“ବିଗ୍ ବୋସ୍”ରେ ସବୁବେଳେ କ୍ୟୁଟ୍ ଦେଖାଯାଉଥିବା ଶହନାଜ ବର୍ତ୍ତମାନ ହୋଇଯାଇଛନ୍ତି ବହୁତ ହଟ୍ । ଖଟରେ ଶୋଇ ଦେଉଛନ୍ତି ଆକର୍ଷକ ପୋଜ୍ !

“ବିଗ୍ ବୋସ୍”ରେ ସବୁବେଳେ କ୍ୟୁଟ୍ ଦେଖାଯାଉଥିବା ଶହନାଜ ବର୍ତ୍ତମାନ ହୋଇଯାଇଛନ୍ତି ବହୁତ ହଟ୍ । ଖଟରେ ଶୋଇ ଦେଉଛନ୍ତି ଆକର୍ଷକ ପୋଜ୍ !

“ବିଗ୍ ବୋସ୍ ୧୩”କୁ ଶେଷ ହୋଇ ୬ ମାସରୁ ଅଧିକ ହୋଇଯାଇଛି କିନ୍ତୁ ଏହା ସତ୍ତ୍ୱେ ଏହି ଶୋ’ରେ ଆସିଥିବା ପ୍ରତିଯୋଗୀ ମାନେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାର ବିଷୟ ପାଲଟି ଯାଆନ୍ତି । “ବିଗ୍ ବୋସ୍”ର ୧୩ତମ ସିଜନ୍ ସିଦ୍ଧାର୍ଥ ଶୁକ୍ଳା ଜିତିଥିଲେ କିନ୍ତୁ ଦର୍ଶକଙ୍କ ହୃଦୟ ଜିଣିଥିଲେ ଶହନାଜ କୌର ଗିଲ୍ । ନିଜକୁ ପଞ୍ଜାବୀ କ୍ୟାଟ୍ରିନା କୈଫ କହୁଥିବା ଶହନାଜ ୟୁଏସପି ତାଙ୍କ କ୍ୟୁଟନେସ୍ ଅଟେ । ସେ ଅଧିକାଂଶ ସମୟରେ ନିଜର ସୁନ୍ଦର ସୁନ୍ଦର କଥା ଓ ଚୁଲବୁଲି ବ୍ୟବହାର ଯୋଗୁଁ ଲୋକଙ୍କ ହୃଦୟରେ ସ୍ଥାନ ଅଧିକାର କରିଛନ୍ତି । “ବିଗ୍ ବୋସ୍”ରେ ତାଙ୍କୁ ସିଦ୍ଧାର୍ଥ ଶୁକ୍ଳା ଓ ପାରସ୍ ଛାବଡ଼ାଙ୍କ ସହ ନିକଟ ସମ୍ପର୍କରେ ଦେଖାଯାଇଥିଲେ ।

କ୍ୟୁଟ୍ ଠାରୁ ହଟ୍ ହେଲେ ଶହନାଜ

google

ଶହନାଜଙ୍କ ପ୍ରକୃତି ଏପରି ଯେ ସମସ୍ତଙ୍କୁ ନିଜର କରିନିଅନ୍ତି । ସେହିପରି ସବୁବେଳେ ଲୋକଙ୍କ ସମ୍ମୁଖରେ କ୍ୟୁଟ୍ ନଜର ଆସୁଥିବା ଶହନାଜ ଗିଲ୍ ବର୍ତ୍ତମାନ ବହୁତ ଆକର୍ଷକ ଓ ମନମୋହକ ଲାଗୁଛନ୍ତି । ବାସ୍ତବରେ ସୋସିଆଲ ମିଡ଼ିଆରେ ଶହନାଜଙ୍କ କିଛି ଫଟୋ ଭାଇରାଲ ହେଉଛି ।

ତାଙ୍କ ଆକର୍ଷକ ଶୈଳୀ ଉଡାଇଲା ସମସ୍ତଙ୍କ ହୋଶ୍

newstrend

ଏହି ଭାଇରାଲ ଫଟୋରେ ଶହନାଜ ଖଟରେ ଶୋଇ ଥିବାର ଦେଖାଯାଉଛନ୍ତି । ଏହି ସମୟରେ ସେ ନିଜ ଉପରେ ଏକ ଚାଦର ମଧ୍ୟ ପକାଇଛନ୍ତି । ଏହା ସହିତ ସେ କ୍ୟାମେରା ଆଡ଼କୁ ଦେଖି ବଡ଼ ଆକର୍ଷକ ପୋଜ୍ ଦେଉଛନ୍ତି । ଏହା ବୋଧହୁଏ ପ୍ରଥମ ଥର ହେବ ଯେତେବେଳେ ଶହନାଜ କ୍ୟୁଟ୍ କମ୍ ଓ କାମୁକ ଅଧିକ ଦେଖାଯାଉଛନ୍ତି ।

