣ୍ଡିଆନ ଆଇଡ଼ଲ :-

ଏହି ଶୋ’ରେ ବିଜେତା ହେଉଥିବା କଣ୍ଟେସଷ୍ଟେଣ୍ଟଙ୍କୁ ପୂର୍ବରୁ ହିଁ ନିଷ୍ପତ୍ତି ନିଆଯାଇଥାଏ ବିଜେତା କରାଇବା ପାଇଁ । ଏହି ଶୋ ମଧ୍ୟ ଭାରତରେ ବହୁତ ପ୍ରସିଦ୍ଧ । ଏହି ଶୋ’ରେ ବେକାର ଗାୟକ ଓ ଖରାପ ପ୍ରଦର୍ଶନକାରୀ ମାନଙ୍କୁ ଜାଣିଶୁଣି ଶୋ’କୁ ଅଣାଯାଇଥାଏ । ଯାହାଦ୍ୱାରା ଏଥିରେ କମେଡି ହୋଇଥାଏ ଯାହାଦ୍ୱାରା ଏହି ଶୋ’ର TRP ବଢିଥାଏ ।

newstrend

ଏହି ଶୋ ମାଧ୍ୟମରେ ଆପଣଙ୍କୁ କେବଳ ଅଡିସନ୍ ଦେଇ ପ୍ରବେଶ କରିବାକୁ ପଡିନଥାଏ । ଏଥିରେ ଆପଣଙ୍କୁ ପ୍ରବେଶ ପାଇଁ ଦିନସାରା ଧାଡି ଲଗାଇ ଠିଆ ହେବାପାଇଁ ପଡ଼ିଥାଏ । ଯଦି ସେମାନେ ଆପଣଙ୍କ ଟ୍ୟାଲେଣ୍ଟରେ ପ୍ରଭାବିତ ହେବେ ତା’ହେଲେ ଆପଣଙ୍କୁ ପ୍ରବେଶ ପାଇଁ ଅନୁମତି ଦେବେ ନଚେତ ଦେବେନାହିଁ ।

Leave a Reply

Your email address will not be published. Required fields are marked *