୪୦ ବର୍ଷ ବୟସରେ ମଧ୍ୟ ଦେଖାଯାଆନ୍ତି ୨୦ ବର୍ଷୀୟ ଯୁବତୀ ଭଳି ! ନିଜକୁ ଏପରି ଫିଟ୍ ରଖନ୍ତି ସନୀ ଲିୟୋନୀ ! ଜାଣନ୍ତୁ ‘Fitness Secret’…

‘ପୋର୍ନ ଷ୍ଟାର୍’ରୁ ବୋଲିଉଡ୍ ଅଭିନେତ୍ରୀ ହୋଇଥିବା ସନି ଲିୟୋନୀ ୪୦ ବର୍ଷୀୟା ହୋଇ ଯାଇଛନ୍ତି । ମଇ ୧୩,୧୯୮୧ରେ ସର୍ନିୟା ଅଣ୍ଟାରିୟୋ, କାନାଡ଼ାରେ ଜନ୍ମ ହୋଇଥିବା ସନୀଙ୍କ ପ୍ରକୃତ ନାମ କରନଜୀତ୍ କୌର୍ ବୋହରା

Read More