ଶତ୍ରୁଘନ ସିହ୍ନାଙ୍କ ପୁଅ ବହୁତ ହେଣ୍ଡସମ୍ ଅଟନ୍ତି, ଆପଣ ବି ଥରେ ନିଶ୍ଚୟ ଦେଖନ୍ତୁ ।

ଶତ୍ରୁଘନ ସିହ୍ନାଙ୍କ ପୁଅ ବହୁତ ହେଣ୍ଡସମ୍ ଅଟନ୍ତି, ଆପଣ ବି ଥରେ ନିଶ୍ଚୟ ଦେଖନ୍ତୁ ।

ଦିନେ ଏଭଳି ଏକ ସମୟ ଥିଲା, ଯେତେବେଳେ କି ଶତ୍ରୁଘନ ସିହ୍ନା ନିଜ ଦମଦାର୍ ଅଭିନୟ ଓ ଡ଼ାଏଲଗ୍ ଦ୍ୱାରା ଲୋକଙ୍କ ହୃଦୟକୁ ଜିତି ସେମାନଙ୍କ ହୃଦୟରେ ରାଜ୍ କରୁଥିଲେ । ତାଙ୍କୁ ଚାହିଁବା ବାଲା ଲକ୍ଷ-ଲକ୍ଷ ଲୋକମାନେ ଥିଲେ ଯେଉଁମାନେକି ତାଙ୍କ ଅଭିନୟକୁ ବହୁତ ପସନ୍ଦ କରୁଥିଲେ । ଆଜି ଶତ୍ରୁଘନ ସିହ୍ନା ଆଗ ଭଳି ଲୋକପ୍ରିୟ ନଥାଇ ପାରନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ଚଳଚିତ୍ର ଗୁଡ଼ିକ ଓ ତାଙ୍କ ଦମଦାର୍ ଡ଼ାଏଲଗ୍ ଗୁଡ଼ିକ ଲୋକମାନେ ପସନ୍ଦ କରନ୍ତି ।

google

ଅନେକ ଚଳଚିତ୍ରରେ କାମ କରିଥିବା ଶତ୍ରୁଘନ ସିହ୍ନା ଏବେ ରାଜନୀତି ରେ ସକ୍ରିୟ ଅଛନ୍ତି । ତାଙ୍କ ଝିଅ ସନାକ୍ଷି ସିହ୍ନା ବାପାଙ୍କ ରାସ୍ତା ଚୟନ କରି ଅଭିନୟ କରୁଛନ୍ତି । ଯିଏକି ବହୁତ ନାମ ଅର୍ଜନ କରିସାରିଲେଣି । ସନାକ୍ଷି ସିହ୍ନା ନିଜ କ୍ୟାରିଅରରେ ଅନେକ ହିଟ୍ ଚଳଚିତ୍ର କରିଛନ୍ତି । ନିଜ ଦମଦାର୍ ଅଭିନୟ ଯୋଗୁଁ ସେ ଅନେକ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଶତ୍ରୁଘନ ସିହ୍ନାଙ୍କ ଦୁଇଟି ପୁଅ ଅଛନ୍ତି ଯାହାଙ୍କ ନାମ ହେଉଛି ଲବ ଓ କୁଶ । ଆଜି ଆମେ ଲବ ସିହ୍ନାଙ୍କ ବିଷୟରେ କହିବାକୁ ଯାଉଛୁ ।

google

ଲବ ସିହ୍ନାଙ୍କ ବୟସ ୩୪ ବର୍ଷ ଅଟେ । ବହୁତ କମ ଲୋକ ହିଁ ତାଙ୍କ ବିଷୟରେ ଜାଣିଥିବେ କି, ସେ ବୋଲିଉଡ଼ରେ ସକ୍ରିୟ ଅଛନ୍ତି । ଲବକୁ ଛୋଟ ବେଳରୁ ଅଭିନୟ କରିବାକୁ ବହୁତ ପସନ୍ଦ ଥିଲା । ସେ ବୋଲିଉଡ଼ରେ ଡେବ୍ୟୁ ଚଳଚିତ୍ର ସାଦିଆରେ କରିଥିଲେ । ଏହି ଚଳଚିତ୍ର ବହୁତ ହିଟ୍ ହୋଇନଥିଲା କିନ୍ତୁ ତାଙ୍କ ଅଭିନୟକୁ ପ୍ରଶଂସା ଯୋଗ୍ୟ । ଲବ ଏବେ ପର୍ଯ୍ୟନ୍ତ କେବଳ ଗୋଟିଏ ବୋଲିଉଡ଼ ଚଳଚିତ୍ର କରିଛନ୍ତି । କିନ୍ତୁ ଅଭିନୟ ମାମଲାରେ ସେ କାହାଠାରୁ କମ୍ ନୁହଁନ୍ତି । ସେ ଦେଖିବାକୁ ବହୁତ ହେଣ୍ଡସମ୍ ଅଟନ୍ତି ।

google

Leave a Reply

Your email address will not be published. Required fields are marked *