ଛୋଟ ପିଲାବେଳେ ନିଜ ଦମଦାର ପ୍ରଦର୍ଶନ ଯୋଗୁଁ ସେ ଖୁବ୍ ନାମ ଅର୍ଜନ କରିଥିଲେ କିନ୍ତୁ ବଡ଼ ହୋଇ ଫ୍ଲୋପ୍ ହୋଇଗଲେ । ଦ୍ୱିତୀୟରେ ଯିଏ ଅଛନ୍ତି ସେ ଚାଲିଗଲେ ବେଶ୍ୟାବୃତ୍ତିରେ !

ଆପଣ ସମସ୍ତେ ଏହି ବିଷୟରେ ନିଶ୍ଚୟ ଜାଣିଥିବେ, ବଲିଉଡ ଦୁନିଆ ବହୁତ ବଡ଼ ଅଟେ, ଠିକ୍ ସମୁଦ୍ର ଭଳି । ଏଠାକୁ ପ୍ରତ୍ୟେକ ଦିନ ନୂଆଁ ଚେହେରା ଆସିଥାଆନ୍ତି ଓ ଫ୍ଲୋପ୍ ହୋଇ ଚାଲିଯାଆନ୍ତି ଓ କେତେକ ଏଭଳି ଚେହେରା ଥାଏ ଯିଏକି ନିଜର ସୁନ୍ଦର ପ୍ରଦର୍ଶନ କରି ନିଜ ଭାଗ୍ୟକୁ ଚମକାଇ ଥାନ୍ତି । ଏଥିରେ କିଛି ଏଭଳି ଅଭିନେତ୍ରୀ, ଅଭିନେତା ରହିଥାନ୍ତି, ଯେଉଁମାନଙ୍କୁ ଲୋକମାନେ କେବେ ଭୁଲିପାରନ୍ତି ନାହିଁ । ସେମାନଙ୍କର ଭଲ ଅଭିନୟ ଓ ନିଜ ସୁନ୍ଦରତା ଯୋଗୁଁ ଦିୱାନା ହୋଇଥାନ୍ତି । ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ପାଇଁ କହିବାକୁ ଯାଉଛୁ ସେ ନିଜ ଦମଦାର୍ ଅଭିନୟ ଦ୍ୱାରା ଅନେକ ଲୋକଙ୍କ ହୃଦୟକୁ ଜିତିଥିଲେ ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ସେମାନଙ୍କୁ ଛୋଟ ପିଲାରୁ ହିଁ ଲୋକମାନେ ତାଙ୍କ ସୁନ୍ଦର ଅଭିନୟ ପାଇଁ ବହୁତ ଭଲ ପାଉଥିଲେ । ଏହି ଅଭିନେତ୍ରୀ ମାନେ ପିଲା ଦିନରୁ ହିଁ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ ଓ ଲୋକମାନେ ସେମାନଙ୍କ ସୁନ୍ଦର ଅଭିନୟ ଦେଖି ଦିୱାନା ହୋଇ ଯାଇଥିଲେ । ସମୟ ବିତୁ ବିତୁ ସେମାନେ ବଡ଼ ହେବାକୁ ଲାଗିଲେ ଓ ବହୁତ ଲୋକମାନେ ସେମାନଙ୍କୁ ଚିହ୍ନିବାକୁ ଲାଗିଲେ ଓ ବହୁତ ନାମ ଅର୍ଜନ କରିଥିଲେ ।

ବଲିଉଡରେ ସମସ୍ତଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ –

ଚଳଚିତ୍ର ଜଗତରେ ନାମ ଓ ପ୍ରଶଂସା ଦୁହେଁ ଅର୍ଜନ କରିବା ବହୁର କଷ୍ଟ କାମ ଅଟେ । ଏଥିପାଇଁ ଲୋକଙ୍କୁ ବହୁତ କିଛି କରିବାକୁ ପଡ଼ିଥାଏ । ଏତିକି ହିଁ ନୁହେଁ କେତେକ ଏଭଳି ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ଦମଦାର୍ ଅଭିନୟ କରିବା ସତ୍ତ୍ୱେ ସେମାନେ ଚଳଚିତ୍ର ଜଗତରୁ ଦୁରେଇ ଯାଇଥାନ୍ତି । କିନ୍ତୁ ଏହା ପଛରେ କିଛି କାରଣ ଥାଏ, କିଛି ଭୁଲ୍ ରାସ୍ତାକୁ ଚାଲିଯାଆନ୍ତି କିଛି ଅନ୍ୟ କୌଣସି କାରଣ ଯୋଗୁଁ ଚଳଚିତ୍ର ଜଗତରୁ ଦୁରେଇ ଯାଇଥାନ୍ତି । ଆଜି ଆମେ ଆପଣଙ୍କୁ କିଛି ଏଭଳି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କି ଛୋଟ ବେଳେ ବହୁତ ନାମ ଅର୍ଜନ କରିଥିଲେ କିନ୍ତୁ ବଡ଼ ହୋଇ ଫ୍ଲୋପ୍ କେଟଗରିରେ ଚାଲିଗଲେ ।

