ବହୁତ ହ୍ୟାଣ୍ଡସମ୍ ଓ ସଂସ୍କାରୀ ଅଟନ୍ତି ବଲିଉଡର ଏହି ୪ଟି ଅଭିନେତ୍ରୀଙ୍କ ପୁଅ । ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ !

ବହୁତ ହ୍ୟାଣ୍ଡସମ୍ ଓ ସଂସ୍କାରୀ ଅଟନ୍ତି ବଲିଉଡର ଏହି ୪ଟି ଅଭିନେତ୍ରୀଙ୍କ ପୁଅ । ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ବଲିଉଡ ଜଗତରେ କିଛି ଏଭଳି ଅଭିନେତ୍ରୀ ମାନେ ଅଛନ୍ତି, ଯେଉଁମାନେ ଫିଲ୍ମରେ ମାଆ ଭୂମିକାରେ ଅଭିନୟ କରି ସାରିଛନ୍ତି । କିନ୍ତୁ ସେମାନେ ମଧ୍ୟ ବାସ୍ତବ ଜୀବନରେ ମାଆ ହୋଇ ସାରିଛନ୍ତି । ଆଜି ଆମେ ସେମାନଙ୍କ ପୁଅଙ୍କ ବିଷୟରେ ଆଲୋଚନା କରିବା ଯେଉଁ ମାନେ ବହୁତ ହ୍ୟାଣ୍ଡସମ୍ ସହିତ ବହୁତ ସଂସ୍କାରୀ ମଧ୍ୟ ଅଟନ୍ତି ।

୧. ଭାଗ୍ୟଶ୍ରୀ

google

ଭାଗ୍ୟଶ୍ରୀ ୧୯୮୭ ମସିହା ଠାରୁ ଫିଲ୍ମ ଜଗତରେ କାମ କରି ଆସୁଛନ୍ତି । ସେ ୧୯୮୯ରେ ‘ମେନେ ପ୍ୟାର କିଆ’ ଫିଲ୍ମରୁ ଅଭିନୟ କରି ଆସୁଛନ୍ତି । ତାଙ୍କ ପୁଅ ହେଉଛନ୍ତି ଅଭିମନ୍ୟୁ ଦେଶନି ।

୨. ଅମୃତା ସିଂ

google

ବଲିଉଡର ଅଭିନେତ୍ରୀ ଅମୃତା ସିଂଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ ଓ ସେ ବହୁତ ପରିଚିତ ମଧ୍ୟ ସେ ୧୯୯୧ ମସିହାରେ ଅଭିନେତା ସୈଫ ଅଲି ଖାଁଙ୍କୁ ବିବାହ କରିଥିଲେ । ତାଙ୍କ ଏକମାତ୍ର ପୁଅ ହେଉଛନ୍ତି ଇବ୍ରାହିମ୍ ଅଲି ଖାନ୍ ଅଟେ ।

୩. ଟ୍ଵିଙ୍କଲ ଖାନ୍ନା

google

ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବରେ ସେ ଜଣାଶୁଣା, ସେ ୨୦୦୧ ମସିହାରେ ଅକ୍ଷୟ କୁମାରଙ୍କ ସହ ବିବାହ କରିଥିଲେ ଓ ତାଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ଆରବ କୁମାର ଅଟେ ।

୪. ରବିନା ଟଣ୍ଡନ

google

ରବିନା ଟଣ୍ଡନଙ୍କୁ ୯୦ ଦଶକର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସେ ଆସିଥାନ୍ତି । ତାଙ୍କର ସୁନ୍ଦରତା ପାଇଁ ସେ ସବୁଠାରେ ପରିଚିତ । ୯୦ ଦଶକରେ ସେ ଦର୍ଶକଙ୍କୁ ବହୁତ ସାରା ସୁପରହିଟ୍ ଫିଲ୍ମ ଦେଇଛନ୍ତି, କିନ୍ତୁ ତାଙ୍କ ପୁଅ ବିଷୟରେ ଆଲୋଚନା କରିବାକୁ ଗଲେ ତାଙ୍କ ପୁଅ ନାମ ହେଉଛି ରଣବିର ହୀରାନି ଅଟେ ।

୫. କରିନା କପୁର

google

ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ସେ ଆସିଥାନ୍ତି । ତାଙ୍କୁ କିଏ ଅବା ନ ଜାଣେ ସେ ସର୍ବଦା ତାଙ୍କ ପାରିବାରିକ ଓ ରୋମାଣ୍ଟିକ ଫିଲ୍ମ ପାଇଁ ଚର୍ଚ୍ଚାରେ ରାହିଥାନ୍ତି ସେ ବଲିଉଡ଼କୁ ବହୁତ ସାରା ଫିଲ୍ମ ଦେଇ ସାରିଛନ୍ତି ହେଲେ ତାଙ୍କର ଏକ କୁନି ପୁଅ ଅଛି ଯିଏକି ସୈଫଅଲି ଖାଁଙ୍କ ଔରସରୁ ଜନ୍ମ ତାଙ୍କ ନାଁ ହେଉଛି ତୈମୁର ଅଲି ଖାଁ ।

Leave a Reply

Your email address will not be published. Required fields are marked *