“ତାରକ ମେହତା କା ଉଲଟା ଚଷମା” ଧାରାବାହିକର ଚମ୍ପକ ଚାଚାଙ୍କ ସ୍ତ୍ରୀ ଅଟନ୍ତି ବହୁତ ସୁନ୍ଦର ।

“ତାରକ ମେହତା କା ଉଲଟା ଚଷମା” ଧାରାବାହିକର ଚମ୍ପକ ଚାଚାଙ୍କ ସ୍ତ୍ରୀ ଅଟନ୍ତି ବହୁତ ସୁନ୍ଦର ।

ଚମ୍ପକ ଚାଚାଙ୍କ ସ୍ତ୍ରୀ :- ଯେବେ ମଧ୍ୟ ଆମେ କମେଡ଼ି ବିଷୟରେ ଚିନ୍ତା କରୁ ସେତେବେଳେ ଆମ ମନରେ ସବୁଠାରୁ ପ୍ରଥମେ ନାମ ଆସେ ଧାରାବାହିକ ‘ତାରକ ମେହତା କା ଉଲଟା ଚଷମା’ର । ଏହି ସିରିଏଲ ଗତ ଅନେକ ବର୍ଷ ଧରି ବାରମ୍ବାର ଆମକୁ ମନୋରଞ୍ଜନ କରିଆସୁଛି । ଏହି ସିରିଏଲ କମେଡ଼ି ବା ହାସ୍ୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ସିରିଏଲର ସମସ୍ତ ଚରିତ୍ର ଟିକିଏ ଭିନ୍ନ ଅଟନ୍ତି । ଏହି ଧାରାବାହିକର ସମସ୍ତ ଚରିତ୍ରର ନିଜର ଏକ ବିଶେଷତ୍ୱ ରହିଛି । ସିରିଏଲର ସମସ୍ତ ଚରିତ୍ର ଆମକୁ ହସିବା ପାଇଁ ବାଧ୍ୟ କରିଦିଅନ୍ତି । କିନ୍ତୁ ଏପରି ଏକ ଚରିତ୍ର ରହିଛି ଯିଏକି ସର୍ବଦା ଅସୁବିଧାରେ ଘେରି ରହିଥାଏ ଏବଂ ତାକୁ ଅସୁବିଧାରେ ଦେଖି ଆମେ ନିଜ ହସରେ ନିୟନ୍ତ୍ରଣ କରିପାରୁ ନାହିଁ । ହଁ ବନ୍ଧୁଗଣ ଆମେ ଯେଉଁ ଚରିତ୍ର ବିଷୟରେ ଆଲୋଚନା କରୁଛୁ ସେ ହେଉଛି ଜେଠାଲାଲ । ଜେଠାଲାଲ ଓ ଅସୁବିଧା ଦୁହେଁ ପରସ୍ପର ସହ ଜଡ଼ିତ କହିଲେ ଭୁଲ୍ ହେବ ନାହିଁ ।

newstrend

କିନ୍ତୁ ସିରିଏଲରେ ଏପରି ଏକ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଜେଠାଲାଲ ବହୁତ ଭୟ କରନ୍ତି ଏବଂ ତାଙ୍କୁ ସବୁଠାରୁ ଅଧିକ ସମ୍ମାନ ମଧ୍ୟ ଦିଅନ୍ତି । ସେ ହେଉଛନ୍ତି ତାଙ୍କ ପିତା ଚମ୍ପକଲାଲ ଜୟନ୍ତୀଲାଲ ଗଡ଼ା । ସିରିଏଲରେ ସମସ୍ତେ ତାଙ୍କୁ ଚମ୍ପକ ଚାଚା କହି ସମ୍ବୋଧନ କରନ୍ତି । କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଚମ୍ପକ ଚାଚାଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଅମିତ୍ ଭଟ୍ଟ ବାସ୍ତବ ଜୀବନରେ ଜଣେ ବୃଦ୍ଧ ନୁହଁନ୍ତି ବରଂ ଜଣେ ଯୁବକ ଅଟନ୍ତି । ଜଣାଇଦେଉଛୁ ଯେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରୁଥିବା ଅମିତ୍ ଭଟ୍ଟ ବାସ୍ତବ ଜୀବନରେ ଜଣେ ଯୁବକ ଓ ହସମୁଖ ବ୍ୟକ୍ତି ଅଟନ୍ତି । ଏବଂ ଚମ୍ପକ ଚାଚାଙ୍କ ସ୍ତ୍ରୀ ତାଙ୍କ ଠାରୁ ଅଧିକ ସୁନ୍ଦରୀ ଓ ଜଣେ କମ୍ ବୟସର ଯୁବତୀ ଅଟନ୍ତି ।

