ଏହି ବଲିଉଡ଼ ଅଭିନେତାଙ୍କୁ ଭଲପାଉଥିଲେ ଶିଳ୍ପା ଶେଟ୍ଟୀ, ୨୨ ବର୍ଷ ବୟସରେ ହରେଇ ବସିଥିଲେ ବର୍ଜିନିଟି !

ଏହି ବଲିଉଡ଼ ଅଭିନେତାଙ୍କୁ ଭଲପାଉଥିଲେ ଶିଳ୍ପା ଶେଟ୍ଟୀ, ୨୨ ବର୍ଷ ବୟସରେ ହରେଇ ବସିଥିଲେ ବର୍ଜିନିଟି !

ଶିଳ୍ପା ଶେଟ୍ଟୀ ବଲିଉଡ଼ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ୯୦ ଦଶକରେ ଶିଳ୍ପା ଅନେକ ହିଟ୍ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ଜଣାଇଦେଉଛୁ ଯେ, ଶିଳ୍ପା ଶେଟ୍ଟୀ ପ୍ରସିଦ୍ଧ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ସହିତ ବିବାହ କରିଛନ୍ତି । ଶିଳ୍ପା ରାଜ୍ କୁନ୍ଦ୍ରାଙ୍କ ଦ୍ୱିତୀୟ ପତ୍ନୀ ଅଟନ୍ତି । ଶିଳ୍ପା ଓ ରାଜଙ୍କ ଏକ ସୁନ୍ଦର ପୁଅ ଅଛନ୍ତି ଯାହାଙ୍କ ନାମ ଭିୟାନ୍ କୁନ୍ଦ୍ରା ଅଟେ । ନିକଟରେ ଶିଳ୍ପା ନିଜର ୪୪ତମ ଜନ୍ମଦିନ ପାଳନ କରିଛନ୍ତି । ଶିଳ୍ପା ଆଜିକାଲି ଚଳଚ୍ଚିତ୍ରରୁ ଅଧିକ ନିଜର ଫିଟନେସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଶିଳ୍ପାଙ୍କୁ ୪୪ ବର୍ଷ ହେଲେ ମଧ୍ୟ ସେ ୩୦ ବର୍ଷ ଭଳି ଲାଗନ୍ତି । ଶିଳ୍ପା ଶେଟ୍ଟୀଙ୍କ ଅଫେୟାର ବଲିଉଡ଼ରେ କିଛି ଲୋକଙ୍କ ସହିତ ରହିଥିଲା କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚା ଅକ୍ଷୟ କୁମାରଙ୍କ ସହିତ ହୋଇଥିଲା । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ସେ ମାତ୍ର ୨୨ ବର୍ଷ ବୟସରେ ନିଜର ବର୍ଜିନିଟି ହରେଇ ବସିଥିଲେ ।

ବିଗ୍ ବ୍ରଦର୍ସରେ କରିଥିଲେ ଖୁଲାସା

newstrend

ଏକ ସମୟରେ ଅକ୍ଷୟ କୁମାର ଓ ଶିଳ୍ପା ଶେଟ୍ଟୀଙ୍କ ଖୁବ୍ ଚର୍ଚ୍ଚା ହେଉଥିଲା । ଶିଳ୍ପା ଶେଟ୍ଟୀ ଅକ୍ଷୟ କୁମାରଙ୍କ ପ୍ରେମରେ ଏପରି ଭାବରେ ପଡ଼ିଯାଇଥିଲେ ଯେ ତାଙ୍କୁ ଅକ୍ଷୟଙ୍କ ସହିତ ଟିକିଏ ଦୂରତା ମଧ୍ୟ ସହ୍ୟ ହେଉନଥିଲା । ଶିଳ୍ପା ପ୍ରଥମ ଥର ପାଇଁ ଲଣ୍ଡନର ଟିଭି ଶୋ ବିଗ୍ ବ୍ରଦର୍ସରେ ଅକ୍ଷୟକୁ ନେଇ ଏକ ବଡ଼ ଖୁଲାସା ମଧ୍ୟ କରିଥିଲେ । ଶୋ’ରେ ସେ କହିଥିଲେ ଯେ ସେ ମାତ୍ର ୨୨ ବର୍ଷ ବୟସରେ ନିଜର ବର୍ଜିନିଟି ହରେଇ ବସିଥିଲେ ଯାହାର ପଛର କାରଣ ହେଉଛନ୍ତି ଅକ୍ଷୟ କୁମାର । ଜଣାଇଦେଉଛୁ ଯେ ଚଳଚ୍ଚିତ୍ର’ମେ ଖିଲାଡ଼ି ତୁ ଅନାରୀ’ର ଶୁଟିଂ ସମୟରେ ଅକ୍ଷୟ ଓ ଶିଳ୍ପା ମଧ୍ୟରେ ନିକଟତା ବଢି ଯାଇଥିଲା । ଏହି ଚଳଚ୍ଚିତ୍ର ସମୟରେ ଦୁହିଁଙ୍କ ଅଫେୟାର ଆରମ୍ଭ ହୋଇଥିଲା ଏବଂ ଦୀର୍ଘ ସମୟ ଧରି ଚାଲିଥିଲା ।

ବିବାହକୁ ନେଇ ଆସିଥିଲା ଗୁଜବ

newstrend

ଶିଳ୍ପା ଜଣେ ପ୍ରତିଯୋଗୀଙ୍କୁ କହିଛନ୍ତି ଯେ ଅକ୍ଷୟ କୁମାରଙ୍କ ଆଗରୁ ତାଙ୍କୁ କେହି ଚୁମ୍ବନ ଦେଇନଥିଲେ । ତାଙ୍କ ଜୀବନରେ ଆସିଥିବା ପ୍ରଥମ ବ୍ୟକ୍ତି ଥିଲେ ଅକ୍ଷୟ କୁମାର । ଜଣାଇଦେଉଛୁ ଯେ ସେହି ସମୟରେ ଶିଳ୍ପା ଓ ଅକ୍ଷୟଙ୍କ ବିବାହର ଖବର ଆସିଥିଲା । କୁହାଯାଏ ଯେ ଶିଳ୍ପା ଅକ୍ଷୟଙ୍କ ସହିତ ବିବାହ କରିବା ପାଇଁ ଖୁବ୍ ଉତ୍ସାହିତ ଥିଲେ ଏବଂ ତାଙ୍କୁ ନେଇ ସୁରକ୍ଷିତ ଅନୁଭବ କରିବା ପାଇଁ ଚାହୁଁଥିଲେ । ଏହିପରି ଫିଲ୍ମର ଶୁଟିଂ ସମୟରେ ହିଁ ସେ ନିଜର ବର୍ଜିନିଟି ହରେଇ ବସିଥିଲେ । ଅକ୍ଷୟ ନିଜ ଓ ଶିଳ୍ପାଙ୍କ ସମ୍ପର୍କ ବିଷୟରେ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ କହିଥିଲେ ଏବଂ ସେଠାରୁ ଏହି କଥା ପ୍ରକାଶ ପଈଥିଲା । ଅକ୍ଷୟ ନିଜ ବନ୍ଧୁଙ୍କୁ କହିଲେ ଯେ ଶିଳ୍ପା ପରଦାରେ ଯେତିକି ସିଧା ଓ ନିରୀହ ଦେଖାଯାଆନ୍ତି, ବେଡ଼ରେ ସେ ସେତିକି ହିଁ ସକ୍ରିୟ ହୋଇଯାଆନ୍ତି ।

ଟ୍ଵିଙ୍କଲଙ୍କ ପାଇଁ ହୋଇଥିଲା ବ୍ରେକ୍ ଅପ୍

newstrend

କିନ୍ତୁ କିଛି ସମୟ ପରେ ଅକ୍ଷୟ ଓ ଶିଳ୍ପାଙ୍କ ବ୍ରେକଅପର ଖବର ସାମନାକୁ ଆସିଥିଲା । କୁହାଯାଏ ଯେ ଅକ୍ଷୟଙ୍କ ଜୀବନରେ ଟ୍ଵିଙ୍କଲ ଖାନ୍ନା ଆସିବା ପରେ ଦୁହିଁଙ୍କ ବ୍ରେକ୍ ଅପ୍ ହୋଇଥିଲା ।’ ବ୍ରେକ୍ ଅପ୍ ପରେ ଶିଳ୍ପା କହିଥିଲେ ଯେ, “ଯେତେବେଳେ ଆଉ କେହି ମିଳିଗଲେ ତେବେ ମୋତେ ଛାଡ଼ିଦେଲେ । ଏକମାତ୍ର ବ୍ୟକ୍ତି ଥିଲେ ଯାହା ଉପରେ ମୁଁ କ୍ରୋଧିତ ଥିଲି । ନିଜର ଅତୀତ ଏତେ ଶୀଘ୍ର ଭୁଲିଯିବା ଏତେ ସହଜ ନୁହେଁ କିନ୍ତୁ ମୁଁ ଭାଗ୍ୟବାନ ଯେ ମୋ ଠାରେ ଆଗକୁ ବଢିବାର ସାହସ ରହିଛି । ଆଜି ତାହା ଏକ ଭୁଲିଯାଇଥିବା ଏକ ଅଧ୍ୟାୟ ଅଟେ, ମୁଁ କେବେମଧ୍ୟ ତାଙ୍କ ସହିତ କାମ କରିବି ନାହିଁ ।”

Leave a Reply

Your email address will not be published. Required fields are marked *