ପରମାଣୁ ଅଗ୍ନି  ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ ….

ପରମାଣୁ ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ ….

DRDO ପରମାଣୁ ଅଗ୍ନି ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ କରିବା ଫଳରେ ପାକିସ୍ତାନ ଏବଂ ଚୀନକୁ ଝଟକା ଲାଗିଛି….

ଭାରତରେ ଶନିବାର ଦିନ ଓଡ଼ିଶାର ବାଲେଶ୍ବର ତଟରେ ‘ ଅଗ୍ନି ପ୍ରାଇମ୍’ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା । ଅଗ୍ନି ପ୍ରାଇମ, ଅଗ୍ନି ସୀରୀଜ ର ମିଶାଇଲ ର ଆଡଆନ୍ସ ଭର୍ସନ ଅଟେ । ଏହି ମିଶାଇଲ ପରମାଣୁ ହତିୟାର ନେଇଯିବା ପାଇଁ ମଧ୍ୟ ସକ୍ଷମ ଅଟେ । ସତଃ ରୁ ସତଃ ଉପରେ ମାରୁଥିବା ଏହି ବ୍ଲାଷ୍ଟିକ ମିଶାଇଲର ମାରିବା କ୍ଷମତା ୧୦୦୦ ରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ଅଟେ । ଏହି ମିଶାଇଲକୁ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ଵାରା ଡିଜାଇନ୍ ଏବଂ ବିକାଶ କରାଯାଇଛି ।

ଅଧିକାରୀ ମାନେ କହିଛନ୍ତି, ମିଶାଇଲର ପରୀକ୍ଷଣ କରିବା ସମୟରେ ଅଗ୍ନି ପ୍ରାଇମ ମିଶାଇଲ ଅନେକ ନୂତନ ଫିଚରର ବ୍ୟବହାର କରାଯାଇଛି । ଏହା ଉଚ୍ଚ ସ୍ତରର ସଠିକତା ଏବଂ ସବୁ ଲକ୍ଷ୍ୟକୁ ପୂରା କରିବା ପାଇଁ ବ୍ୟବହୃତ କରାଯାଇପାରିବ । ଅଗ୍ନି ପ୍ରାଇମ ଅଲଟ୍ରା ମୋର୍ଡର୍ନ ଟେକନିକରୁ କମ ହୋଇଥିବାରୁ ଲେସ ଓଜନ ଯୁକ୍ତ ମିଶାଇଲ ଅଟେ । ଏହି ଅଗ୍ନି ପ୍ରାଇମ ମିଶାଇଲକୁ ଅନୁସନ୍ଧାନ ଏବଂ ବିକାଶ ସଂସ୍ଥା ବା ଡିଆରଡିଏ ଦ୍ଵାରା ଡିଜାଇନ୍ କରାଯାଇଛି ।

ଓଡ଼ିଶାର ଚାନ୍ଦିପୁରରୁ ବ୍ରୋହୋସ ସୁପର ସୋଇନିକ କ୍ରୁଜ ମିଶାଇଲର ସଂସ୍କରଣ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି । ଏହି ମିଶାଇଲ ଭାରତର ଫାଇବର ଶକ୍ତି ବଢ଼େଇବେ , ଡିଆରଡିଏ ଗୋଟିଏ ବୟାନରେ କହିଥିଲେ,ଏହି ପ୍ରଣାଳୀକୁ ଶତ୍ରୁ ବିରୋଧୀ ଯୁଦ୍ଧର କ୍ଷମତାକୁ ବଢେଇବା ପାଇଁ ତିଆରି କରାଯାଇଛି ।