newstrend

ଚମ୍ପକ ଚାଚାଙ୍କ ସ୍ତ୍ରୀ ଦେଖାଯାଆନ୍ତି ଖୁବ୍ ସୁନ୍ଦରୀ

newstrend

ଚମ୍ପକ ଚାଚାଙ୍କ ସ୍ତ୍ରୀ ଦେଖିବାକୁ ଖୁବ୍ ସୁନ୍ଦରୀ ଓ ଆକର୍ଷକ । ଆପଣ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ଯେ ଏକ ବୃଦ୍ଧ ଚମ୍ପକ ଲାଲଙ୍କ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଏତେ ହଟ୍ ଓ ଗ୍ଲେମର୍ସ ହୋଇପାରନ୍ତି । ତାଙ୍କ ସୁନ୍ଦରତା କୌଣସି ଅଭିନେତ୍ରୀ ଠାରୁ କମ୍ ନୁହେଁ । ସେ ଦେଖିବାକୁ ବହୁତ ସୁନ୍ଦରୀ । ଆଜି ଆମେ ଆପଣଙ୍କୁ ଅମିତ୍ ଭଟ୍ଟ ଅର୍ଥାତ ଚମ୍ପକ ଚାଚାଙ୍କ ସୁନ୍ଦରୀ ପତ୍ନୀ ବିଷୟରେ ଜଣାଇବୁ । ତାଙ୍କ ଫଟୋ ଦେଖିବା ପରେ ଆମକୁ ବିଶ୍ୱାସ ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । .

newstrend

ଅମିତ୍ ଭଟ୍ଟଙ୍କ ସ୍ତ୍ରୀ କୌଣସି ମଡେଲ ଠାରୁ ମଧ୍ୟ କମ୍ ନୁହଁନ୍ତି । ସିରିଏଲରେ ଚମ୍ପକ ଚାଚାଙ୍କ ପତ୍ନୀଙ୍କୁ କେହି ଦେଖି ନାହାଁନ୍ତି କିନ୍ତୁ ବାସ୍ତବ ଜୀବନରେ ତାଙ୍କ ସ୍ତ୍ରୀଙ୍କୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଅମିତ୍ ଭଟ୍ଟଙ୍କ ସ୍ତ୍ରୀଙ୍କ କିଛି ଏକ୍ସକ୍ଲୁସିଭ ଫଟୋ ନେଇ ଆସିଛୁ । ଜଣାଇଦେଉଛୁ ଯେ ବୃଦ୍ଧ ଦେଖାଯାଉଥିବା ଚମ୍ପକ ଚାଚାଙ୍କ ବୟସ କେବଳ ୪୩ ବର୍ଷ ଅଟେ । ତାଙ୍କର ଦୁଇଟି ଯାଆଁଳା ଶିଶୁ ଅଛନ୍ତି । ଅମିତ୍ ଗତ ୧୬ ବର୍ଷରୁ ଥିଏଟର ସହ ଜଡ଼ିତ ଅଛନ୍ତି ଏବଂ ସେ ଅନେକ ହିନ୍ଦୀ ଓ ଗୁଜୁରାତି ପ୍ଲେ ମାନଙ୍କରେ କାମ କରିଛନ୍ତି ।

newstrend
newstrend

‘ତାରକ ମେହତା କା ଉଲଟା ଚଷମା’ ୨୦୦୮ ମସିହାରେ ଆରମ୍ଭ ହୋଇଥିଲା । ଏହି ଧାରାବାହିକର ନିର୍ଦେଶକଙ୍କ ନାମ ହର୍ଷଦ ଯୋଶୀ ଅଟେ । ଗତ ୧୦ ବର୍ଷରୁ ଏହି ଧାରାବାହିକ ଦର୍ଶକ ମାନଙ୍କୁ ମନୋରଞ୍ଜନ କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଧାରାବାହିକ ୨,୪୦୫ ରୁ ଅଧିକ ଏପିସୋଡ଼ ପ୍ରସାରିତ ହୋଇସାରିଛି । ଜଣାଇଦେଉଛୁ ଯେ ଭାରତୀୟ ଟେଲିଭିଜନ ଇତିହାସରେ ଏହା ଦ୍ୱିତୀୟ ସବୁଠାରୁ ଅଧିକ ସମୟ ଧରି ଚାଲିଥିବା ଧାରାବାହିକ ଅଟେ ।

Leave a Reply

Your email address will not be published. Required fields are marked *