ଚାହା କ୍ୟାନ୍ସର କାରଣ ହୋଇପାରେ…..

ଚାହା କ୍ୟାନ୍ସର କାରଣ ହୋଇପାରେ…..

ଚାହା ପିଇବା ପରେ କେବେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ, କ୍ୟାନ୍ସର ଭଳି ରୋଗ ହୋଇପାରେ ।

ବନ୍ଧୁମାନେ ଆଜି ମଧ୍ୟ ଦୁନିଆରେ ଗୋଟିଏ ଦେଶ ଏହିଭଳି ଅଛି ସେଠିକାର ଲୋକଙ୍କୁ ଚାହା ପିଇବାର ସଉକ ରହିଛି ଅଛି ତାହା ହେଲା ଭାରତ ।

ଭାରତରେ ଅଧିକ ଘରେ ସକାଳର ଆରମ୍ଭ ଚାହାର ମଜା ନେଇ ହୁଏ । ଅନେକ ଲୋକଙ୍କ ଅଲଗା ଅଲଗା ସଉକ ରହିଥାଏ । ଚାହା ପିଇବା ଏମିତି ଗୋଟିଏ ସଉକ ଅଟେ। ଖାସ କରି ସକାଳ ସହିତ ସନ୍ଧ୍ୟାରେ ମଧ୍ୟ ଚାହା ପିଅନ୍ତି ଭାରତର ଲୋକ ମାନେ ।

ପ୍ରାୟତଃ ଶ୍ରମିକ କାର୍ଯ୍ୟ କରୁଥିବା ଲୋକମାନେ ଚାହାକୁ ଅଧିକ ସଉକରେ ପିଇଥାନ୍ତି । ଏବଂ ଅଫିସରେ ମଧ୍ୟ କାର୍ଯ୍ୟକୁ ମନ ଦେଇ କରିବା ପାଇଁ ମଧ୍ୟ ଚାହା ପିଅନ୍ତି କର୍ମଚାରୀ ମାନେ ଏବଂ ଚାହାର ମଜା ନିଅନ୍ତି କିନ୍ତୁ ଏହି ଚାହାକୁ ପିଇବା ଦ୍ଵାରା ଯେତେ ମଜା ଆସେ ତାହା ଦେହ ପାଇଁ ସେତିକି ହାନିକାରକ ମଧ୍ୟ ହୋଇଥାଏ ।
ଯଦି ଆପଣ ଅତ୍ୟଧିକ ଚାହା ପିଅନ୍ତି ତେବେ , ଅଧିକ କିଛି ମୂଲ୍ୟବାନ ଜିନିଷ ହଜେଇ ପାରନ୍ତି । ଚାହା ଏହିଭଳି ଗୋଟିଏ ନିଶା ଅଟେ
ଯାହା ଧୀରେ ଧୀରେ ହାନି କରିବା ଆରମ୍ଭ କରିଥାଏ । ଅନେକ ଲୋକଙ୍କୁ ଚାହା ପିଇବା ପାଇଁ ନମିଳିଲେ ମୁଣ୍ଡ ବ୍ୟଥା ହେବାର ଅଭ୍ୟାସ ହୋଇଥାଏ ।

ଅନେକ ଲୋକଙ୍କ ଚାହା ସହ ଶୁଖିଲା ଖାଦ୍ୟ ମଧ୍ୟ ଖାଇବାର ଅଭ୍ୟାସ ହୋଇଥାଏ ଏବଂ ଅନେକ ଲୋକ ଚାହା ସହ ସିଗାରେଟ ଟାଣିବା ଅଭ୍ୟାସ ମଧ୍ୟ ରହିଥାଏ ।

ଆଜି ଆମେ ଚାହା ବିଷୟରେ କହିବୁ ଯାହାକି ଚାହା ସହ ଆପଣ ଏହି ସବୁ ଜିନିଷକୁ ସେବନ କରନ୍ତି ତେବେ ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ ।

ଯଦି ଆପଣ ଜାଣନ୍ତି ନାହିଁ ତେବେ ଆମେ ଆପଣଙ୍କୁ କହିଦେଉଛୁ କି ଏହିଭଳି ସିଗାରେଟ ବା ଧୁମ୍ରପାନ କରିଲେ ଆମ ଶରୀରରେ ଅନେକ ପ୍ରକାର ରୋଗ ହୋଇପାରେ । ଏମିତି ଅନେକ ବେମାରୀ ଅଛି ଯାହା ଆପଣ କଳ୍ପନା ମଧ୍ୟ କରିନଥିବେ, କାରଣ ଏହି ଚାହାର ଅତ୍ୟଧିକ ସେବନ କରିଲେ ହୋଇପାରେ ଗମ୍ଭୀର ବେମାରୀ ।

ଏହି ଚାହା ଦେଖିବାକୁ ଏବଂ ପିଇବାକୁ ଅଧିକ ସ୍ଵାଦିଷ୍ଟ ଲାଗିଥାଏ କିନ୍ତୁ ଯେତେବଳେ ଏହାର କ୍ଷତି ଆମକୁ ଘେରିଥାଏ ସେତେବେଳେ ଏହା କଷ୍ଟ ଯୁକ୍ତ ସାବ୍ୟସ୍ତ ହୋଇଥାଏ । ଏହି କାରଣରୁ ଦିନରେ ୨ଥର ରୁ ଅଧିକ ଚାହା ପିଇବା କଥା ନୁହଁ ।ତେବେ ଆଜି ଆପଣଙ୍କୁ ଚାହାର କ୍ଷତି ବିଷୟରେ ଆମେ କହିବୁ । ତେବେ ଆସନ୍ତୁ ଜାଣିବା ।

