ସୁବ୍ରମନ୍ୟୁମ୍ ସ୍ୱାମୀ ଜାତଇଛନ୍ତି ଆଶଙ୍କା ! କହିଛନ୍ତି :- ଫାଶୀରେ ଲଟାଇବା ପୂର୍ବରୁ ଦିଆଯାଇଥିଲା ବିଷ ।

ସୁବ୍ରମନ୍ୟୁମ୍ ସ୍ୱାମୀ ଜାତଇଛନ୍ତି ଆଶଙ୍କା ! କହିଛନ୍ତି :- ଫାଶୀରେ ଲଟାଇବା ପୂର୍ବରୁ ଦିଆଯାଇଥିଲା ବିଷ ।

ସୁଶାନ୍ତ ସିଂ ରାଜପୁତ ମାମଲାରେ ବିଜେପି ନେତା ସୁବ୍ରମନ୍ୟୁମ୍ ସ୍ୱାମୀ ଆଜି ଟ୍ଵିଟ୍ କରିଛନ୍ତି । ଟ୍ଵିଟ୍ କରି ବିଜେପି ନେତା ସୁବ୍ରମନ୍ୟୁମ୍ ସ୍ୱାମୀ ଏହି ଆଶଙ୍କା ଦେଲେ କି ସୁଶାନ୍ତ ଫାଶି ଦେବା ଆଗରୁ ବିଷ ଦିଆଯାଇଥିଲା । ଟ୍ଵିଟରେ ସୁବ୍ରମନ୍ୟୁମ୍ ସ୍ୱାମୀ ଏହି ମାମଲାର ଯାଞ୍ଚକୁ ନେଇ ମୁମ୍ବାଇ ପୋଲିସ୍ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ସୁବ୍ରମନ୍ୟୁମ୍ ସ୍ୱାମୀ ଟ୍ଵିଟ୍ କରି କହିଛନ୍ତି କୂପର ହସ୍ପିଟାଲର ଡ଼କ୍ଟରମାନେ ବିଷର ରିପୋର୍ଟ କାହିଁକି ଦେଲେ ନାହିଁ ? କଣ ସୁଶାନ୍ତକୁ ଫାସୀରେ ଲଟକାଇବା ଆଗରୁ ତାଙ୍କୁ ବିଷ ଦିଆଯାଇଥିଲା କି ?

ଏହାପରେ ସ୍ୱାମୀ ଆଉ ଏକ ଟ୍ଵିଟ୍ କଲେ ଓ ଲେଖିଛନ୍ତି ମୁମ୍ବାଇ ପୋଲିସମାନେ ସୁଶାନ୍ତ ସିଂ ରାଜପୁତ ମାମଲାରେ FIR କାହିଁକି ଦାଖଲ କରିଲେ ନାହିଁ ? ପୋଷ୍ଟମୋଟମ୍ ରିପୋର୍ଟକୁ ଅନ୍ତିମ କାହିଁକି କୁହାଗଲା ? ଦୁଇଟି ରିପୋର୍ଟର ଗୋଟିଏ କାରଣ । ହସ୍ପିଟାଲର ଡ଼କ୍ଟରଙ୍କ ଫୋରେନସିକ୍ ବିଭାଗରୁ ବିସର ରିପୋର୍ଟକୁ ଅପେକ୍ଷା ଯାହାକି ଜଣାଯାଇପାରିବ କି ତାଙ୍କୁ ବିଷ ଦିଆଯାଇଥିଲା କି ନାହିଁ । ସୁଶାନ୍ତଙ୍କ ନଖ ମଧ୍ୟ ପଠାଯାଇଛି ।

କାହିଁକି କରିଲେ ନାହିଁ ମୁମ୍ବାଇ ପୋଲିସ୍ ମାମଲାର ଦାଖଲ :-

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦେଢ ମାସ ହୋଇଗଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ମୁମ୍ବାଇ ପୋଲିସ୍ ଏହି ମାମଲାର ଗୋଟିଏ ମଧ୍ୟ ମାମଲାକୁ ଦାଖଲ କଲେ ନାହିଁ । ଯାହାର କାରଣ ମୁମ୍ବାଇ ପୋଲିସ୍ ଉପରେ ପ୍ରଶ୍ନ ଉଠେଇଛି । ଏହାର ଆଗରୁ ମଧ୍ୟ ସୁବ୍ରମନ୍ୟୁମ୍ ସ୍ୱାମୀ ମଧ୍ୟ ଏକ ଟ୍ଵିଟ୍ କରିଥିଲେ । ଯାହାକି ସେ ଅଧିକାର ଜତାଇ ଥିଲେ କି ସୁଶାନ୍ତଙ୍କୁ ମାରିଦିଆଯାଇଛି । ଏହି ଟ୍ବିଟରେ ସେ ଲେଖିଥିଲେ କି ଏହି ମାମଲାରେ ଯୋଡି ହୋଇଥିବା ୨୬ ଜଣ ବନ୍ଧୁମାନଙ୍କ ମଧ୍ୟରୁ ୨୪ ଜଣ କହିଲେ କି ସୁଶାନ୍ତ ଆତ୍ମହତ୍ୟା କରିନାହିଁ ।

