ଏୟାର୍ଟେଲ 4G ବିଜ୍ଞାପନ କରିଥିବା ଏହି ଝିଅଟି ବର୍ତ୍ତମାନ ଦେଖାଯାଉଛନ୍ତି ବହୁତ ସୁନ୍ଦର ଏବଂ ହଟ୍ । ଦେଖନ୍ତୁ ଫୋଟୋ ଗୁଡିକ

ପରିବର୍ତ୍ତନ ପ୍ରକୃତିର ନିୟମ ଅଟେ ଏହି ବିଷୟ ଆମେ ସମସ୍ତେ ଜାଣୁ କିନ୍ତୁ ସମୟ ସହ ଏତେ ପରିବର୍ତ୍ତନ ହୋଇଯାଇଥାଏ ଆପଣ ଏହି ଝିଅଟିର ଫୋଟ ଦେଖିବା ପରେ ସ୍ୱୟଂ ଜାଣି ପାରିବେ । ଆମେ ଏଠାରେ ଯେଉଁ ଝିଅଟି ବିଷୟରେ କହିବା ପାଇଁ ଚାହୁଁଛୁ ସେହି ଝିଅଟି କମ୍ ବୟସରେ ହିଁ ବିଜ୍ଞାପନରେ ଅଭିନୟ କରି ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଥିଲା । ଏହି ଝିଅଟି ଅନେକ ବିଜ୍ଞାପନରେ ଅଭିନୟ କରିଛି କିନ୍ତୁ ଏୟାର୍ଟେଲ ବିଜ୍ଞାପନ ଏହି ଝିଅଟିକୁ ପ୍ରସିଦ୍ଧତା ଲାଭ କରିବାରେ ସାହାଯ୍ୟ କରିଥିଲା । ଝିଅଟି ଏୟାର୍ଟେଲ ବିଜ୍ଞାପନ ପାଇଁ ଜଙ୍ଗଲ ପାହାଡ ବୁଲିବୁଲି ନେଟୱର୍କ ଖୋଜୁଥିଲା । ଅନେକ ବର୍ଷ ପର୍ଯ୍ୟନ୍ତ ଏୟାର୍ଟେଲ ବିଜ୍ଞାପନ ସହ ଜଡିତ ଥିବା ଝିଅଟି ନିଜର ପୁରୁଷ ଭଳି କେଶ ଶଯ୍ୟା ପାଇଁ ମଧ୍ୟ ପରିଚିତ ଅଟେ କିନ୍ତୁ ଆପଣ ଆଜି ସେହି ଝିଅଟିର ସୁନ୍ଦରତା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ଏୟାର୍ଟେଲ ବିଜ୍ଞାପନରେ ଆପଣ ଏହି ଝିଅଟିକୁ ଦେଖିଥିବେ ।

ଟିଭି ଜଗତରେ ଅନେକ ତାରକା ଆସନ୍ତି ଏବଂ ଚାଲି ଯାଆନ୍ତି କିନ୍ତୁ କିଛି ତାରକା ସର୍ବଦା ପାଇଁ ଲୋକଙ୍କ ମନରେ ଘର କରି ନେଇଥାନ୍ତି ଏବଂ ଏହିପରି ଗୋଟିଏ ଚେହେରା ହେଉଛି ଶାସା ଛେତ୍ରୀ ଅଟେ । ଶାସା ଜଣେ ଅଭିନେତ୍ରୀ ହେବା ସହ ଏଙ୍କର ଏବଂ ମ୍ୟୁଜିସିୟନ ମଧ୍ୟ ଅଟନ୍ତି । ଦେହରାଦୁନ ସହ ଜଡିତ ଶାସା ମୁଖ୍ୟ ରୂପରେ ମଧ୍ୟପ୍ରଦେଶର ଅଟନ୍ତି । ୨୪ ବର୍ଷୀୟ ବୟସରେ ଶାସା ଛେତ୍ରି ନିଜର ନାମ ଉଜ୍ବଳ କରିଛନ୍ତି ଏବଂ ଇଂସ୍ତାଗ୍ରାମରେ ନିଜର ଫୋଟ ମାଧ୍ୟମରେ ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ଇଂସ୍ତାଗ୍ରାମରେ ଶାସାଙ୍କ ଏକ ଲକ୍ଷ ତେଇସି ହଜାର ଫୋଲୋର୍ସ ଅଛନ୍ତି ।

ଶାସା ନିଜର ଫୋଟ ସେୟାର କଲେ ଲୋକମାନେ ହଜାର ହଜାର ସଂଖ୍ୟାରେ ଲାଇକ୍ କମେଣ୍ଟ କରନ୍ତି । ଶାସାଙ୍କ ଲୋକପ୍ରିୟତା କୌଣସି ବଲିଉଡ ତାରକାଙ୍କ ଠାରୁ କମ୍ ନୁହେଁ । ଏୟାର୍ଟେଲ ବିଜ୍ଞାପନ ଯୋଗୁଁ ଶାସା ଏହି ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଯେତେବେଳେ ପ୍ରଥମଥର ଶାସା ଏୟାର୍ଟେଲର ବିଜ୍ଞାପନରେ ଅଭିନୟ କରିଥିଲେ ସେହି ସମୟରେ ଶାସାଙ୍କ ସୁନ୍ଦରତାକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ । ୧୭ବର୍ଷ ବୟସରେ ପୁରୁଷଙ୍କ ଭଳି କେଶ ରଖି ଶାସା ବିଜ୍ଞାପନରେ ଅଭିନୟ କରୁଥିବା ସମୟରେ ଶାସା ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଆଜି ଶାସା ଛେତ୍ରୀ ୨୪ବର୍ଷ ବୟସରେ ପଦାର୍ପଣ କରି ଲମ୍ବା କେଶରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

ଏତେ ବର୍ଷରେ ଶାସାଙ୍କ ସୁନ୍ଦରତାରେ ପରିବର୍ତ୍ତନ ହେବା କାରଣରୁ ଲୋକମାନେ ଶାସାଙ୍କୁ ଖୁବ୍ ପସନ୍ଦ କରିଛନ୍ତି ଏବଂ ଶାସାଙ୍କ ସୁନ୍ଦରତାରେ ପରିବର୍ତ୍ତନ ଦେଖା ଯିବା ସମୟ ସହ ପରିବର୍ତ୍ତନ ହେବା ସ୍ୱାଭାବିକ ଅଟେ । ଶାସା ବର୍ତ୍ତମାନ ନିଜ ପଢ଼ାପଢିରେ ବ୍ୟସ୍ତ ଅଛନ୍ତି ଏବଂ ଶାସାଙ୍କ ସ୍ୱପ୍ନ ରହିଛି ସେ ବଲିଉଡରେ ଅଭିନେତ୍ରୀ ରୂପରେ କାର୍ଯ୍ୟ କରିବେ । ମୁମ୍ବାଇରେ ରହୁଥିବା ଶାସା ଏକ ସର୍ଟ ଫିଲ୍ମରେ ଅଭିନୟ କରି ସାରିଛନ୍ତି ଏହାସହ ଶାସା ଏକ ୟୁଟୁବ୍ ଚ୍ୟାନେଲ ମଧ୍ୟ ଚଳାଉଛନ୍ତି । ଶାସା ୟୁଟୁବରେ ନିଜ କମ୍ପୋଜର ଗୀତ ଏବଂ ଭିଡିଓ ସେୟାର କରନ୍ତି ।

ୟୁଟୁବରେ ମଧ୍ୟ ଶାସାଙ୍କୁ ଅନେକ ଲୋକ ଫୋଲୋ କରନ୍ତି । ଶାସାଙ୍କ ପିତା ଜଣେ ବ୍ୟବସାୟୀ ଅଟନ୍ତି ଏବଂ ମାଆ ଜଣେ ଗୃହଣୀ ଅଟନ୍ତି । ୨୦୧୮ରେ ଶାସାଙ୍କ ନାମ ଏକ ଏମଏମଏସରେ ଜଡିତ ହୋଇଥିଲା ଯେଉଁଥିରେ ଶାସାଙ୍କ କିଛି ନିଜସ୍ୱ ଭିଡିଓ ଏବଂ ଫୋଟ ଭାଇରାଲ ହୋଇଥିଲା, ପରେ ଶାସା ପୋଲିସ୍ କେଶ କରିଥିଲେ । ଏହାପରେ ଶାସାଙ୍କ ଏକ ଫୋଟ ଶାସାଙ୍କ ପୁରୁଷ ବନ୍ଧୁଙ୍କ ସହ ଭାଇରାଲ ହୋଇଥିଲା ।

Be the first to comment

Leave a Reply

Your email address will not be published.


*