ଫ୍ୟାନ୍ସ ମାନେ ହେଲେ ଦିୱାନା

newstrend

ଶହନାଜଙ୍କ ଏହି ଲେଟେଷ୍ଟ ଫଟୋସୁଟ୍ ଇଣ୍ଟରନେଟରେ ଜୋରଦାର ଭାଇରାଲ ଓ ଚର୍ଚ୍ଚାର ବିଷୟ ପାଲଟିଛି । ବିଶେଷ କରି ଏମାନଙ୍କ ଫ୍ୟାନ୍ସ ନିଜ ପ୍ରିୟ ଅଭିନେତ୍ରୀଙ୍କୁ ଏହି ରୂପରେ ଦେଖି ଦିୱାନା ହୋଇଯାଉଛନ୍ତି । କମେଣ୍ଟ ସେକ୍ସନରେ ଶହନାଜଙ୍କ ଫ୍ୟାନ୍ସ ମାନେ ତାଙ୍କ ପ୍ରଶଂସା କରୁଛନ୍ତି ।

ଫଟୋ ହେଉଛି ଭାଇରଲ

newstrend

ଶହନାଜଙ୍କ ଆକର୍ଷକ ଶୈଳୀରେ ଫଟୋ ଉଠାଇବା ଲୋକଙ୍କୁ ଏତେ ଭଲ ଲାଗିଲା ଯେ ସେମାନେ ଶହନାଜଙ୍କ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଲେ ଏବଂ ମିଡ଼ିଆରେ ମଧ୍ୟ ଶହନାଜଙ୍କ ଏହି ଫଟୋ ଗୁଡ଼ିକ ବିଷୟରେ ଚର୍ଚ୍ଚା ହେଉଛି ।

“ବିଗ୍ ବୋସ୍” ପରେ ମ୍ୟୁଜିକ୍ ଭିଡ଼ିଓରେ କଲେ ଅଭିନୟ ।

newstrend

ବିଗ୍ ବୋସ୍ ଶେଷ ହେବା ପୂର୍ବରୁ ଶହନାଜ ନିଜର ଏକ ରିଏଲିଟି ଶୋ ‘ମୁଝ ସେ ଶାଦୀ କରୋଗେ’ ମିଳିଯାଇଥିଲା । ଏହି ଶୋ’ରେ ତାଙ୍କ ସହିତ ପାରସ୍ ଛାବଡ଼ା ମଧ୍ୟ ଥିଲେ । ଶୋ’ରେ ଅନେକ ପୁଅ ମାନେ ଶହନାଜଙ୍କ ହୃଦୟ ଜିଣିବା ପାଇଁ ଚେଷ୍ଟା କରୁଥିଲେ । ଯଦିଓ ଏହି ଶୋ ଦର୍ଶକଙ୍କୁ ସେତିକି ପସନ୍ଦ ଆସିନଥିଲା । ଏହା ଭିତରେ କରୋନା ପ୍ରକୋପକୁ ଲକ୍ଷ୍ୟ କରି ମେକର୍ସ ମାନେ ଶୋ’କୁ ଖୁବଶୀଘ୍ର ଶେଷ କରିଦେଲେ । ରିଏଲିଟି ଶୋ ବ୍ୟତୀତ ଶହନାଜ ମ୍ୟୁଜିକ୍ ଭିଡ଼ିଓ ମଧ୍ୟ କରୁଛନ୍ତି । ନିକଟରେ ୧୭ ଜୁଲାଇରେ ତାଙ୍କର ଟୋନି କକ୍କଡ଼ଙ୍କ ସହିତ କୁର୍ତ୍ତା ପଜାମା ଗୀତ ଆସିଥିଲା । ଏହା ବ୍ୟତୀତ ସେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ଦର୍ଶନ ରାବଲଙ୍କ ମ୍ୟୁଜିକ୍ ଭିଡ଼ିଓ ‘ଭୁଲା ଦୁଙ୍ଗା’ରେ ନଜର ଆସିଥିଲେ।

Leave a Reply

Your email address will not be published. Required fields are marked *