ରୋଷେଇ ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହିସବୁ କାମ । ନଚେତ୍ ଭୋଗିବାକୁ ପଡ଼ିପାରେ ଭୟଙ୍କର ପରିଣାମ !

ରୋଷେଇ ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହିସବୁ କାମ । ନଚେତ୍ ଭୋଗିବାକୁ ପଡ଼ିପାରେ ଭୟଙ୍କର ପରିଣାମ !

ଜୀବନରେ ଭୁଲରେ ମଧ୍ୟ ରୋଷେଇ ଗୃହରେ କରନ୍ତୁ ନାହିଁ ଏହିସବୁ କାମ ନଚେତ୍ ଧୀରେ ଧୀରେ ଏହା ଆପଣଙ୍କୁ କାଙ୍ଗାଳ କରିଦେବ । ଶାସ୍ତ୍ର ଅନୁସାରେ ଆପଣ ଯଦି ରୋଷେଇ ଘରେ ଆପଣ ଏହି ଭୁଲ୍ କରୁଛନ୍ତି, ତେବେ ଆପଣ ଅତିଶୀଘ୍ର ହୋଇଯିବେ ଲକ୍ଷ୍ମୀଛଡ଼ା । ଏହି କାରଣରୁ ମାତା ଲଷ୍ମୀ ଆପଣଙ୍କୁ ଘରକୁ ଛାଡ଼ି ଖୁବ୍ ଶୀଘ୍ର ଚାଲିଯିବେ । ଆମ ଘରେ ସବୁଦିନ ସୁଖ ଶାନ୍ତି ରହିବା ପାଇଁ କିଛି ନିୟମ ଅଛି, ଯେଉଁ ଗୁଡ଼ିକୁ ଆମେ ଧ୍ୟାନରେ ରଖିବା ଓ ଘରର ଜିନିଷ ଗୁଡ଼ିକୁ ବ୍ୟବହାର କରି ପୁଣି ସେହି ଜାଗାରେ ରଖିବା ତେବେ ଘରେ ସବୁଦିନ ସୁଖ ଶାନ୍ତି ଲାଗିରହିବ । ଆମ ଘରର ରୋଷେଇ ସ୍ଥାନକୁ ବହୁତ ମହତ୍ୱପୂର୍ଣ୍ଣ ସ୍ଥାନ ବୋଲି କୁହାଯାଇଥାଏ । ଯଦି ଆମେ ଏହି ଭୁଲ୍ କରିଥାଉ, ତେବେ ଏହା କେବଳ ନିଜେ ନୁହେଁ ନିଜ ପରିବାରକୁ ମଧ୍ୟ ଏହାର ଖରାପ ପ୍ରଭାବକୁ ଭଗିବାକୁ ପଡ଼ିବ ।

google

ଯେପରିକି କେଉଁ ଦିଗ ଆଡ଼କୁ ମୁହଁ କରି ରୋଷେଇ କରିବା ଉଚିତ୍, କେଉଁ ଦିଗ ଆଡ଼କୁ ମୁହଁ କରି ପୂଜା କରିବା ଉଚିତ ଆଦି । ଏହି ବିଷୟ ଆପଣଙ୍କ ପାଇଁ ଛୋଟ ହୋଇପାରେ କିନ୍ତୁ ଏହାହିଁ ଆପଣଙ୍କ ଘରକୁ ସୁଖ ଶାନ୍ତି ବଢ଼ାଇ ଥାଏ ଏଥିପାଇଁ ଏହି ବିଷୟରେ ଜାଣିବା ଜରୁରୀ ଅଟେ । ଯଦି ଆପଣ ଏହାକୁ ସୁଧାରୁ ନାହାଁନ୍ତି ତେବେ ମାତା ଲଷ୍ମୀ ଆପଣଙ୍କ ଘରକୁ ଛାଡ଼ି ଚାଲିଯିବେ । ତେବେ ଚାଲନ୍ତୁ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା କି, ରୋଷେଇ ଗୃହରେ ବା ରୋଷେଇ କରିବା ସମୟରେ କେଉଁ ସବୁ ଭୁଲ୍ ଗୁଡ଼ିକ କରିବା ଅନୁଚିତ ।

୧) ରୋଷେଇ ଘରେ ଦାନ୍ତ ଘଷିବା –

google

ସାଧାରଣତଃ କିଛି ଲୋକ ରୋଷେଇ ଘରେ ଦାନ୍ତ ଘଷିଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଦାନ୍ତ ଘଷିବା ଅନୁଚିତ ଅଟେ । ଏପରି କରିଲେ ଘରର ଅମଙ୍ଗଳ ହୋଇଥାଏ ।

୨) ରୋଷେଇ –

google

ରୋଷେଇ ଘରେ କେବେବି ପଶ୍ଚିମ ଦିଗକୁ ମୁହଁ କରି ରୋଷେଇ କରିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ହାଡ଼ ଓ ତ୍ୱଚା ସମ୍ବନ୍ଧୀୟ ରୋଗ ଦେଖାଯାଇଥାଏ । ଉତ୍ତର ଦିଗକୁ ମଧ୍ୟ ମୁହଁ କରି ରୋଷେଇ କରିବା ଉଚିତ୍ ନୁହେଁ । ଯେଉଁ ଘରେ ଏଭଳି ହୋଇଥାଏ, ସେଠାରେ ସବୁବେଳେ ଧନର ଅଭାବ ହୋଇଥାଏ । ବେପାର ମଧ୍ୟ ଭଲରେ ହୋଇନଥାଏ ଏବଂ ଘରେ ସର୍ବଦା କଳି ଝଗଡ଼ା ଲାଗି ରହିଥାଏ ।

୩) ଝରକା –

google

ରୋଷେଇ ଘରେ ଝରକା ପୂର୍ବ ଦିଗକୁ ରହିବା ଉଚିତ୍ । ଏଭଳି କରିଲେ ସେହି ଘରେ କେବେ ମଧ୍ୟ ଧନର ଅଭାବ ହୋଇନଥାଏ ।

୪) ଜୋତା, ଝାଡୁ –

google

ରୋଷେଇ ଘରେ କେବେ ମଧ୍ୟ ଜୋତା କିମ୍ବା ଝାଡୁ ରଖନ୍ତୁ ନାହିଁ । ଯଦି ଆପଣ ଏଭଳି ଭୁଲ୍ କରୁଛନ୍ତି, ତେବେ ଏହା ଆପଣଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ମାତା ଲଷ୍ମୀ ସାରା ଜୀବନ ପାଇଁ ଆପଣଙ୍କ ଗୃହକୁ ପ୍ରବେଶ କରିବେ ନାହିଁ ।

୫) ସ୍ନାନ –

ରୋଷେଇ କରିବା ପୂର୍ବରୁ ସବୁବେଳେ ସ୍ନାନ କରି ଯାଆନ୍ତୁ । ଯଦି ଆପଣ ଏଭଳି କରିବେ ନାହିଁ, ତେବେ ଦୁଃଖ ଓ ଅସୁବିଧା ଲାଗିରହିବ । ରୋଷେଇ ଘରେ ବା ରୋଷେଇ କରିବା ସମୟରେ ଏହିସବୁ ଭୁଲ୍ ଗୁଡ଼ିକୁ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *