କୈଟ୍ରିନା କୈଫଙ୍କ ଉପରେ ରାଗି ଯାଇଥିଲେ ସଲମାନ ଖାନ୍ । ସମସ୍ତଙ୍କ ସାମ୍ନାରେ ମାରିଥିଲେ ଚାପୁଡ଼ା ! କାରଣ କଣ ଜାଣନ୍ତୁ..

କୈଟ୍ରିନା କୈଫଙ୍କ ଉପରେ ରାଗି ଯାଇଥିଲେ ସଲମାନ ଖାନ୍ । ସମସ୍ତଙ୍କ ସାମ୍ନାରେ ମାରିଥିଲେ ଚାପୁଡ଼ା ! କାରଣ କଣ ଜାଣନ୍ତୁ..

ବଲିଉଡ଼ର ଟୋପ୍ ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ ହୋଇଥିବା କୈଟ୍ରିନା କୈଫ ଆଜି ନିଜର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି । କୈଟ୍ରିନା ବଲିଉଡ଼ରେ ଅନେକ ଫିଲ୍ମରେ କାମ କରିଛନ୍ତି । ଯେଉଁ କାରଣରୁ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ରାଜ କରନ୍ତି । କୈଟ୍ରିନା ବଲିଉଡ଼ରେ ଫିଲ୍ମ ‘ ବୂମ୍ ‘ରୁ ଡେବ୍ୟୁ କରିଥିଲେ । ଏହି ଅଭିନେତ୍ରୀଙ୍କ ପ୍ରଥମ ଫିଲ୍ମ ବେଶ୍ କମାଲ କରି ପାରିନଥିଲା କିନ୍ତୁ ବଲିଉଡ଼ରେ କୈଟ୍ରିନା କୈଫ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ରହିଛନ୍ତି । ଯେଉଁ କାରଣରୁ କୈଟ୍ରିନା କୈଫ ସବୁବେଳେ ଚର୍ଚ୍ଚାରେ ରହନ୍ତି କିନ୍ତୁ ଅଭିନେତ୍ରୀ ନିଜର ରିଲେସନସିପ୍ କାରଣରୁ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । କୈଟ୍ରିନା କୈଫ ବଲିଉଡ଼ର ଦବଙ୍ଗ ସଲମାନ ଖାନଙ୍କ ସହିତ ରିଲେସନସିପ୍ ରହି ଖୁବ୍ ବିବାଦରେରେ ରହୁଥିଲେ । ଏପରି କୁହାଯାଇଛି ଯେ ସଲମାନ ଥରେ କୈଟ୍ରିନାଙ୍କ ଉପରକୁ ସମସ୍ତଙ୍କ ସମ୍ନାରେ ହାତ ଉଠାଇ ଦେଇଥିଲେ କିନ୍ତୁ ଏହା କେବେ ହୋଇଥିଲା ତାହା ଆମେ ଆପଣଙ୍କୁ କହିବୁ ।

