ବିବାହର ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ସାନିଆ ମିର୍ଜା ! ଯଦି ସୋହେବଙ୍କ ସହ ବିବାହ ହୋଇନଥାନ୍ତା ତେବେ…

ବିବାହର ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ପାଗଳ ଥିଲେ ସାନିଆ ମିର୍ଜା ! ଯଦି ସୋହେବଙ୍କ ସହ ବିବାହ ହୋଇନଥାନ୍ତା ତେବେ…

ସାନିଆ ମିର୍ଜା ହେଉଛନ୍ତି ଆମ ଭାରତର ଜଣେ ବିଶିଷ୍ଟ କ୍ରୀଡ଼ାବିତ । ତାଙ୍କ ନାମ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ବହୁତ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ସାନିଆ ମିର୍ଜା ଜଣେ ଭଲ କ୍ରୀଡାବିତ ହେବା ସହ ଜଣେ ଆକର୍ଷଣୀୟ ମହିଳା ମଧ୍ୟ ଅଟନ୍ତି । ସେ ତାଙ୍କ ଖେଳ ଓ ଷ୍ଟାଇଲସ୍ ଲୁକ୍ ପାଇଁ ମଧ୍ୟ ଜଣାଯାଆନ୍ତି । ସାନିଆଙ୍କ ଜନ୍ମ ୨୫ ନଭେମ୍ବର ୧୯୮୬ ମସିହାରେ ମୁମ୍ବାଇ ଠାରେ ହୋଇଥିଲା । ସାନିଆ ଟେନିସ୍ ଖେଳାଳୀ ହୋଇଥିଲେ ମଧ୍ୟ ସେ ଜଣେ ଭଲ ସ୍ୱିମର ମଧ୍ୟ ଅଟନ୍ତି । ତାଙ୍କ ବିଷୟରେ ଏତିକି କହିଲେ ମଧ୍ୟ ସରେନାହିଁ, କାରଣ ସେ ତେଲେଙ୍ଗାନା ରାଜ୍ୟର ବ୍ରାଣ୍ଡ ଅମ୍ବାସିଡର ମଧ୍ୟ ଅଟନ୍ତି । ସାନିଆ ମିର୍ଜାଙ୍କ ନାମ ମଧ୍ୟ ଭାରତୀୟ ଷ୍ଟାଇଲିସ୍ ଓ ଆକର୍ଷଣୟ ଖେଳାଳିଙ୍କ ମଧ୍ୟରେ ଚର୍ଚ୍ଚାରେ ରୁହେ । ଯେପରିକି ଆପଣମାନେ ଜାଣିଥିବେ ସାନିଆ ମିର୍ଜା ପାକିସ୍ତାନୀ କ୍ରିକେଟର ସୋହେବ ମଲ୍ଲିକଙ୍କ ସହ ଵିଵାହ ବନ୍ଧନରେ ବାନ୍ଧି ହୋଇ ଏକ ସୁନ୍ଦର ଜୀବନ ଯାପନ କରୁଛନ୍ତି । ଆପଣ କଣ ଜାଣିଛନ୍ତି କି ଯଦି ସାନିଆ ମିର୍ଜା ସୋହେବ ମଲ୍ଲିକଙ୍କ ସହ ବାହାଘର ହୋଇନଥାନ୍ତା ତେବେ କାହାସହ ହୋଇଥାନ୍ତା ।

newstrend

ତେବେ ଏହି ବିଷୟରେ ଆଜି ମଏ ଆପଣଙ୍କୁ କହିବୁ, ସାନିଆ ଏକ ଇଣ୍ଟରଭ୍ୟୁରେ କହିଛନ୍ତିକି ତାଙ୍କ ବାହାଘର ଯଦି ସୋହେବଙ୍କ ସହ ହୋଇନଥାନ୍ତା ତେବେ ସେ ବଲିଉଡ଼ ଅଭିନେତା ରଣବିର କପୁରଙ୍କୁ ବହାହେବାକୁ ପସନ୍ଦ କରିଥାନ୍ତେ ।

newstrend

ଅପଣ କଣ ଜାଣିଛନ୍ତି କି ବଲିଉଡ଼ ଅଭିନେତା ସହିଦ୍ କପୁର ଓ ସାନିଆ ମିର୍ଜା ଦୁହେଁ ଦୁଂହେଙ୍କୁ ଭଲପାଉଥିଲେ । କଥା ଏହି ଦିନର ଯେବେ ସହିଦ୍ କପୁର ଓ ସାନିଆଙ୍କ ବାହାଘର ହୋଇନଥିଲା । ଫିଲ୍ମ ନିର୍ମାଣକର୍ତ୍ତା କରନ୍ ଜୋହାର ତାଙ୍କଘରେ ପାର୍ଟିକୁ ସାହିଦ୍ କପୁର ଓ ସାନିଆଙ୍କୁ ଆମନ୍ତ୍ରଣ କରିଥିଲେ । ସେହି ପାର୍ଟିରେ ଦୁହେଁଙ୍କ ସାକ୍ଷାତ ହୋଇଥିଲା ଓ ଦୁହେଁ ବହୁତ ନିକଟତର ହେବାକୁ ଲାଗିଲେ । ସହିଦ୍ ବହୁତ ଥର ମଧ୍ୟ ସାନିଆଙ୍କୁ ଡେଟ୍ କରିଛନ୍ତି ।

newstrend

କିଛିଦିନ ପରେ ସାହିଦ୍ ଓ କରିନାଙ୍କ ଅଫଏୟାର ଘଟଣା ଚର୍ଚ୍ଚାକୁ ଆସିବା ଦ୍ବାରା ସାନିଆ ଓ ସାହିଦ ବ୍ରେକ୍ଅପ୍ କରିଦେଲେ । ବ୍ରେକଅପ୍ ହେବା ପରେ ତୁରନ୍ତ କରିନା ଓ ସାହିଦ୍ ରିଲେସନରେ ଆସିଥିଲେ କିନ୍ତୁ ତାଙ୍କର ଏହି ରିଲେସନ ବେସିଦିନ ଚାଲିନଥିଲା ପରେ ସେ ବ୍ରେକ୍ଅପ୍ କରିଥିଲେ । ବହୁତ କଷ୍ଟ ପରେ ସାହିଦଙ୍କ ବାହାଘର ମୀରା ରାଜପୁତଙ୍କ ସହ ହେଲା ।ଜାଣିଛନ୍ତି କି ସାହିଦଙ୍କ ଅଫଏୟାର ବଲିଉଡ ଅଭିନେତ୍ରୀଙ୍କ ସହହେବା ବହୁତ ଲୋକ ଜାଣିଥିବେ କିନ୍ତୁ ସାନିଆଙ୍କ ଅଫଏୟାର ସମ୍ପର୍କରେ କମ୍ ରୁ କମ୍ ଲୋକ ଜାଣନ୍ତି । ସାନିଆଙ୍କ ବ୍ରେକଅପ୍ ସାହିଦଙ୍କ ସହ ହେବାପରେ କେବେ ମଧ୍ୟ ସାହିଦ୍ ଓ ସାନିଆ ପରସ୍ପରଙ୍କ ସହ କଥା ହୋଇନାହାନ୍ତି ।

Leave a Reply

Your email address will not be published. Required fields are marked *