ଡିଆରଡିଏ ଗୋଟିଏ ବୟାନରେ କହିଥିଲେ ,ଏହି ପରୀକ୍ଷଣ ଯୋଜନା ଅନୁସାରେ ରହିଲା,ଏହା ଦ୍ବାରା ଇଲେକ୍ଟ୍ରୋ ଟେଲିମେଣ୍ଟ୍ରି ସିଷ୍ଟମ, ଡାଉନ୍ ରେଞ୍ଜ ଇଷ୍ଟ୍ରୁମେଣ୍ଟ ଏବଂ ଡାଉନ୍ ରେଞ୍ଜ ଶିପ ସହିତ ସଫଳ ପରୀକ୍ଷଣ କରାଗଲା । ମିଶାଇଲରେ ଟାରପିଡୋ, ପେରସୁଟ୍ ଡିଲୀବରୀ ସିଷ୍ଟମ ଏବଂ ରିଲିଜ ମେକାନିଜନ ଥିଲା ।

ଭାରତୀୟ ମିଡ଼ିଆରୁ ଆସିଥିବା ରେପୋର୍ଟ ଅନୁସାରେ ପରୀକ୍ଷଣ ‘ ନାଇଟ ଓପରେସନ ମୋଡ’ରେ କରାଗଲା । ଏହା ମଧ୍ୟରେ ମିଶାଇଲର ଦିଗ ଏବଂ ଗତି ତଥା ମାନକୋ ଉପରେ ନଜର ରଖାଯାଇଥିଲା । ଏହି ମିଶନ ୧୫ ମିନିଟ ମଧ୍ୟରେ ନିଜର ଲକ୍ଷ୍ୟକୁ ପୂରଣ କରିଥିଲା ।

ଭାରତର ପ୍ରଥମ ମଧ୍ୟମ ଦୂରତା ବିଶିଷ୍ଟ ମିଶାଇଲ ରୂପରେ ଅଗ୍ନି- ର ପ୍ରଥମ ପରୀକ୍ଷଣ ମଇ ୧୯୮୮ରେ କରାଯାଇଥିଲା । ୭୦୦ କିଲୋମିଟର ରୁ ୯୦୦ କିଲୋମିଟର ମାରିବା କ୍ଷମତା ଯୁକ୍ତ ଅଗ୍ନି କୁ ୨୦୦୪ ରେ ସଶସ୍ତ୍ର ବଳରେ ସାମିଲ କରାଗଲା । ସଫଳ ପ୍ରୟୋଗ ପରୀକ୍ଷଣ କରିବା ପରେ ଅଗ୍ନି ପ୍ରାଇମ୍ ମିଶାଇଲରେ ସଶସ୍ତ୍ର ବଳରେ ଅଗ୍ନି – ମିଶାଇଲର ସ୍ଥାନ ନେବା ଆଶା ଥିଲା । ଭାରତ ପାଖରେ ଏବେ ସବୁଠୁ ମହତ୍ତ୍ଵକଂଖି ଅଗ୍ନି ଶୃଙ୍ଖଳାର ୫ଟି ମିଶାଇଲ ରହିଛି ।

ଭାରତ ସରକାରଙ୍କ ରକ୍ଷାମନ୍ତ୍ରାଳୟ ତରଫରୁ ଜାରୀ କରାଯାଇଥିବା ଏକ ବୟାନ ଅନୁସାରେ ଏହା ଏକ ଲମ୍ବା ଦୂର ଯୁକ୍ତ ପବନରେ ଲକ୍ଷ୍ୟ ଭେଦି ପାରୁଥିବା ବ୍ଲାଷ୍ଟିକ ମିଶାଇଲ ଅଟେ ଯାହା ପାଞ୍ଚ ହଜାର କିଲୋମଟର ଦୂର ନିଜର ଲକ୍ଷ୍ୟକୁ ସଫଳତା ପୂର୍ବକ ପୁରଣ କରାଯାଇ ପାରିବ। ଅର୍ଥାତ୍ ଏହି ମିଶାଇଲର ରେଞ୍ଜ ପୁରା ଚୀନ, ଆଫ୍ରିକା ଏବଂ ୟୁରୋପର ଅଞ୍ଚଳକୁ ଲକ୍ଷ୍ୟ ଭେଦି ପାରିବ ।

Leave a Reply

Your email address will not be published. Required fields are marked *