ସ୍ତ୍ରୀଙ୍କ ପାଦକୁ ଦେଖି ବହୁତ ସହଜରେ ଜାଣିପାରିବେ ଆପଣଙ୍କ ଭାଗ୍ୟ ଚମକିବ କିମ୍ବା ନାହିଁ !

ସ୍ତ୍ରୀଙ୍କ ପାଦକୁ ଦେଖି ବହୁତ ସହଜରେ ଜାଣିପାରିବେ ଆପଣଙ୍କ ଭାଗ୍ୟ ଚମକିବ କିମ୍ବା ନାହିଁ !

ସମସ୍ତେ ଚାହଁନ୍ତି ଯେ ତାଙ୍କ ପାଖରେ ଅଶେଷ ଧନ ଓ ସମ୍ପତ୍ତି ରହୁ । କିନ୍ତୁ କେବଳ ଚାହିଁଲେ ଆପଣଙ୍କ ପାଖରେ ଅଶେଷ ଧନ ଓ ସମ୍ପତ୍ତି ଆସି ପାରିବ ନାହିଁ । ଏଥିପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡ଼ିବ । କେତେକ ଲୋକ ଧନ ସମ୍ପତ୍ତି ପାଇବା ପାଇଁ ବହୁତ ପରିଶ୍ରମ କରନ୍ତି, କିନ୍ତୁ ତାଙ୍କୁ କୌଣସି ଲାଭ ହୋଇ ନଥାଏ । ଯେବେକି ସେଠାରେ କିଛି ଲୋକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ଅଳ୍ପ ପରିଶ୍ରମ କରି ମଧ୍ୟ ବହୁତ ଧନ ସମ୍ପତ୍ତି ଅର୍ଜନ କରିଥାନ୍ତି ।

google

କୁହାଯାଏ ଯେ ଧନ ସମ୍ପତ୍ତି ଲୋକଙ୍କୁ ଭାଗ୍ୟରୁ ମିଳିଥାଏ । ଯାହାର ଭାଗ୍ୟରେ ଯେତିକି ଧନ ରହିଥାଏ, ସେତିକି ହିଁ ମିଳିଥାଏ । ଅଧିକ ଧନ କାହାକୁ ମିଳିପାରେ ନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠେ ଯେ ଆପଣଙ୍କ ଭାଗ୍ୟ ବିଷୟରେ ଆପଣ କିପରି ଜାଣିପାରିବା । ଏହାର ସରଳ ଉତ୍ତର ଅଟେ ସମୁଦ୍ର ଶାସ୍ତ୍ର । ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ସମୁଦ୍ର ଶାସ୍ତ୍ରରେ ଶରୀରର ଅଙ୍ଗ ଗୁଡ଼ିକୁ ଦେଖି ବହୁତ ସହଜରେ ବ୍ୟକ୍ତିର ଭବିଷ୍ୟତ ଓ ତାହାର ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବା । ଏହା ଅନୁଯାୟୀ ମହିଳାମାନଙ୍କ ପାଦ ତଳେ ରହିଥିବା ଚିହ୍ନ ଓ ଆଙ୍ଗୁଠିରୁ ସ୍ୱାମୀର ସୁଖ ଓ ତାହାର ଭାଗ୍ୟ ବିଷୟରେ ଜଣା ପଡ଼ିଥାଏ ।

କୁହାଯାଏ ଯେ ସମସ୍ତ ମହିଳାଙ୍କ ପାଦରେ କିଛି ବିଶେଷ ଚିହ୍ନ ରହିଥାଏ ଯାହା କେତେକ ସଂକେତ ପ୍ରଦାନ କରିଥାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳାଙ୍କ ତଳି ପାଦରେ ଚକ୍ର, ଧ୍ଵଜ, କିମ୍ବା ସ୍ବାସ୍ତିକର ଚିହ୍ନ ରହିଥାଏ ତେବେ ତାଙ୍କ ସହିତ ବିବାହ କରିବା ପୁରୁଷକୁ ରାଜଯୋଗ ମିଲଥାଏ । ଆସନ୍ତୁ ଜାଣିବା ମହିଳାମାନଙ୍କ ପାଦ ବିଷୟରେ ସମୁଦ୍ର ଶାସ୍ତ୍ର କଣ କହେ ।

ସ୍ତ୍ରୀଙ୍କ ପାଦ ଦେଖି ଜାଣନ୍ତୁ ନିଜ ଭାଗ୍ୟ:

*- ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳାଙ୍କ ତଳି ପାଦର କୋମଳ ଅଂଶରେ କୌଣସି ରେଖା ପାଦର ଆଙ୍ଗୁଳି ଆଡ଼କୁ ଉପରକୁ ଯାଇଥାଏ ତେବେ ସେହି ମହିଳା ନିଜ ସ୍ୱାମୀ ପାଇଁ ବହୁତ ଶୁଭ ଅଟନ୍ତି ।

google

*- ଚାଲୁଥିବା ସମୟରେ ଯଦି କୌଣସି ମହିଳାଙ୍କ ପାଦର ଛୋଟ ଆଙ୍ଗୁଳି ଓ ତାହା ପାଖର ଆଙ୍ଗୁଳି ଭୂମିକୁ ଛୁଏଁ ତେବେ ସେହି ମହିଳାଙ୍କ ସ୍ୱାମୀଙ୍କୁ ଜୀବନରେ ବହୁତ ଧନଲାଭ ହୋଇଥାଏ ଏବଂ କୌଣସି ସମ୍ପତ୍ତି ମଧ୍ୟ ମିଳିଥାଏ ।

google

*- ଯଦି କୌଣସି ମହିଳାଙ୍କ ତଳି ପାଦରେ କମଳ କିମ୍ବା ଛତ୍ରର ଚିହ୍ନ ରହିଥାଏ ତେବେ ଏହାର ଅର୍ଥ ତାଙ୍କ ସ୍ୱାମୀଙ୍କ ଭାଗ୍ୟ ରାଜନୀତି କ୍ଷେତ୍ରରେ ଚମକି ଉଠିବ ।

google

*- ମହିଳାଙ୍କ ପାଦର ଛୋଟ ଅଙ୍ଗୁଳି ପାଖରେ ଥିବା ଅଙ୍ଗୁଳିର ଉଚ୍ଚତା ଯଦି ବୃଦ୍ଧାଙ୍ଗୁଳି ଓ ତାହା ପାଖର ଆଙ୍ଗୁଳି ଠାରୁ ଛୋଟ ହୋଇଥାଏ ତେବେ ଏଥିରୁ ମହିଳାଙ୍କ ସ୍ୱାମୀଙ୍କ ସମସ୍ତ ଅସୁବିଧା ଦୂର ହୋଇଥାଏ ।

*- ଯେଉଁ ମହିଳାଙ୍କ ପାଦର ମଧ୍ୟମା ଓ ଅନାମିକା ଆଙ୍ଗୁଳିର ଉଚ୍ଚତା ସମାନ ନଥାଏ ତେବେ ଏହା ଶୁଭ ଅଟେ । ଏଥିରୁ ସ୍ୱାମୀ ଜୀବନରେ ଆର୍ଥିକ ଅସୁବିଧା ହୁଏ ନାହିଁ ।

google

*-ମହିଳାଙ୍କ ପାଦର ଗୋଇଠି ଯଦି କୋମଳ, ଗୋଲାକାର ଓ ଆକର୍ଷକ ହୋଇଥାଏ ଏପରି ମହିଳା ଓ ତାଙ୍କ ସ୍ୱାମୀଙ୍କ ଜୀବନରେ ସମସ୍ତ ପ୍ରକାର ସୁଖ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *