କୋଟି କୋଟି ଟଙ୍କା ରୋଜଗାର କରିବା ସତ୍ତ୍ୱେ ମଧ୍ୟ ଗୁପ୍ତ ଭାବରେ ଟି-ଷ୍ଟଲରେ “ଚା” ପିଉଥିଲେ ସୁଶାନ୍ତ ! ସାମ୍ନାକୁ ଆସିଲା ଏହି ଭିଡିଓ

କୋଟି କୋଟି ଟଙ୍କା ରୋଜଗାର କରିବା ସତ୍ତ୍ୱେ ମଧ୍ୟ ଗୁପ୍ତ ଭାବରେ ଟି-ଷ୍ଟଲରେ “ଚା” ପିଉଥିଲେ ସୁଶାନ୍ତ ! ସାମ୍ନାକୁ ଆସିଲା ଏହି ଭିଡିଓ

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ତାଙ୍କର ପୁରୁଣା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି । ସୁଶାନ୍ତ ଏକ ସଫଳ ଅଭିନେତା ଥିଲେ । ସେ ୩୪ ବର୍ଷ ବୟସରେ ଏହି ଦୁନିଆକୁ ଛାଡି ଚାଲିଗଲେ । ସେ ଆତ୍ମହତ୍ୟା ଭଳି ବଡ ଭାବନା କାହିଁକି ଉଠେଇଲେ ତାହା ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଏହା ମଧ୍ୟରେ ତାଙ୍କ ବନ୍ଧୁମାନେ ସିବିଆଇ ଯାଞ୍ଚ କରିବାକୁ କହୁଛନ୍ତି । ଏହିପରି ବହୁତ ଲୋକ ତାଙ୍କ ପାଇଁ ମହମବତୀ ଜଳାଇ ନ୍ୟାୟ ମାଗିବା ପାଇଁ ଏକ ଶାନ୍ତିପୂର୍ଣ୍ଣ ଡିଜିଟାଲ ପ୍ରଦର୍ଶନ କରିଥିଲେ ।

google

ଆଜି ଆମେ ଆପଣଂକୁ ସୁଶାନ୍ତଙ୍କ ଏକ ଏହିପରି ଭିଡ଼ିଓ ଦେଖେଇବାକୁ ଯାଉଛୁ ଯାହା ଆପଣମାନେ ଦେଖିଲେ ମାନିବେ କି ସେ ଏକ ନିମ୍ନୋ ଗାମୀ ଲୋକଙ୍କ ଭଳି ଥିଲେ । ଏହି ଦିନରେ ସୁଶାନ୍ତଙ୍କ ଏକ ଭିଡ଼ିଓ ଇଣ୍ଟର୍ନେଟରେ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡ଼ିଓ ଥଣ୍ଡା ଦିନର ଅଟେ । ଏଥିରେ ସୁଶାନ୍ତ ଏକ ଛୋଟ ଟେବୁଲ ଉପରେ ବସି ଚାହା’ ପିଇବାର ମଜା ନେଉଛନ୍ତି ।

google

ଏହି ସମୟରେ ସୁଶାନ୍ତ କଳା ରଙ୍ଗର ଶୀତ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି । ତାଙ୍କ ଚେହେରା କେପ୍ ଦ୍ୱାରା ଘୋଡାଇ ଦେଇଛନ୍ତି । ଏହି ଭିଡ଼ିଓ ବନେଇବା ଦ୍ୱାରା ସେ କିଛି ସମୟ ପାଇଁ ନିଜ ମୁହଁ ଦେଖାଇଥିଲେ । ତା’ପରେ ସେ ପୁଣି ଥରେ କେପ୍ ପିନ୍ଧିଥିଲେ କି କେହି ତାଙ୍କୁ ସେଠାରେ ଜାଣିବେ ନାହିଁ ।

କଳାକାରମାନଙ୍କ ଏହି ଅସୁବିଧା ହୁଏ କି ସେମାନେ କୌଣସି ସାଧାରଣ ଜାଗାକୁ ଏକୁଟିଆ ଯାଇପାରିବେ ନାହିଁ । ଯେପରିକି ଟ୍ରେନ୍-ବସରେ ଯାତ୍ରା କରିବା, ସାଧାରଣ ଦୋକାନ କିମ୍ବା ରାସ୍ତାରେ ଏକୁଟିଆ ବୁଲିବା ଇତ୍ୟାଦି ଜିନିଷ ଏକ ବଡ଼ କଳାକାରମାନେ କରିପାରନ୍ତି ନାହିଁ । ସେଥିପାଇଁ ସାଧାରଣ ଦୋକାନର ଚାହା’ ପିଇବାର ମଜ଼ା ନେବା ପାଇଁ ସେ ନିଜର ମୁହଁକୁ ଲୁଚାଇଥିଲେ । ଆମେ କଳାକାରଙ୍କୁ ସାଧାରଣତଃ ବଡ଼ ବଡ଼ ଜାଗାରେ ମହଙ୍ଗା ଜିନିଷ ଖାଇବା ବା ପିଇବା ଦେଖୁଥାଉ, ଏହିପରି ସୁଶାନ୍ତଙ୍କୁ ଏକ ଛୋଟ ଚାହା ଦୋକାନରେ ଦେଖିବା ତାଙ୍କ ବନ୍ଧୁ ମାନଙ୍କୁ ଏକ ଆନନ୍ଦମୟ ଥିଲା ।

Leave a Reply

Your email address will not be published. Required fields are marked *