ଶାହରୁଖ ଖାନଙ୍କ ବଡ ଶତ୍ରୁ ହେଉଛନ୍ତି ଏହି ଷ୍ଟାର । ବର୍ତ୍ତମାନ ବାପାଙ୍କ ଶତ୍ରୁଙ୍କ ପ୍ରେମରେ ପଡିଯାଇଛନ୍ତି ଝିଅ ସୁହାନା ଖାନ୍ !

ଶାହରୁଖ ଖାନଙ୍କ ବଡ ଶତ୍ରୁ ହେଉଛନ୍ତି ଏହି ଷ୍ଟାର । ବର୍ତ୍ତମାନ ବାପାଙ୍କ ଶତ୍ରୁଙ୍କ ପ୍ରେମରେ ପଡିଯାଇଛନ୍ତି ଝିଅ ସୁହାନା ଖାନ୍ !

ଶାହରୁଖ ଖାନଙ୍କ ଝିଅ ସୁହାନା, ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଓ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏହି ଷ୍ଟାର କିଡ୍ସ କୋଣସି ନା କୋଣସି କାରଣରୁ ଚର୍ଚ୍ଚିତ ରହିଥାନ୍ତି । ଜାହ୍ନବୀ ନିଜ ମାଆ’ଙ୍କ ନିଧନ ପରେ ଯେଉଁଠି ନିଜର ଡେବ୍ୟୁ ଫିଲ୍ମକୁ ନେଇ ଚର୍ଚ୍ଚିତ ଥାଆନ୍ତି ତ ସେଠାରେ ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ୍ ଏହି ଦିନରେ ନିଜର ବୋଲ୍ଡ ଫୋଟ କିମ୍ବା ଆଇପିଏଲ ମଞ୍ଚରେ ନିଜର ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଏହା ମଧ୍ୟରେ ଏକ ଖବର ଏହି ଦିନରେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଖବର ସୁହାନା ଖାନକୁ ନେଇ ହୋଇଛି । ରେପୋର୍ଟ ମୁତାବକ ସୁହାନା ଖାନ୍ ସାହିଦ୍ କପୂରଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି । ଆଜ୍ଞା ହଁ, ଏହି କଥା ବିଲକୁଲ୍ ସତ ଅଟେ । ସୁହାନା ଖାନ୍ ସାହିଦ କପୂରଙ୍କୁ ସମୟ ଦେବାକୁ ଚାହୁଁଛନ୍ତି ଯିଏ ତାଙ୍କ ବାପାଙ୍କ ଶତ୍ରୁ ଅଟନ୍ତି ।

newstrend

ସେଲିବ୍ରିଟି କିଡ୍ସ ମାନଙ୍କ ମଧ୍ୟରୁ ସୁହାନା ଏହି ଦିନରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ୍ ଏପରି ମଧ୍ୟ କିଛି ଫୋଟକୁ ନେଇ ବହୁତ ଚର୍ଚ୍ଚାରେ ରୁହନ୍ତି । ଏହା ମଧ୍ୟରେ ଏପରି ଖବର ଆସିଲା କି ସୁହାନା ଖାନ୍ ନିଜଠାରୁ ବୟସରେ ଦୁଇ ଗୁଣ ବଡ କଳାକାର ସାହିଦ୍ କପୂରଙ୍କୁ ସମୟ ଦେବାକୁ ଚାହାନ୍ତି । ସୁହାନା ଖାନ୍ ସାହିଦ୍ କପୂରଙ୍କୁ ସମୟ ଦେବାକୁ ଚାହାନ୍ତି । ଏହା ଶୁଣିଲେ ଯିଏ ମଧ୍ୟ ବ୍ୟସ୍ତ ହୋଇଯିବ । ଏହି କଥାର ଖୁଲାସା ଏକ ନିବ୍ସ ୱେବସାଇଡରେ କରିଛନ୍ତି ।

newstrend

ଏକ ଇଣ୍ଟରଭ୍ୟୁରେ ସୁହାନା ଖାନ୍ ଜଣାଇଲେ କି ବଲିଉଡର ଏକ ଅଭିନେତାକୁ ସେ ବହୁତ ପସନ୍ଦ କରନ୍ତି । ସେହି ଅଭିନେତା ଆଉ କେହି ନୁହେଁ ସିଏ ବଲିଉଡରେ ନିଜର ସୁନ୍ଦରତା ଓ ବୋଲ୍ଡ ଫୋଟକୁ ନେଇ ଚର୍ଚ୍ଚିତ ଥିବା ସାହିଦ୍ କପୂର ଅଟନ୍ତି । ବର୍ତ୍ତମାନ ଏହି କଥା ଆମ ସମସ୍ତଙ୍କୁ ଜଣାଅଛି କି ସାହିଦ୍ କପୂର ବାହା ହୋଇସାରିଛନ୍ତି, କିନ୍ତୁ ଏହାପରେ ମଧ୍ୟ ତାଙ୍କୁ ନେଇ ଝିଅ ମାନଙ୍କର ପ୍ରେମ କମ୍ ହେଉନାହିଁ । ସୁହାନା ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ।

newstrend

ସୁହାନା ସାହିଦଙ୍କୁ ପସନ୍ଦ କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ, ସାହିଦ୍ କପୂର ଓ ଶାହରୁଖଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରାକୁ ନେଇ ଅଳ୍ପ ବହୁତ ମନ ମତାନ୍ତର ହୋଇଛି । ଆପଣଂକୁ ଜଣାଇଦେଉଛୁ କି ଏକ ସମୟ ଥିଲା କି ପ୍ରିୟଙ୍କା ଓ ଶାହରୁଖଙ୍କ ସମ୍ପର୍କକୁ ନେଇ ମିଡିଆରେ ଚର୍ଚ୍ଚା ହେଉଥିଲା । ଏହା ପରେ ଦୁହେଁ ଅଲଗା ହୋଇଥିଲେ । ପୁଣି ପ୍ରିୟଙ୍କାଙ୍କ ଜୀବନରେ ସାହିଦ୍ ଆସିଥିଲେ । ଦୁହିଁଙ୍କ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା । ଏହାପରେ ସାହିଦଙ୍କୁ ପ୍ରିୟଙ୍କାଙ୍କ ଘରେ ଦେଖବାକୁ ମିଳିଲା ।

newstrend

ଏହି କଥାକୁ ନେଇ ସାହିଦ୍ କପୂର ଓ ଶାହରୁଖଙ୍କ ମଧ୍ୟରେ ଅଳ୍ପ ବହୁତ ମନ ମତାନ୍ତର ହୋଇଛି । ଦୁହିଁଙ୍କ ମଧ୍ୟରେ ଥିବା ଏହି ମନ ମତାନ୍ତର କେବେ ମିଡ଼ିଆ ସାମ୍ନାରେ ଆସି ନାହିଁ । କାରଣ, ଦୁହିଁଙ୍କୁ ବହୁତ ଥର ଆୱାର୍ଡ ଶୋ’ରେ ହୋଷ୍ଟ କରିଥିବା ଦେଖିବାକୁ ମିଳିଛି । ସୁହାନା ଖାନ୍ ବହୁତ ସୁନ୍ଦର ଅଟନ୍ତି ଓ ସେ ବହୁତ ଶୀଘ୍ର ବଲିଉଡରେ ନିଜର ଡେବ୍ୟୁ କରିପାରନ୍ତି । ଆପଣଂକୁ ଜଣେଇଦେଉଛୁ କି ସୁହାନଙ୍କ ବାପା ବା ଶାହରୁଖ ଖାନ୍ କୋଲକାତା ଟିମର ମାଲିକ ଅଟନ୍ତି । ସୁହାନାଙ୍କୁ ତାଙ୍କ ବାପା ଶାହରୁଖ ଖାନ୍ ସହ ଆଇପିଏଲ ମ୍ୟାଚ୍ ଦେଖିବାର ଆପଣମାନେ ଦେଖିଥିବେ । ଖବର ମୁତାବକ ସୁହାନା ବଲିଉଡରେ ବହୁତ ଶୀଘ୍ର ଏଣ୍ଟ୍ରି କରିବେ ।

Leave a Reply

Your email address will not be published. Required fields are marked *