ଧୋନୀଙ୍କ ଏହି ନାରୀ ବାନ୍ଧବୀଙ୍କ ଫୋଟ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ଧୋନୀଙ୍କ ଏହି ନାରୀ ବାନ୍ଧବୀଙ୍କ ଫୋଟ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

୨ ବର୍ଷ ପର୍ଯ୍ୟନ୍ତ ମହେନ୍ଦ୍ର ସିଂହ ଧୋନୀ ଏହି ଯୁବତୀଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ । ଦେଖନ୍ତୁ ଯୁବତୀଙ୍କ ସୁନ୍ଦର ଫୋଟ ।

କ୍ରିକେଟ ଲୋକଙ୍କ ପସନ୍ଦିୟ ଖେଳ ପାଲଟି ଯାଇଛି । ପ୍ରତିଟି ବ୍ୟକ୍ତି କ୍ରିକେଟ ଖେଳିବା ଏବଂ ଦେଖିବା ପସନ୍ଦ କରୁଛନ୍ତି । ଆବାଳ ବୃଦ୍ଧ ବନିତା ସମସ୍ତେ କ୍ରିକେଟ ଖେଳକୁ ମନଭରି ଉପଭୋଗ କରୁଛନ୍ତି । ଯେତେବେଳେ କ୍ରିକେଟର ବିଷୟ ଚର୍ଚ୍ଚା ହୋଇଥାଏ ସେହି ସମୟରେ ଭାରତୀୟ ପୁରୁଷ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଚର୍ଚ୍ଚା ନିଶ୍ଚିତ ହୋଇଥାଏ ।

ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଧୋନୀ ନିଜ ବ୍ୟାଟିଂ ଏବଂ କ୍ଷେତ୍ର ରକ୍ଷଣ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ମାନ୍ୟତା ରହିଛି ପ୍ରତିଟି ସଫଳ ବ୍ୟକ୍ତିଙ୍କ ପଛରେ ନାରୀଙ୍କ ହାତ ରହିଥାଏ କିନ୍ତୁ ଭାରତୀୟ କ୍ରିକେଟ ଜଗତର କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ନିଜ ଖେଳ ମାଧ୍ୟମରେ ଜୀବନରେ ସଫଳ ହୋଇପାରିଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଜଗତରେ ସଫଳ ହୋଇପାରିଛନ୍ତି ସତ କିନ୍ତୁ ନିଜ ପ୍ରେମ ଦୁନିଆରେ ସଫଳତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ଧୋନୀଙ୍କ ନିଜସ୍ୱ ଜୀବନ ଉପରେ ଆଧାରିତ ଚଳଚିତ୍ର ଧୋନୀ ଦା ଅନ ଟୋଲଡ଼ ଷ୍ଟୋରିରେ ଧୋନୀଙ୍କ ପୁର୍ବତନ ନାରୀ ବାନ୍ଧବୀଙ୍କ ବିଷୟରେ ଚଳଚିତ୍ରରେ ଦର୍ଶାଯାଇଛି କିନ୍ତୁ ପରବର୍ତୀ ମୁହୂର୍ତ୍ତରେ ଧୋନୀଙ୍କ ସେହି ବାନ୍ଧବୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି ।

ଧୋନୀଙ୍କ ବାନ୍ଧବୀଙ୍କ ମୃତ୍ୟୁ ପରେ ହୋଟେଲ ମ୍ୟାନେଜମେଣ୍ଟରେ କାର୍ଯ୍ୟକରୁଥିବା ସାକ୍ଷୀ ସିଂହଙ୍କ ସହ ମହେନ୍ଦ୍ର ସିଂହ ଧୋନୀଙ୍କ ବନ୍ଧୁତା ହୋଇଯାଇଥିଲା । ମହେନ୍ଦ୍ର ସିଂହ ଧୋନୀ ସାକ୍ଷୀଙ୍କ ସହ ଲଗାତାର ଦୁଇ ବର୍ଷ ପର୍ଯ୍ୟନ୍ତ ଡେଟିଂ କରୁଥିଲେ ଏବଂ ପରେ କିଛି ବର୍ଷ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ଧୋନୀ ଏବଂ ସାକ୍ଷୀଙ୍କ ମଧ୍ୟରେ ୮ ବର୍ଷର ବୟସ ଅନ୍ତରାଳ ରହିଛି । ପୂର୍ବରୁ ଧୋନୀ ଯେଉଁ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ସେହି ବିଦ୍ୟାଳୟରେ ସାକ୍ଷୀ ମଧ୍ୟ ନିଜର ଶିକ୍ଷା ପ୍ରାରମ୍ଭ କରିଥିଲେ । ଯେହେତୁ ଦୁହିଁଙ୍କ ମଧ୍ୟରେ ୮ ବର୍ଷର ବୟସ ଅନ୍ତରାଳ ରହିଛି ସେହି କାରଣରୁ ଦୁହେଁ ପୂର୍ବରୁ ବିଦ୍ୟାଳୟରେ ପରସ୍ପରକୁ ଭେଟି ନଥିଲେ ।

ମହେନ୍ଦ୍ର ସିଂହ ଧୋନୀ ଏବଂ ସାକ୍ଷୀଙ୍କ ଏକ କନ୍ୟା ରହିଛି ଯାହାଙ୍କ ନାମ ହେଉଛି ଜୀଭା ଧୋନୀ । ଜୀଭା ସମ୍ପୂର୍ଣ୍ଣ ଭାରତୀୟ କ୍ରିକେଟ ଜଗତର ଜଣେ ପରିଚିତ ଶିଶୁ ଅଟନ୍ତି ।

ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଧୋନୀ ଆଇପିଏଲ କ୍ରିକେଟରେ ଚେନ୍ନାଇ ସୁପର କିଙ୍ଗ ତରଫରୁ କ୍ରିକେଟ ଖେଳନ୍ତି ଏବଂ ଧୋନି ନିଜ ଦାୟିତ୍ୱ ସଠିକ ରୂପରେ ମଧ୍ୟ ପାଳନ କରନ୍ତି । ନିଜ ପରିବାରକୁ ସମୟ ଦେବା ସହ କ୍ରିକେଟ ପ୍ରତି ମଧ୍ୟ ସଠିକ ରୂପରେ ନିଜର କାର୍ଯ୍ୟ ସମ୍ପାଦନ କରନ୍ତି ମହେନ୍ଦ୍ର ସିଂହ ଧୋନୀ ।

Leave a Reply

Your email address will not be published. Required fields are marked *