“ଆପକା ସୁରୁର୍”ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ! ଆପଣ ମଧ୍ୟ ଥରେ ନିଶ୍ଚୟ ଦେଖନ୍ତୁ ।

“ଆପକା ସୁରୁର୍”ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ! ଆପଣ ମଧ୍ୟ ଥରେ ନିଶ୍ଚୟ ଦେଖନ୍ତୁ ।

ହୀମେଶ ରେଶ୍ମିଆଙ୍କ ଚଳଚିତ୍ର “ଆପକା ସୁରୁର୍” ଗୀତ ଆପଣ ସମସ୍ତେ ନିଶ୍ଚୟ ଦେଖିଥିବେ । ଏହି ଚଳଚିତ୍ରରେ ଡେବ୍ୟୁ କରିଥିବା ଅଭିନେତ୍ରୀ ହଂସିକା ମତ୍ୱାନି, ଏହି ଚଳଚିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେ ଏହା ପୂର୍ବେ ମଧ୍ୟ ଅନ୍ୟ କାମ କରୁଥିଲେ । ସେ ଏହି ଚଳଚିତ୍ରରେ ଅଭିନୟ କରିବା ପୂର୍ବରୁ ଟିଭି ଶୋ’ “ସାକାଲାକା ବୁମ୍ ବୁମ୍”ରେ ଅଭିନୟ କରିଥିଲେ । ତାଙ୍କୁ ଛୋଟ କଳାକାର ରୂପେ “କଇ ମିଲଗୟା” ଚଳଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ହଂସିକା ମତ୍ୱାନି ସେହି ସମୟରେ ଚଳଚିତ୍ର ପାଇଁ ବହୁତ ଚର୍ଚ୍ଚିତରେ ଥିଲେ । ସେ ବଲିଉଡ଼ରେ ଫ୍ଲୋପ୍ ହୋଇଥିଲେ କିନ୍ତୁ ଟଲିଉଡ଼ରେ ସେ ନିଜର ଏକ ନୂଆଁ ପରିଚୟ ସୃଷ୍ଟି କରିଛନ୍ତି । ଯେଉଁଠାରେ କି ଖୁବ୍ ପ୍ରଶଂସା ଅର୍ଜନ କରିଥିଲେ ।

Google

ହଂସିକା ମତ୍ୱାନି ସୋସିଆଲ ମିଡ଼ିଆରେ ବହୁତ ଏକ୍ଟିବ୍ ହୋଇ ରହନ୍ତି । ସେ ସୋସିଆଲ ମିଡ଼ିଆରେ ନିଜର ସୁନ୍ଦର ଫୋଟ ଗୁଡ଼ିକୁ ସେୟାର କରନ୍ତି । ଅଳ୍ପ ଦିନ ପୂର୍ବେ ନିଜର ବୋଲ୍ଡ ଫୋଟ ଗୁଡ଼ିକୁ ସେୟାର କରିଥିଲେ । ସେ ଅନେକଥର ପାର୍ଟି କରିବାକୁ ଯାଇ ନିଜ ବୋଲ୍ଡ ଫୋଟ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ପ୍ରତ୍ୟେକ ଅଭିନେତ୍ରୀଙ୍କ ଏକ ଭିନ୍ନ ଷ୍ଟାଇଲ ଥାଏ ସେହିଭଳି ହଂସିକା ମତ୍ୱାନିଙ୍କ ମଧ୍ୟ ଭିନ୍ନ ଷ୍ଟାଇଲ ଦେଖିବାକୁ ମିଳିଥିଲା । ସେ ନିଜର ବିକିନି ଫୋଟ ଗୁଡ଼ିକୁ ମଧ୍ୟ ସେୟାର କରିଥିଲେ ।

Google
google

ହଂସିକା ମତ୍ୱାନି ସମସ୍ତ ଫୋଟ ମାନଙ୍କରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫୋଟ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ଦେଖିବା ପରେ ତାଙ୍କ ଫେନ୍ସ ବହୁତ ପ୍ରଶଂସା କରୁଛନ୍ତି । କହିବାକୁଗଲେ ହଂସିକା ମତ୍ୱାନି ୱେକେସନରେ ଖୁବ୍ ମଜା ମସ୍ତି କରିଥାନ୍ତି ଓ ଫୋଟ ନିଜ ସୋସିଆଲ ଏକାଉଣ୍ଟରେ ସେୟାର କରନ୍ତି । ଚଳଚିତ୍ରରେ ଅଭିନୟ କରୁଥିବା ସମୟରେ ମଧ୍ୟ ନିଜର କିଛି ଫୋଟ ସୋସିଆଲ ମିଡ଼ିଆରେ ସେୟାର କରନ୍ତି । ହଂସିକା ମତ୍ୱାନି ଟଲିଉଡ଼ ଇଣ୍ଡଷ୍ଟ୍ରିରେ ବହୁତ ନାମ ଅର୍ଜନ କରି ସାରିଛନ୍ତି । ଆଜି ମଧ୍ୟ ତାଙ୍କର କିଛି ଫେନ୍ସ ଅପେକ୍ଷାରେ ଅଛନ୍ତି କି, ବଲିଉଡ଼ରେ ଅଭିନୟ କରିବା ଦୃଶ୍ୟକୁ ଦେଖିବା ପାଇଁ ।

Leave a Reply

Your email address will not be published. Required fields are marked *