ଯେଉଁ ଲୋକ ଅଧିକ ଚାହାର ସେବନ କରନ୍ତି ସେମାନେ ଅଧିକ ଥର ପରିଶ୍ରା କରିଥାନ୍ତି ,ଏହି କାରଣରୁ ଆମ ଶରୀରରେ ପୋଟାସିୟମ, ସୋଡ଼ିୟମ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖଣିଜର ପରିମାଣ କମ ହୋଇଥାଏ । ପରିଶେଷରେ ଆମ ଶରୀର ମଧ୍ୟ ଧୀରେ ଧୀରେ ପୋଷକ ତତ୍ତ୍ଵକୁ ହରାଇ ଦିଏ । ଏବଂ ଏହା ଫଳରେ ଶରୀରରେ ଦୁର୍ବଳତା ଅନୁଭବ ହୋଇଥାଏ ।

ଚାହାରେ ଥିବା ଆଲୁମିନିୟମ ଆମର ଶରୀରର ତ୍ଵଚା ପାଇଁ ହାନିକାରକ ଅଟେ । ଏଥିରେ ଆମ ଚେହେରାରେ ଅନେକ ସମୟରେ ବ୍ରଣ ହୋଇଥାଏ ।

ଅଧିକ ଚାହା ପିଇବା ଦ୍ଵାରା କିଡନୀ ସମସ୍ୟା ଦେଖାଯାଏ । ଅଧିକ ଲୋକଙ୍କୁ ଚାହା ପ୍ରସ୍ତୁତ କରି ତୁରନ୍ତ ପିଇବାର ଅଭ୍ୟାସ ମଧ୍ୟ ରହିଛି ।
କିନ୍ତୁ ଚାହାକୁ କେବେ ମଧ୍ୟ ଗରମ ପିଇବା କଥା ନୁହେଁ, କାରଣ ଏମିତି କରିବା ଦ୍ୱାରା ଆମର ମୁଁହ ଏବଂ ପେଟର ସବୁ ନଳୀ ଖରାପ ହୋଇପାରେ ।

ମୁଖ୍ୟ କାରଣ ଏହାକି ଯଦି ଆମେ ଗରମ ଚାହା ପିଅନ୍ତି ତେବେ ଏଥିଯୋଗୁଁ ଆମ ଶରୀରରେ ଥିବା ନଳୀ ଗୁଡାକ ପତଳା ହୋଇଥାଏ ଏବଂ ଅନେକ ସମୟରେ ନଷ୍ଟ ମଧ୍ୟ ହୋଇଯାଏ ।

ଏହିଭଳି ଯଦି ନଳୀକା ଗୁଡ଼ିକ ନଷ୍ଟ ହୋଇଯାଏ, ତେବେ ବ୍ୟକ୍ତିର ଜୀବନ ବଞ୍ଚିବା କଷ୍ଟ ହୋଇଯାଏ । ଯେଉଁ ମାନେ ଚାହା ସହ ସିଗାରେଟ ଟାଣିବାର ଅଭ୍ୟାସ ରଖନ୍ତି ଆପଣ ଏହିଭଳି ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଦେଖିଥିବେ ।

ଯେଉଁ ଲୋକମାନେ ଅଧିକ ହୁସିଆର ଅଛନ୍ତି ସେମାନେ ଜାଣନ୍ତି ନାହିଁ କି ସେମାନେ କ୍ୟାନ୍ସର ଭଳି ରୋଗରେ ପୀଡିତ ହୋଇପାରନ୍ତି ।
ଏହି ଅଭ୍ୟାସ ଅନ୍ୟ ବ୍ୟକ୍ତି ତୁଳନାରେ କ୍ୟାନ୍ସର ପୀଡ଼ିତ ହେବାକୁ କମସେ କମ ୩୦% ବଢ଼ାଇଥାଏ କାହିଁକି ନା ଚାହାରେ ପ୍ରଥମରୁ ‘କୈଫୀନ’ ରହିଥାଏ ଏବଂ ସିଗାରେଟରେ ‘ଡ୍ରଗ୍ସ’ ମଧ୍ୟ ରହିଥାଏ ତାହା ଶରୀରରେ ଜମା ହୋଇ ବିଷାକ୍ତ ପଦାର୍ଥରେ ପରିଣତ ହୋଇଥାଏ । ଚାହା ସହ କେବେ ମଧ୍ୟ ସିଗାରେଟ ସେବନ କରିବା କଥା ନୁହଁ, ଏମିତି କରିବା ଦ୍ୱାରା କ୍ୟାନ୍ସର ହେବାର ଅଧିକ ଡର ଏବଂ ସମ୍ଭାବନା ରହିଥାଏ ।

Leave a Reply

Your email address will not be published. Required fields are marked *