ଏହି ସବୁ ଅଭିନେତ୍ରୀ ଛୋଟ ପିଲାବେଳେ ହିଟ୍ ଥିଲେ କିନ୍ତୁ ବଡ଼ ହୋଇ ଫ୍ଲୋପ୍ ହୋଇଗଲେ ।

ସନା ସଇଦ 

ସବୁଠାରୁ ପ୍ରଥମେ କଥା ହେବା ବଲିଉଡ ଜଗତରେ ସୁପର ହିଟ୍ ଚଳଚିତ୍ରରୁ ଆରମ୍ଭ କରିଥିବା ଶନା ସଇଦ । ସେ ଚଳଚିତ୍ର ” କୁଛ୍ କୁଛ୍ ହତା ହେ ” ରେ ଶାହାରୁଖ ଖାନ୍ ଓ ରାଣୀ ମୁଖର୍ଜିଙ୍କ ଝିଅ ରୂପେ ଅଭିନୟ କରିଥିଲେ । ସେ ବହୁତ ଛୋଟ ବୟସରେ ହିଁ ଏଭଳି ସୁନ୍ଦର ଅଭିନୟ କରି ଲୋକଙ୍କ ହୃଦୟକୁ ଜିତି ଥିଲେ । ଲୋକମାନେ ଶନା ସଇଦଙ୍କ ଅଭିନୟ ଦେଖି ତାଙ୍କ ଦିୱାନା ହୋଇ ଯାଇଥିଲେ । କେବଳ ଏତିକି ହିଁ ନୁହଁ ଶନା ସଇଦଙ୍କ ଅଭିନୟ ଦେଖି ଲୋକମାନେ ଭାବୁଥିଲେ କି ସେ ବଡ଼ ହୋଇ ବଲିଉଡରେ ଏକ ନୂଆଁ ନାମ ଅର୍ଜନ କରି ବହୁତ ସଫଳତା ହେବେ କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଏବେ ତାଙ୍କୁ ନା କୌଣସି ଚଳଚିତ୍ରରେ କାମ କରିବାକୁ ସୁଯୋଗ ମିଳୁଛି ନା ସିରିଏଲରେ ।

ଶ୍ୱେତା ବସୁ ପ୍ରସାଦ 

ଦ୍ୱିତୀୟ ସ୍ଥାନରେ ଅଛନ୍ତି ଶ୍ୱେତା ବସୁ ଯିଏ ଚଳଚିତ୍ର ” ମକଡ଼ି ” ରୁ ନିଜ କେରିଅର ଆରମ୍ଭ କରିଥିଲେ । ଏଥିରେ ସୁନ୍ଦର ଅଭିନୟ କରିଥିବା ଯୋଗୁଁ ତାଙ୍କୁ ପୁରସ୍କାର ମଧ୍ୟ ଦିଆଯାଇଥିଲା । ପରେ ସେ ସିରିଏଲ ” କରିସ୍ମା କା କରିସ୍ମା ” , ” କାହାଣୀ ଘର ଘର କି ” ରେ ମଧ୍ୟ ଅଭିନୟ କରିଥିଲେ । କିନ୍ତୁ ଏବେ ତାଙ୍କ ବିଷୟରେ ଏହା କୁହାଯାଉଛି କି, ସେ ଯେମିତି ବଡ଼ ହେଉଥିଲେ ତାଙ୍କୁ ଚଳଚିତ୍ର ଓ ସିରିଏଲ ମାନଙ୍କରେ କାମ ମିଳିବା ବନ୍ଦ ହୋଇଗଲା । ଏହି କାରଣରୁ ସେ ଭୁଲ୍ ରାସ୍ତାକୁ ଚାଲିଗଲେ ଓ ସେ ନିଜ ଜୀବନକୁ ବଞ୍ଚାଇ ରଖିବାକୁ ସେ ବେଶ୍ୟାବୃତ୍ତି କରିବାକୁ ଲାଗିଲେ । କେବଳ ଏତିକି ହିଁ ନୁହଁ ସେ ମାତ୍ର କେବଳ ୨୩ ବର୍ଷର ହୋଇଥିବା ବେଳେ ବେଶ୍ୟାବୃତ୍ତିରେ ନିବୃତ୍ତ ଥିବା ସମୟରେ ଧରା ପଡ଼ିଥିଲେ ।

ହଂସୀକା ମୋଟୱାନି 

ହଂସୀକା ମୋଟୱାନି ବଲିଉଡର ସୁପର ହିଟ୍ ଚଳଚିତ୍ର ” କୋଇ ମିଲଗୟା ” ଚଳଚିତ୍ରରେ ବାଲ୍ୟ କଳାକାର ରୂପେ ଅଭିନୟ କରିଲେ । ସେ ନିଜ ସୁନ୍ଦରତା ଓ ଅଭିନୟ ଯୋଗୁଁ ସବୁ ଲୋକଙ୍କ ହୃଦୟକୁ ଜିତିଥିଲେ । କିନ୍ତୁ ବଡ଼ ହେଲାପରେ ବଲିଉଡରେ ତାଙ୍କର ସେହି ଚମତ୍କାର ଅଭିନୟ ଚାଲିପାରିଲା ନାହିଁ, ସେ ଫ୍ଲୋପ୍ ହୋଇଗଲେ । ଏହାପରେ ହଂସୀକା ମୋଟୱାନିଙ୍କୁ ଅନ୍ୟ କୌଣସି ଚଳଚିତ୍ରରେ କାମ କରିବାକୁ ସୁଯୋଗ ମିଳିଲା ନାହିଁ ।

Be the first to comment

Leave a Reply

Your email address will not be published.


*