ଆଜି ଏପରି କିଛି ପ୍ରଶ୍ନ ଆପଣଙ୍କ ପାଇଁ ଆଣିଛୁ, ଯାହାକୁ ପଡିବା ମାତ୍ରେ ହୋସ୍ ଉଡିଯିବ । ପ୍ରଥମ ପ୍ରଶ୍ନ : ତାହା କେଉଁ ଜିନିଷ ଅଟେ

ଆଜି ଏପରି କିଛି ପ୍ରଶ୍ନ ଆପଣଙ୍କ ପାଇଁ ଆଣିଛୁ, ଯାହାକୁ ପଡିବା ମାତ୍ରେ ହୋସ୍ ଉଡିଯିବ । ପ୍ରଥମ ପ୍ରଶ୍ନ : ତାହା କେଉଁ ଜିନିଷ ଅଟେ

ଆଜି ଏପରି କିଛି ପ୍ରଶ୍ନ ଆପଣଙ୍କ ପାଇଁ ଆଣିଛୁ, ଯାହାକୁ ପଡିବା ମାତ୍ରେ ହୋସ୍ ଉଡିଯିବ । ପ୍ରଥମ ପ୍ରଶ୍ନ : ତାହା କେଉଁ ଜିନିଷ ଅଟେ ଯାହାକୁ ପଛରୁ ମନୁଷ୍ୟ ତିଆରି କରିଛି ଓ ଆଗରୁ ଭଗବାନ ତିଆରି କରିଛନ୍ତି ?

ଆଜି ଏହି ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତର ନେଇ ଆସିଛୁ, ଯାହା ପ୍ରାୟତଃ IAS ପରୀକ୍ଷାରେ ବିଦ୍ୟାର୍ଥୀଙ୍କୁ ପଚରା ଯାଇଥାଏ । ଏପରି ପ୍ରଶ୍ନ ଗୁଡିକ ଶୁଣିବା ପରେ ମନୁଷ୍ୟର ମୁଣ୍ଡ ଖରାପ ହୋଇଯାଇଥାଏ । ବିଦ୍ୟାର୍ଥୀମାନେ ଏହି ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି । ତେବେ ଯାଇ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି । IAS / IPSରେ ଏପରି ଅନେକ ପ୍ରଶ୍ନ ପଚରା ଯାଏ, ଯାହା ବିଷୟରେ କେହି ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ । ଆଜି ଆମେ ଆପଣଙ୍କ ପାଇଁ ଏପରି କିଛି ପ୍ରଶ୍ନ ନେଇ ଆସିଛୁ ଯାହା IAS ଓ IPS ଇଣ୍ଟରଭିୟୁ ସମୟରେ ବିଦ୍ୟାର୍ଥୀଙ୍କୁ ପଚରାଯାଏ ।

ପ୍ରଥମ ପ୍ରଶ୍ନ : ଭାରତରେ ମୋଟ କେତେ ପ୍ରତିଶତ ଭୂଭାଗ ଉପରେ କୃଷି କାର୍ଯ୍ୟ କରାଯାଏ ?

ଉତ୍ତର : ଜଣା ନାହିଁ ? ଚାଲନ୍ତୁ ଆମେ ଜଣାଇ ଦେଉଛୁ, ୪.୫୧% !

ଦ୍ୱିତୀୟ ପ୍ରଶ୍ନ : ଭାରତରେ ଜଳସେଚନର ସବୁଠାରୁ ବଡ଼ ସାଧନ କଣ ଅଟେ ?

ଉତ୍ତର : କେନାଲ ।

google

ତୃତୀୟ ପ୍ରଶ୍ନ : ତାହା କଣ ଯାହା ଏକ ମାସ ପରେ ପାଖକୁ ଆସେ ଓ ୨୪ ଘଣ୍ଟା ସାଥିରେ ରହି ଚାଲିଯାଏ ?

ଉତ୍ତର : ଏହାର ଉତ୍ତର ଅଟେ ତାରିଖ କାରଣ କୌଣସି ତାରିଖ ମଧ୍ୟ ମାସରେ କେବଳ ଗୋଟିଏ ଦିନ ପାଇଁ ଆସେ ଏବଂ ୨୪ ଘଣ୍ଟା ବା ଗୋଟିଏ ଦିନ ସାଥିରେ ରହି ଏକ ମାସ ପାଇଁ ପୁଣିଥରେ ଚାଲିଯାଏ ।

ଚତୁର୍ଥ ପ୍ରଶ୍ନ : ଏପରି କେଉଁ ଜିନିଷ ରହିଛି ଯାହାକୁ ପଛରୁ ମନୁଷ୍ୟ ଓ ଆଗରୁ ଭଗବାନ ତିଆରି କରିଛନ୍ତି ?

ଉତ୍ତର : କଣ ଆଶ୍ଚର୍ଯ୍ୟ ହୋଇଗଲେ ନା ! ତେବେ ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ହେଉଛି ଶଗଡ ଗାଡି, ଯାହାକୁ ପଛରୁ ଅର୍ଥାତ ଶଗଡ ଗାଡିଟିକୁ ମନୁଷ୍ୟ ତିଆରି କରିଛି ଓ ଆଗରୁ ଭଗବାନ ତିଆରି କରିଛନ୍ତି ଅର୍ଥାତ ଆଗରେ ଥିବା ବଳଦ ହଳକୁ ଭଗବାନ ତିଆରି କରିଛନ୍ତି ।

ପଞ୍ଚମ ପ୍ରଶ୍ନ : ଯଦି କୌଣସି କୋଠରୀରେ ଥିବା ଫ୍ରିଜର କବାଟକୁ ଖୋଲି ଦିଆଯାଏ; ତେବେ କୋଠରୀ ଥଣ୍ଡା ହେବ ନା ଗରମ ?

ଉତ୍ତର : ଏହାର ଉତ୍ତର ହେଉଛି ଯଦି ଆମେ ଫ୍ରିଜର କବାଟକୁ ଖୋଲିଦେବୁ; ତେବେ କୋଠରୀ ପ୍ରକୃତରେ ଗରମ ହେବାକୁ ଲାଗିବ ।

ଷଷ୍ଟ ପ୍ରଶ୍ନ : 100ରୁ 10କୁ କେତେଥର ହଟାଇ ପାରିବା ?

ଉତ୍ତର : 100।ରୁ 10 କୁ ଗୋଟିଏ ଥର ହିଁ ହଟାଇ ପାରିବା । (ବିୟୋଗ କରିବା କଥା କୁହାଯାଇ ନାହିଁ ।

ସପ୍ତମ ପ୍ରଶ୍ନ : ସବୁ ପୁଅଙ୍କ ଠାରେ ଥାଏ, କାହାର ଛୋଟ ତ କାହାର ବଡ ! କିନ୍ତୁ ବିବାହ ପରେ କେବଳ ପତ୍ନୀଙ୍କୁ ହିଁ ଦେଇଥାନ୍ତି ?

ଉତ୍ତର : ସଜ୍ଞା ! (surname)

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ଧାନ୍ୟବାଦ !

Leave a Reply

Your email address will not be published. Required fields are marked *