ମାସ୍କ ଲଗାଇ ମୁମ୍ବାଇର ସଡ଼କରେ ନଜର ଆସିଲେ କାଣ୍ଟା ଲଗା ଗାର୍ଲ ଶେଫାଲୀ । ଭାଇରାଲ ହେଉଛି ଅଭିନେତ୍ରୀଙ୍କର ଫଟୋ… !

ମାସ୍କ ଲଗାଇ ମୁମ୍ବାଇର ସଡ଼କରେ ନଜର ଆସିଲେ କାଣ୍ଟା ଲଗା ଗାର୍ଲ ଶେଫାଲୀ । ଭାଇରାଲ ହେଉଛି ଅଭିନେତ୍ରୀଙ୍କର ଫଟୋ… !

ବନ୍ଧୁଗଣ କାଣ୍ଟା ଲଗା ଗୀତରେ ଲୋକପ୍ରିୟ ହୋଇଥିବା ଟିଭି ଶୋ ‘ବିଗ ବସ୍’ର ପୂର୍ବ ପ୍ରତିଯୋଗୀ ଅଭିନେତ୍ରୀ ଶେଫାଲୀ ଜାରିବାଲାଙ୍କୁ ନିକଟରେ ମୁମ୍ବାଇ ସଡ଼କରେ ନଜର ଆସିଲେ । କରୋନା ସଙ୍କଟ ସମୟରେ ଘରୁ ବାହାରି ଥିବା ଶେଫାଲୀ ଜାରିବାଲା ମାସ୍କ ଲଗାଇଥିବାର ନଜର ଆସିଲେ । ଶେଫାଲୀ ଅନ୍ଧେରିର ନେଚର୍ସ ବାସ୍କେଟ୍ ପହଞ୍ଚିଥିଲେ ।

bollywoodpapa
bollywoodpapa
bollywoodpapa

ଜଣାଇଦେଉଛୁ ଯେ ଏହି ସମୟରେ ଅଭିନେତ୍ରୀ ଧଳା ସ୍ପଟିଙ୍ଗ ସହିତ ଡ଼େନିମ୍ ଶର୍ଟ ଓ ନାଲି ରଙ୍ଗର ସ୍ରଗରେ ଷ୍ଟାଇଲିସ୍ ଦେଖା ଯାଉଥିଲେ । ଶେଫାଲୀ ଜାରିବାଲା ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଶେଫାଲୀ ଓ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ଏକ ଶିଶୁକୁ ପୋଷ୍ୟ କରିବା ନିଷ୍ପତ୍ତି ନେଇଛନ୍ତି ।

bollywoodpapa
bollywoodpapa
bollywoodpapa

ଏହାର ଖୁଲାସା ଶେଫାଲୀ ନିଜର ଏକ ଇଣ୍ଟରଭ୍ୟୁରେ କରିଥିଲେ । ଶେଫାଲୀ ସୋସିଆଲ ମିଡ଼ିଆରେ ଅଧିକ ସକ୍ରିୟ ରୁହନ୍ତି ଏବଂ ନିଜ ଫଟୋ ଓ ଭିଡ଼ିଓ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରନ୍ତି । ଶେଫାଲୀ ଗାୟକ ମିକା ସିଂହଙ୍କ ସହିତ ନଜର ଆସୁଛନ୍ତି ।

Leave a Reply

Your email address will not be published. Required fields are marked *