newstrend

ଅନ୍ୟପକ୍ଷରେ ବିହାର ପୋଲିସ୍ ମଧ୍ୟ ଏହି ମାମଲାରେ ଯାଞ୍ଚ କରିବାରେ ଲାଗିଛନ୍ତି । କିନ୍ତୁ ବିହାର ପୋଲିସକୁ ଏହି ମାମଲାରେ ମୁମ୍ବାଇ ପୋଲିସର ସହଯୋଗ ମିଳୁନାହିଁ । ଶନିବାର ଦିନ ବିହାରର ଡିଜିପି ଗୁପ୍ତେଶ୍ଵର ପାଣ୍ଡେ ଏକ ପ୍ରେସ୍ କଂଫ୍ରେନ୍ସେ କରିଥିଲେ ଓ କହିଥିଲେ କି ବିହାର ପୋଲିସ୍ ଠିକ୍ ସେ ତାହାର କାମ କରୁଛି । ସିବିଆଇ ଯାଂଚ ଉପରେ ସେମାନେ କହିଛନ୍ତି କି ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂଙ୍କ ବିହାର ପୋଲିସ୍ ଉପରେ ଭରସା ନାହିଁ, ସେ ସିବିଆଇ ଯାଞ୍ଚର ସହାୟତା ନେଇପାରିବେ ।

କରାଯାଉଛି ମାମଲାର ଦାଖଲ-

newstrend

ବିହାର ପୋଲିସ୍ ଏହି ମମାଲକୁ ନେଇ ବହୁତ ଲୋକଙ୍କ ବୟାନ ମଧ୍ୟ ଦାଖଲ କରାଯାଇଛି । ଏତିକି ନୁହେଁ ବିହାର ପୋଲିସ୍ ଏହି ମାମଲାକୁ ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜେର ଦିଶା ସଲୀୟନଙ୍କ ମୃତ୍ୟୁକୁ ମଧ୍ୟ ଯୋଡି ଦେଖୁଛି । କଥା କଣ କି ଦିଶା ସଲୀୟନ ମଧ୍ୟ ଆତ୍ମହତ୍ୟା କରିଥିଲେ ଓ ଦିଶା ସଲୀୟନଙ୍କ ମୃତ୍ୟୁର କିଛି ଦିନ ପରେ ସୁଶାନ୍ତ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତଙ୍କ ପରିବାରଙ୍କ ଅନୁସାରେ ସେ ଦିଶା ସଲୀୟନଙ୍କ ମୃତ୍ୟୁ ପାଇଁ ବ୍ୟସ୍ତ ଥିଲେ । ଦିଶା ସଲୀୟନଙ୍କୁ ରିୟା ହିଁ ଚାକିରୀରେ ରଖିଥିଲେ । ଏହିପରି ସୁଶାନ୍ତଙ୍କୁ ଡର ଥିଲା କି କଣ ତାଙ୍କୁ ଦିଶା ସଲୀୟନ ମାମଲାରେ ଫସେଇଦେବେ ନାହିଁ ତ ।

newstrend

ସୁଶାନ୍ତ ସିଂ ରାଜପୁତ ଏହି ବର୍ଷ ଜୁନ୍ ମାସରେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର ଦେଢ଼ ମାସ ପରେ ସୁଶାନ୍ତଙ୍କ ପରିବାର ଲୋକ ବିହାରରେ ରିୟା ସହିତ ଅନ୍ୟ ୬ ଜଣଙ୍କ ନାମରେ ମାମଲା ଦାଖଲ କରିଛନ୍ତି । ଏହି ମାମଲାର ଯାଞ୍ଚ ମୁମ୍ବାଇ ଓ ବିହାର ପୋଲିସ୍ ଦ୍ୱାରା କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଗିରଫଦାରୀ ଏହି ମାମଲାରେ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *