ଖୁସି ହୋଇ ଘରକୁ ଆଣିଲେ କନ୍ୟାକୁ, ପ୍ରଥମ ରାତିରେ ବରକୁ ଲାଗିଲା ବହୁତ ବଡ଼ ଝଟକା ! କାରଣ ସେ ଝିଅ ନୁହେଁ ଗୋଟିଏ…

ଖୁସି ହୋଇ ଘରକୁ ଆଣିଲେ କନ୍ୟାକୁ, ପ୍ରଥମ ରାତିରେ ବରକୁ ଲାଗିଲା ବହୁତ ବଡ଼ ଝଟକା ! କାରଣ ସେ ଝିଅ ନୁହେଁ ଗୋଟିଏ…

ପୁଅର ପ୍ରେମ ସେତେବେଳେ ସତଥିଲା ବୋଲି ଜଣାପଡିବ ଯେତେବେଳେ ସେ ପ୍ରେମ କରିଥିବା ଝିଅ ସହିତ ବିବାହ କରିବାପାଇଁ ସାହସ ରଖିଥାଏ । କାରଣ ଆଜିକାଲି ପୁଅପିଲାମାନେ ପ୍ଲେ-ବୋଇ ନାମରେ ନାମିତ ହେଉଛନ୍ତି । ସେମାନେ ଗୋଟିଏ ଝିଅ ସହିତ ପ୍ରେମ କରନ୍ତି ଓ ଅନେକ ଝିଅଙ୍କୁ ତାଙ୍କ ସହିତ ବିବାହ କରିବି ବୋଲି କଥା ଦେଇଥାନ୍ତି । ଆମ ଭାରତୀୟ ସମାଜକୁ ବିବାହକୁ ଏକ ପବିତ୍ର ସମ୍ବନ୍ଧ ବୋଲି ମାନିଥାନ୍ତି । ଧର୍ମ ଅନୁସାରେ ସଭିଙ୍କର ବିବାହ ଭିନ୍ନ-ଭିନ୍ନ ରୂପେ କରାଯାଇଥାଏ । ହିନ୍ଦୁ ଧର୍ମରେ ବିବାହ ସମୟରେ ୭ଥର ଫେରା କରିଥାନ୍ତି ଓ ପ୍ରତ୍ୟେକ ଫେରାର ଭିନ୍ନ-ଭିନ୍ନ ମହତ୍ତ୍ୱ ଥାଏ । ଏହି ଫେରା କରୁଥିବା ସମୟରେ ସ୍ୱାମୀ, ସ୍ତ୍ରୀ ୭ଟି ବଚନ ନେଇଥାନ୍ତି ଓ ୭ ଜନ୍ମ ମିଶି ବଞ୍ଚିବା ଓ ମାରିବା ପାଇଁ ପ୍ରତିଜ୍ଞା କରିଥାନ୍ତି । କିନ୍ତୁ ଅଳ୍ପ ଦିନ ପୂର୍ବେ କିଛି ଏଭଳି ଘଟଣା ସାମ୍ନାକୁ ଆସିଲା ଯାହାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ଯେଉଁଠାରେ ଗୋଟିଏ ସ୍ୱାମୀକୁ ପ୍ରେମ କରି ନିଜ ପ୍ରେମିକା ସହିତ ବିବାହ କରିବା ମହଙ୍ଗା ପଡିଗଲା ।