google

ଫିଲ୍ମ ‘ ବୂମ୍ ‘ ଫ୍ଲୋପ୍ ହେବାପରେ କୈଟ୍ରିନା କୈଫଙ୍କ ସାକ୍ଷାତ ସଲମାନ ଖାନଙ୍କ ସହିତ ହୋଇଥିଲା । ସଲମାନ ଖାନ୍ କୈଟ୍ରିନା କୈଫଙ୍କୁ ନିଜ ଫିଲ୍ମ ‘ ମେନେ ପ୍ୟାର କ୍ୟୁ କିୟା ‘ରେ ହିରୋଇନ୍ ଭାବରେ ନେଇଥିଲେ । ଏହି ଫିଲ୍ମରେ କୈଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଥିଲେ କିନ୍ତୁ କୈଟ୍ରିନାଙ୍କ ରୋଲ ଖୁବ୍ ମହତ୍ୱପୂର୍ଣ୍ଣ ଥିଲା । ଏହି ଫିଲ୍ମ ଦ୍ଵାରା କୈଟ୍ରିନା କୈଫ ଏବଂ ସଲମାନ ଖାନଙ୍କର ଲଭଲାଇଫ ଆରମ୍ଭ ହୋଇଯାଇଥିଲା । ମିଡିଆର ଖବରରେ ଦୁହେଁ ଖୁବ୍ ଚର୍ଚ୍ଚାରେ ରହିଥିଲେ । ସେତେବେଳେ କୁହାଯାଉଥିଲା ଯେ ଖୁବଶୀଘ୍ର କୈଟ୍ରିନା କୈଫ ଏବଂ ସଲମାନ ଖାନ୍ ବିବାହ କରିବେ କିନ୍ତୁ ଏହି ସମୟରେ କୈଟ୍ରିନା କୈଫ ଅକ୍ଷୟ କୁମାରଙ୍କ ସହିତ ‘ ହମକୋ ଦୀୱାନା କର ଗୟେ ‘, ‘ ନମସ୍ତେ ଲଣ୍ଡନ ‘ ଏବଂ ‘ ସିଂଙ୍ଗ ଇଜ୍ କିଙ୍ଗ ‘ ଭଳି ହିଟ୍ ଫିଲ୍ମରେ କାମ କରିଥିଲେ । ଯାହା ସଲମାନ ଖାନଙ୍କୁ ପସନ୍ଦ ଆସିନଥିଲା ।

google

ସେତେବେଳେ କୈଟ୍ରିନା କୈଫ ଏବଂ ଅକ୍ଷୟ କୁମାରଙ୍କ ବନ୍ଧୁତା ମଧ୍ୟ ଲାଇମଲାଇଟକୁ ଆସିଯାଇଥିଲା କିନ୍ତୁ ଏହି ବନ୍ଧୁତ୍ଵ ସଲମାନ ଖାନଙ୍କୁ ପସନ୍ଦ ନଥିଲା । ସଲମାନ ଖାନ୍ ଚାହୁଁଥିଲେ ଯେ କୈଟ୍ରିନା କେବଳ ତାଙ୍କ ସହିତ କାମ କରନ୍ତୁ । ଏକ ରିପୋର୍ଟ ମୁତାବକ ୨୦୦୮ରେ ଦ୍ୱିପ୍ରହର ସମୟରେ କୈଟ୍ରିନା କୈଫ ଏବଂ ସଲମାନ ଖାନ୍ ଦୁହେଁ ଏକ କୈଫେରେ ଝଗଡ଼ା କରୁଥିବାର ନଜର ଆସିଥିଲେ । ଏହି ସମୟରେ ସଲମାନ ଖାନଙ୍କୁ ତାଙ୍କ ଉପରେ କ୍ରୋଧ ଆସିଯାଇଥିଲା ଏବଂ ସେ କୈଟ୍ରିନା କୈଫଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ । କେବଳ ଏତିକି ନୁହେଁ, ଏହି ଘଟଣା ପରେ ସଲମାନ ଖାନ୍ ମଦ ପିଇ କୈଟ୍ରିନାଙ୍କ ଘର ବାହାରେ ହଙ୍ଗମା କରିଥିଲେ । ଯେଉଁ କାରଣରୁ କୈଟ୍ରିନା ସଲମାନଙ୍କ ସହିତ ବ୍ରେକଅପ୍ କରି ନେଇଥିଲେ କିନ୍ତୁ ସଲମାନଙ୍କର ଏପରି କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

google

ବର୍ତ୍ତମାନ ଏପରି କୁହାଯାଉଛି ଯେ କୈଟ୍ରିନା କୈଫ ଅଭିନେତା ବିକ୍କୀ କୌଶଲଙ୍କୁ ଡେଟ୍ କରୁଛନ୍ତି । ଏବଂ ପୁଣି ସଲମାନ ନିଜର ସ୍ପେଶାଲ ଫ୍ରେଣ୍ଡ ୟୂଲିୟା ବନ୍ତୁରଙ୍କର ଖୁବ୍ ନକଟତର ହୋଇଯାଇଛନ୍ତି । ।

Leave a Reply

Your email address will not be published. Required fields are marked *