ବିବାହକୁ ନେଇ ସଲମାନଙ୍କୁ ପ୍ରଶ୍ନ କରିଥିଲେ ଶିଳ୍ପା ? ପ୍ରଶ୍ନ ଶୁଣି କାନ୍ଦିବାକୁ ଲାଗିଲେ ଦବଙ୍ଗ ଖାନ୍

ବଲିଉଡ ଅଭିନେତା ସଲମାନ ଖାନ୍ ନିଜ ବିବାହକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହଁନ୍ତି । ସଲମାନଙ୍କ ବିବାହକୁ ସଲମାନଙ୍କ ପରିବାର ନୁହେଁ ବରଂ ଭାରତରେ ଥିବା ସଲମାନଙ୍କ ପ୍ରତିଟି ପ୍ରସଂସକ ଚାହିଁ ରହିଛନ୍ତି । ଯେତେବେଳେ ସଲମାନଙ୍କ ବିବାହ ବିଷୟ ଆସିଥାଏ ସେହି ସମୟରେ ଲୋକ କିଛି ପରିମାଣରେ ଭାବୁକ ହୋଇ ଯାଇଥାନ୍ତି । କିନ୍ତୁ ବର୍ତ୍ତମାନ ସଲମାନ ସ୍ୱୟଂ ଭାବୁକ ହୋଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି । ପ୍ରତି ଭାରତୀୟଙ୍କ ନିମନ୍ତେ ସଲମାନଙ୍କ ବିବାହର ପ୍ରଶ୍ନ ଏହି ସତାଧିର ସବୁଠୁ ଚର୍ଚ୍ଚିତ ପ୍ରଶ୍ନ ହୋଇ ରହିଛି । ନିକଟରେ ଶିଳ୍ପା ମଧ୍ୟ ସଲମାନଙ୍କୁ ବିବାହ ସମ୍ବନ୍ଧିତ ପ୍ରଶ୍ନ ପଚାରିଥିଲେ ଜାହାପରେ ସ୍ୱୟଂ ସଲମାନ ଭାବୁକ ହୋଇ ଯାଇଥିଲେ ।

ଅନେକ ସମୟରେ ସଲମାନ ମିଡ଼ିଆ ସାମ୍ନାରେ ନିଜ ବିବାହକୁ ନେଇ ମନ୍ତବ୍ୟ ଦେଇ ସାରିଛନ୍ତି କିନ୍ତୁ କୌଣସି ସମୟରେ ସଲମାନ ଖାନଙ୍କୁ ଭାବୁକ ହେବାର ଦେଖିବା ପାଇଁ ମିଳି ନଥାଏ । ଯେତେବେଳେ ଶିଳ୍ପା ସେଟ୍ଟୀ ସଲମାନଙ୍କୁ ବିବାହ ବିଷୟରେ ପ୍ରଶ୍ନ କରିଥିଲେ ସେହି ସମୟରେ ସଲମାନଙ୍କ ଆଖି ଲୁହରେ ଭରି ଯାଇଥିଲା । ସଲମାନ ଖାନ୍ ପ୍ରଥମ ଥର ପାଇଁ ନିଜ ବିବାହକୁ ନେଇ ଭାବୁକ ହୋଇ ଯାଇଥିଲେ ଏବଂ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏହି ଭିଡ଼ିଓରେ ସଲମାନ ନୃତ୍ୟ ମାଧ୍ୟମରେ ନିଜ ଭାବନାକୁ ଦର୍ଶାଉଛନ୍ତି । ସଲମାନ ଖାନଙ୍କ ବିବାହର ସ୍ୱପ୍ନ କେବେ ପୂର୍ଣ ହେବ ଏହି ବିଷୟ ସ୍ୱୟଂ ସଲମାନ ମଧ୍ୟ ଜାଣନ୍ତି ନାହିଁ ।

ଶିଳ୍ପା ସେଟ୍ଟୀ ସଲମାନ ଖାନଙ୍କୁ କାନ୍ଦିବା ପାଇଁ ବାଧ୍ୟ କରିଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଶିଳ୍ପା ସେଟ୍ଟୀ ସଲମାନ ଖାନଙ୍କ ସହ ବାର୍ତ୍ତାଳାପ କରୁଥିବାର ଦୃଶ୍ୟ ହୋଇଛି ଏବଂ ଏହି ବର୍ତ୍ତାଳାପ ସମୟରେ ଶିଳ୍ପା ସଲମାନଙ୍କୁ ବିବାହ ସମ୍ବନ୍ଧୀୟ ପ୍ରଶ୍ନ କରିଥିଲେ ଏବଂ ପ୍ରଶ୍ନ ଶୁଣିବା ପରେ ସଲମାନ ଭାବୁକ ହୋଇ କ୍ରନ୍ଦନ କାନ୍ଦିବାକୁ ଲାଗିଥିଲେ । ଶିଳ୍ପା ସଲମାନଙ୍କୁ କଣ କହିଥିଲେ ଏହା ଜାଣିବା ପାଇଁ ଆପଣଙ୍କୁ ଭିଡ଼ିଓଟି ଦେଖିବା ପାଇଁ ପଡିବ କିନ୍ତୁ ଶିଳ୍ପାଙ୍କ ପ୍ରଶ୍ନ ଶୁଣି ସଲମାନ ଖାନ ନିଜ କୋହକୁ ସମ୍ଭାଳି ନପାରି କାନ୍ଦିବାକୁ ଲାଗିଥିଲେ ଏବଂ ଏହି ଭିଡିଓ ସଲମାନଙ୍କ ପ୍ରସଂସକ ଖୁବ୍ ପସନ୍ଦ କରିଛନ୍ତି ।

ଭିଡ଼ିଓଟିରେ ଆପଣ ଦେଖିପାରିବେ ସଲମାନ ଖାନ ନୃତ୍ୟ କରୁଛନ୍ତି ଯାହାଫଳରେ ଲୋକଙ୍କ ମନରଞ୍ଜନ ହେଉଛି । କହିବା ପାଇଁ ଚାହୁଁଛୁ ବିଗ୍ ବୋସ୍ ହାଉସର ଏହି ଭିଡିଓରେ ଶିଳ୍ପା ସେଟ୍ଟୀ ଖୁବ୍ ମସ୍ତି କରୁଥିବାର ଆପଣ ମାନେ ଦେଖି ପାରୁଥିବେ । ବିଗ୍ ବୋସ୍ ହାଉସରେ ଶିଳ୍ପାଙ୍କ ପ୍ରବେଶ ପରେ ଲୋକମାନେ ଖୁବ୍ ଖୁସି ଅଛନ୍ତି । ଶିଳ୍ପାଙ୍କ ପ୍ରସଂସକ ମଧ୍ୟ ଶିଳ୍ପାଙ୍କ ମସ୍ତି ଦେଖି ଖୁବ୍ ଖୁସି ଅଛନ୍ତି ।

ବିଗ୍ ବୋସ୍ ହାଉସର ପ୍ରତିଯୋଗୀଙ୍କ ମଧ୍ୟରେ ବର୍ତ୍ତମାନ ଦିନରେ ଅନ୍ତିମ ଦିବସର ଚିନ୍ତା ରହିଛି । ଏହି ସମୟରେ ଶିଳ୍ପା ପ୍ରତିଟି ପ୍ରତିଯୋଗୀଙ୍କୁ ଚିନ୍ତାମୁକ୍ତ ରହିବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଶିଳ୍ପା ପ୍ରତିଟି ପ୍ରତିଯୋଗୀଙ୍କୁ ଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ସ୍ୱୟଂ ଶିଳ୍ପା ମଧ୍ୟ ଯୋଗ କରୁଥିବାର ଆପଣ ମାନେ ଏହି ଭିଡ଼ିଓରେ ଦେଖି ପାରିବେ । କହିବା ପାଇଁ ଚାହୁଁଛୁ ନିକମ୍ମା ଚଳଚିତ୍ର ମାଧ୍ୟମରେ ଶିଳ୍ପା ସେଟ୍ଟୀ ଇଣ୍ଡଷ୍ଟ୍ରିରେ ନିଜର ଦ୍ଵିତୀୟ ଅଧ୍ୟାୟ ଆରମ୍ଭ କରିବେ । ଏହି ଚଳଚ୍ଚିତ୍ରଟି ଜୁନ୍ ମାସରେ ରିଲିଜ୍ ହେବ । ଏହାପରେ ଶିଳ୍ପାଙ୍କ ଅନ୍ୟ ଏକ ଚଳଚ୍ଚିତ୍ର ରିଲିଜ୍ ହେବ ।

Be the first to comment

Leave a Reply

Your email address will not be published.


*