Cousin weddingରେ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଶ୍ରଦ୍ଧା କପୂର୍ ମାଲଦୀବରେ ଦେଖାଇଲେ ଜଲୱା ! ଦେଖନ୍ତୁ ଭାଇରଲ୍ ଫୋଟ…

Cousin weddingରେ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଶ୍ରଦ୍ଧା କପୂର୍ ମାଲଦୀବରେ ଦେଖାଇଲେ ଜଲୱା ! ଦେଖନ୍ତୁ ଭାଇରଲ୍ ଫୋଟ…

ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା କପୂର ଗତ ମାର୍ଚ୍ଚ ୩ରେ ନିଜର ୩୪ ତମ ଜନ୍ମଦିନ ପାଳନ କରିଥିଲେ ଏବଂ ନିଜ ଜନ୍ମଦିନରେ ଶ୍ରଦ୍ଧା କପୂର ମାଲଦୀବରେ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ମଜା କରୁଥିବାର ନଜର ଆସୁଛନ୍ତି ଏବଂ ଶ୍ରଦ୍ଧା କପୂର ନିଜ ଜନ୍ମଦିନ ପାଳନ ଅବସରରେ କିଛି ସୁନ୍ଦର ଫୋଟ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯାହାକି ବର୍ତ୍ତମାନ ଖୁବ୍ ବେଗରେ ଭାଇରଲ୍ ହେଉଛି ଏବଂ ଶ୍ରଦ୍ଧା ନିଜ ଜନ୍ମଦିନ ଅବସରରେ ବହୁତ ଆନନ୍ଦିତ ଓ ଖୁବ୍ ମଜା କରୁଥିବାର ନଜର ଆସୁଛନ୍ତି ଏବଂ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଶ୍ରଦ୍ଧା କପୂରଙ୍କ ସୁନ୍ଦର ଫୋଟଗୁଡିକ ଛାଇ ରହିଛି ।

ଜଣାଇଦେଉଛୁ ଶ୍ରଦ୍ଧା ନିଜ ଜନ୍ମଦିନ ଅବସରରେ ଏକ ବହୁତ ସୁନ୍ଦର ଭିଡ଼ିଓ ମଧ୍ୟ ସେୟାର୍ କରିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଭାବରେ ଫିକା ନୀଳ ରଙ୍ଗର ଲେଲେଙ୍ଗା ପିନ୍ଧି ସମୁଦ୍ର କୂଳରେ ସ୍ଲୋ ମୋସନରେ ନୃତ୍ୟ କରୁଥିବାର ନଜର ଆସୁଛନ୍ତି ।

ଏବଂ ଏଥିସହିତ ଶ୍ରଦ୍ଧା ନିଜ ଜନ୍ମଦିନ ଅବସରରେ ପ୍ରେମିକ ରୋହନ୍ ଶ୍ରେଷ୍ଠଙ୍କ ସହ କେକ୍ କାଟୁଥିବାର ମଧ୍ୟ ନଜର ଆସୁଛନ୍ତି ଏବଂ ତାଙ୍କର ଏହି ଭିଡ଼ିଓ ମଧ୍ୟ ବର୍ତ୍ତମାନ ଖୁବ୍ ବେଗରେ ଭାଇରଲ୍ ହେଉଛି ।

ଜଣାଇଦେଉଛୁ ଯେ ଶ୍ରଦ୍ଧା କପୂର୍ ମାଲଦୀବରେ ନିଜ କଜିନ୍ ଭାଇ ପ୍ରିୟଙ୍କା ଶର୍ମାଙ୍କ ବିବାହରେ ସାମିଲ୍ ହେବା ପାଇଁ ସପରିବାର ପହଞ୍ଚିଲେ ଏବଂ ସେପଟେ ଶ୍ରଦ୍ଧା କପୂର୍ ମାଲଦୀବରେ ବିବାହର ସମସ୍ତ ରୀତିନୀତି ଓ ଭିଡ଼ିଓ ପୋଷ୍ଟ କଲେ ଯାହାକି ଖୁବ୍ ଭାଇରଲ୍ ହେଉଛି ।

ଜଣାଇଦେଉଛୁ ଯେ ଶ୍ରଦ୍ଧା କପୂରଙ୍କ ଏହି ଭାଇରଲ୍ ଫଟୋରେ ସେ ଲେହେଙ୍ଗା ପିନ୍ଧିଥିବାର ନଜର ଆସୁଛନ୍ତି ଏବଂ ସମୁଦ୍ର କୂଳରେ ଖୁବ୍ ମଜା କରୁଛନ୍ତି ।

ଏହାବ୍ୟତୀତ ଶ୍ରଦ୍ଧା କପୂରଙ୍କ ଏକ ଭିଡ଼ିଓ ମଧ୍ୟ ଖୁବ୍ ଭାଇରଲ ହେଉଛି ଏବଂ ଏହି ଭିଡ଼ିଓରେ ଶ୍ରଦ୍ଧା କପୂର ନିଜ ପରିବାର ସହ ବିବାହର ସମସ୍ତ ରୀତିନୀତି ପାଳନ କରୁଥିବାର ନଜର ଆସୁଛନ୍ତି ଏବଂ ସେପତଟେ ଅଭିନେତ୍ରୀଙ୍କ ଏହି ସୁନ୍ଦର ଭିଡ଼ିଓକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି ଏବଂ ତାଙ୍କ ଭିଡ଼ିଓରେ ଖୁବ୍ କମେଣ୍ଟ କରୁଛନ୍ତି ।

ସେପଟେ ଭିଡ଼ିଓରେ ଶ୍ରଦ୍ଧା କପୂର ନିଜ ମାଉସୀ ପଦ୍ମିନୀ କୋଲ୍ହାପୁରୀଙ୍କ ସହିତ ବହୁତ ସୁନ୍ଦର ଭାବରେ ନଜର ଆସୁଛନ୍ତି । ଜଣାଇଦେଉଛୁ ଯେ ଏହି ଫୋଟରେ ଶ୍ରଦ୍ଧା କପୂରଙ୍କ ସୁନ୍ଦର ଶୈଳୀ ଦେଖିବାକୁ ମିଳୁଛି ।

ଶ୍ରଦ୍ଧା କପୂର ନିଜ କଜିନ୍ ଭାଇଙ୍କ ବିବାହର ସମସ୍ତ ରୀତିନୀତିରେ ବହୁତ ସୁନ୍ଦର ଲୁକରେ ନଜର ଆସିଲେ ଏବଂ ଏହି ବିବାହର ସମସ୍ତ ଉତ୍ସବରେ ଶ୍ରଦ୍ଧା କପୂର ନିଜ ସୁନ୍ଦର ଲୁକ୍ ଓ ଆଉଟଫିଟରୁ ନିଜ ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି ଏବଂ ସୋସିଆଲ୍ ମିଡିଆରେ ତାଙ୍କର ଅନେକଗୁଡ଼ିଏ ଫୋଟ ଭାଇରଲ୍ ହେଉଛି । ଜଣାଇଦେଉଛୁ ଯେ ଏହି ବିବାହରେ ଶ୍ରଦ୍ଧା କପୂରଙ୍କ ସହ ସମସ୍ତ ଉତ୍ସବରେ ତାଙ୍କ ରୁମର ବଏଫ୍ରେଣ୍ଡ ରୋହନ୍ ଶ୍ରେଷ୍ଠ ମଧ୍ୟ ନଜର ଆସିଛନ୍ତି ଏବଂ ଫ୍ୟାନ୍ସମାନଙ୍କ ଏହି ଯୋଡିକୁ ଖୁବ୍ ପସନ୍ଦ କରନ୍ତି ଏବଂ ଫ୍ୟାନ୍ସମାନେ ଏହି ଅପେକ୍ଷାରେ ଅଛନ୍ତି ଯେ ଶ୍ରଦ୍ଧା ଯେତେଶୀଘ୍ର ହେଉ ନିଜର ଏହି ସମ୍ପର୍କକୁ ଅଫିସିଆଲ୍ କରିଦେବେ ।

ସେପଟେ ଆଲୋଚନା କରିବା ତେବେ ଶ୍ରଦ୍ଧା କପୂରଙ୍କ କାର୍ଯ୍ୟ ଶୈଳୀ ବିଷୟରେ ଆଲୋଚନା କରିବା ତେବେ ଶ୍ରଦ୍ଧା ଖୁବଶୀଘ୍ର ଚଳଚ୍ଚିତ୍ର ଲବ୍ ରଞ୍ଜନରେ ନଜର ଆସିବାକୁ ଯାଉଛନ୍ତି ଏବଂ ଏହି ଚଳଚ୍ଚିତ୍ରରେ ଏହା ପୂର୍ବରୁ ଶ୍ରଦ୍ଧା କପୂର୍ ଚଳଚ୍ଚିତ୍ର “ବାଗୀ ୩”ରେ ନଜର ଆସିଥିଲେ ଯାହାକି ଲକଡାଉନ୍ ଲାଗିବା ଆଗରୁ ରିଲିଜ୍ ହୋଇଥିଲା ।

Leave a Reply

Your email address will not be published. Required fields are marked *