ଏହି ପୁରା ମାମଲା ଉତ୍ତରପ୍ରଦେଶର ‘ମୁରାଦାବାଦ୍’ର ସହରର ଅଟେ । ଯେଉଁଠାରେ ରୋହିତ ଓ ତୃପ୍ତି (କାଳ୍ପନିକ ନାମ)ଙ୍କର ପ୍ରଥମ ଭେଟ ତାଙ୍କ ‘ଅଫିସ୍’ରେ ହୋଇଥିଲା । ଦୁହେଁ ଗୋଟିଏ ଅଫିସରେ କାମ କରୁଥିଲେ ତେଣୁ ଧୀରେ-ଧୀରେ ଦୁହେଁ ଏକ ଭଲ ମିତ୍ର ହୋଇଗଲେ । ଏତିକି ନୁହେଁ ସେମାନେ ଅଫିସ୍ ବାହାରେ ମଧ୍ୟ ମିଶିବାକୁ ଲାଗିଲେ । ଶେଷରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହି ବିଷୟରେ ଦୁହେଁ ନିଜ-ନିଜ ଘରେ କହିଥିଲେ କିନ୍ତୁ ଦୁହେଁଙ୍କ ଜାତି ଭିନ୍ନ ଥିବା ଯୋଗୁଁ ଦୁହେଁଙ୍କ ଘର ପରିବାର ଏହି ବିବାହ ପାଇଁ ମନା କରିଥିଲେ । ଯେଉଁ କାରଣରୁ ସେମାନେ ଦୁହେଁ କୋର୍ଟରେ ନିଜ ବିବାହ କରିଥିଲେ କିନ୍ତୁ ରୋହିତ କୁ ଏହି ବିବାହ କରିବାପରେ ଏତେ ବଡ଼ ମହଙ୍ଗା ସହିବାକୁ ପଡ଼ିବ, ଏହା ସେ ସ୍ୱପ୍ନରେ ମଧ୍ୟ ଜାଣିନଥିଲା ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ଏହି ବିବାହ ହିନ୍ଦୁ ଧର୍ମ ଅନୁସାରେ କୋର୍ଟରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ କରିବାପରେ ଦୁହେଁ ବହୁତ ଖୁସିରେ ଥିଲେ କିନ୍ତୁ ତାଙ୍କର ଖୁସି ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ । ବିବାହର ପ୍ରଥମ ରାତିରେ ରୋହିତକୁ ଏହା ଜଣାପଡ଼ିଲା କି ଯେଉଁ ଝିଅ ସହିତ ଏତେ ପ୍ରେମ କରୁଥିଲେ ଓ ବିବାହ କରିଲେ ସେ କୌଣସି ସାଧାରଣ ନଥିଲା, ସେ ଏକ କିନ୍ନର୍ ଥିଲା । ଏବେ ରୋହିତ ନିଜ ପତ୍ନୀ ତୃପ୍ତି ଉପରେ ଅଭିଯୋଗ କରିଥିଲେ କି, ସେ ଧୋକା ଦେଇ ମୋ ସହିତ ବିବାହ କରିଲା ଓ ଦ୍ୱିତୀୟ ପଟେ ତୃପ୍ତି କହିଲେ କି, ସେ ରୋହିତ କୁ ବହୁତ ଭଲପାଏ ଓ ସେ ଏବେ ରୋହିତ ସହିତ ଜୀବନ ବିତାଇବାକୁ ଚାହୁଁଚି । କିନ୍ତୁ ରୋହିତ ନିଜ କିନ୍ନର୍ ପତ୍ନୀ ସହିତ ରହିବାକୁ ମନା କରିଦେଲେ ।

ବର୍ତ୍ତମାନ ରୋହିତ କିନ୍ନରକୁ ନିଜ ପତ୍ନୀ ମାନିବାକୁ ମନା କରିଦେଲେ । ପୁଣି ସେମାନେ ଦୁହେଁ କୋର୍ଟକୁ ଗଲେ ଓ ଏହି ବିଷୟରେ କହିବାରୁ କୋର୍ଟ ତୃପ୍ତିକୁ ନିଜ ପରିବାର ସହ ତାଙ୍କ ଘରକୁ ପଠେଇ ଦେଲେ । ତୃପ୍ତିର ଘର ପରିବାର ଅନୁସାରେ ତୃପ୍ତି ଛୋଟ ବେଳରୁ କିନ୍ନର୍ ହୋଇ ଜନ୍ମ ହୋଇଥିଲା । ସେଠାର ଲୋକଙ୍କ ଅନୁସାରେ ତୃପ୍ତି ଦେଖିବାକୁ ଏକ ସାଧାରଣ ଝିଅ ଭଳି ଥିଲା କିନ୍ତୁ ସେ ଏକ କିନ୍ନର୍ ଥିଲା । ଏହି ବିଷୟକୁ ତାଙ୍କ ଘର ପାଖାପାଖି ଥିବା ସମସ୍ତେ ଜାଣିଥିଲେ ।

Leave a Reply

Your email address will not be published. Required fields are marked *