ଏହି ଅଭିନେତାଙ୍କୁ ଡେଟ୍ କରୁଛନ୍ତି ଟିଭି ସିରିଏଲର ଲୋକପ୍ରିୟ ଗୋପୀ ବୋହୂ । ନାମ ଜାଣି ହେବ ନାହିଁ ବିଶ୍ୱାସ !

ଏହି ଅଭିନେତାଙ୍କୁ ଡେଟ୍ କରୁଛନ୍ତି ଟିଭି ସିରିଏଲର ଲୋକପ୍ରିୟ ଗୋପୀ ବୋହୂ । ନାମ ଜାଣି ହେବ ନାହିଁ ବିଶ୍ୱାସ !

ଏକ ସମୟରେ ଟିଭି ଶୋ “ସାଥ ନିଭାନା ସାଥିୟା”ରେ ଗୋପୀ ବୋହୂ ଭାବରେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲେ ଏବଂ ଟିଭି ଜଗତରେ ଗୋପୀ ବୋହୂରେ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଜିୟା ମାଣିକ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହାର କାରଣ ୫ ବର୍ଷ ପରେ ଟିଭି ଜଗତକୁ ଫେରିବା ଅଟେ । ହଁ ବନ୍ଧୁଗଣ ଜିୟା ମାଣିକ ୫ ବର୍ଷ ପରେ ଟିଭି ଜଗତକୁ ଫେରୁଛନ୍ତି ।

bollywoodpapa
bollywoodpapa

ଏହି ଚରିତ୍ର ପାଇଁ ଗୋପୀ ବୋହୂଙ୍କୁ ଆଉ ଜଣେ ଅଭିନେତ୍ରୀ ରିପ୍ଲେସ୍ କରିଥିଲେ ସତ କିନ୍ତୁ ଜିୟା ମାଣିକଙ୍କୁ ଏହି ଚରିତ୍ର ପାଇଁ ଖୁବ୍ ପ୍ରସିଦ୍ଧି ମିଳିଥିଲା । କାରଣ ଏମାନଙ୍କ ଭଳି କାନ୍ଦିବା ଚରିତ୍ର ବୋଧହୁଏ ଆଉ କିଏ ତୁଲାଇ ପାରୁଥିବେ । ବର୍ତ୍ତମାନ ଜିୟା ମାଣିକ କୌଣସି ଅଭିନେତା ସହିତ ସମ୍ପର୍କରେ ଅଛନ୍ତି । ସେ ଅଭିନେତା ଆଉ କିଏ ନୁହଁନ୍ତି ବରଂ ସେ ହେଉଛନ୍ତି ନିଶାନ୍ତ ମଲକାନି ।

bollywoodpapa
bollywoodpapa

ଯିଏ ବର୍ତ୍ତମାନ ଜି ଟିଭିର ଶୋ “ଗୁଡ଼ନ୍ ତୁମସେ ନା ହୋ ପାୟେଗା”ରେ ନଜର ଆସୁଛନ୍ତି । ରିପୋର୍ଟ ଅନୁଯାୟୀ ଜିୟା ମାଣିକ ନିଶାନ୍ତ ମଲକାନିଙ୍କୁ ଡେଟ୍ କରୁଛନ୍ତି । ଦୁଇଜଣଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥାଏ । ଦୁହେଁ ପରସ୍ପର ସହ ଭ୍ରମଣ କରୁଥିବାର ନଜର ଆସନ୍ତି । ବର୍ତ୍ତମାନ ଦୁଇଜଣଙ୍କ ମଧ୍ୟରେ ଖୁବ୍ ନିକଟତା ଦେଖିବାକୁ ମିଳୁଛି ।

bollywoodpapa
bollywoodpapa
bollywoodpapa

ଗୋପୀ ବୋହୂ ବା ଜିୟା ମାଣିକ ୨୦୧୦ରେ “ନା ଘର ନା ଘାଟ” ଚଳଚ୍ଚିତ୍ରରୁ ନିଜ କ୍ୟାରିୟରର ଆରମ୍ଭ କରିଥିଲେ । ଉକ୍ତ ବର୍ଷ ଜିୟା ୨୦୧୦ ମସିହାରେ “ସାଥ ନିଭାନା ସାଥିୟା”ରେ ନଜର ଆସିଥିଲେ । ଏହି ଶୋ” ଠାରୁ ଜିୟାଙ୍କୁ ପ୍ରସିଦ୍ଧି ଲାଭ ହୋଇଥିଲା । ଏହା ବ୍ୟତୀତ ଝଲକ୍ ଦିଖଲାଜା, ବାଳିକା ବୋଧୂ, ନା ବୋଲେ ତୁମ ନା ମେନେ କୁଛ କହା, ଜିନି ଔର ଜୁଜୁ, ଅଜବ ଗଜବ ଘର ଜମାଇ, ବଡ଼ି ଦୂର ସେ ଆୟେ ହେ ଭଳି ପ୍ରସିଦ୍ଧ ଶୋ ମାନଙ୍କରେ ଅଭିନୟ କରିଛନ୍ତି । ଜିୟାଙ୍କୁ ତାଙ୍କ ଅଭିନୟ ପାଇଁ ଅନେକ ଥର ପୁରସ୍କାର ମଧ୍ୟ ମିଳିଛି ।

Leave a Reply

Your email address will not be published. Required fields are marked *