ନତାଶା ମାଁ ବନିବାର ଦେଖି ଏକ୍ସ ବୋୟଫ୍ରେଣ୍ଡ ଅଲ୍ଲୀ ଗୋନୀଙ୍କ ପ୍ରତିକ୍ରିୟା । ସର୍ବସାଧାରଣରେ କହିଦେଲେ ଏହିପରି କଥା !

ନତାଶା ମାଁ ବନିବାର ଦେଖି ଏକ୍ସ ବୋୟଫ୍ରେଣ୍ଡ ଅଲ୍ଲୀ ଗୋନୀଙ୍କ ପ୍ରତିକ୍ରିୟା । ସର୍ବସାଧାରଣରେ କହିଦେଲେ ଏହିପରି କଥା !

କ୍ରିକେଟର ହାର୍ଦିକ୍ ପାଣ୍ଡ୍ୟାଙ୍କ ଘରେ ବର୍ତ୍ତମାନ ଖୁସିର ଜୁଆର ଉଠିଛି । ଗତ କିଛି ଦିନ ତଳେ ତାଙ୍କ ପତ୍ନୀ ନତାଶା ଷ୍ଟେନକୋବିକ୍ ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ହାର୍ଦ୍ଦିକ୍ ନିଜେ ଏହି କଥାକୁ ସୋସିଆଲ ମିଡିଆରେ କହିଛନ୍ତି । ସେ ନିଜ ଖୁସିକୁ ପ୍ରକାଶ କରି ତାଙ୍କ ପୁଅ ସହ ଏକ ଫୋଟୋ ସୋସିଆଲ ମିଡିଆରେ ଛାଡିଛନ୍ତି ଓ ଲେଖିଲେ କି,’ଆମ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି’।

newstrend

ହାର୍ଦିକ ଦ୍ୱାରା ସେୟାର କରିଥିବା ଏହି ଫୋଟରେ ପୁଅର ଚେହେରା ଦେଖାଯାଉନଥିଲା । ପରେ ସେ ଆଉ ଏକ ଫୋଟୋ ସେୟାର କରିଥିଲେ । ଯାହାଦ୍ୱାରା ଲୋକମାନେ ତାଙ୍କ ପୁଅକୁ ଦେଖିପାରିଥିଲେ । ଯେପରି ହାର୍ଦିକ୍ ବାପା ହେବା ବିଷୟରେ କହିଲେ, ସୋସିଆଲ ମିଡିଆରେ ପ୍ରଂଶସାର ଜୁଆର ଖେଳିଗଲା । ବନ୍ଧୁମାନଙ୍କ ଠାରୁ ଧରି ସେଲିବ୍ରେଟି ପର୍ଯ୍ୟନ୍ତ ଶୁଭକାମନା ଦେଲେ । ଏହିପରି ବର୍ତ୍ତମାନ ନତାଶା ଷ୍ଟେନକୋବିକଙ୍କ ବୋୟଫ୍ରେଣ୍ଡ ହୋଇଥିବା ଅଲ୍ଲୀ ଗୋନିଙ୍କ ମଧ୍ୟ ପ୍ରତିକ୍ରିୟା ଆସିଥିଲା ।

newstrend

ଜଣେଇଦେଉଛୁ କି, ଅଲ୍ଲୀ ଗୋନି ନତାଶାଙ୍କ ବୋୟଫ୍ରେଣ୍ଡ ଥିଲେ । ଅଲ୍ଲୀ ନତାଶାଙ୍କ ସହ ନିଜର ଫୋଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଥିଲେ, ‘ଅରେ ମମି ବନିଗଲ, ଶୁଭକାମନା ଜଣେଇଥିଲେ ।’ ଅଲ୍ଲୀ ନିଜର ଏହି ପୋଷ୍ଟରେ ନତାଶା ଓ ହାର୍ଦିକଙ୍କୁ ଟେଗ୍ କରି ଦିଲ୍ ବନେଇଥିଲେ । ନତାଶା ମଧ୍ୟ ଏହି ପୋଷ୍ଟକୁ ନିଜର ଇଂସ୍ଟଗ୍ରାମ୍ ଷ୍ଟୋରୀରେ ସେୟାର କରିଥିଲେ ।

ଜାନୁୟାରୀରେ କରିଥିଲେ ନିର୍ବନ୍ଧ

ଗର୍ଭବସ୍ଥା ସମୟରେ ବେବି ବୋମ୍ପକୁ ଦେଖାଉଥିବା ନତାଶାଙ୍କ ବହୁତ ସାରା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନତାଶାଙ୍କ ବେବି ବୋମ୍ପର ଫୋଟୋକୁ ମଧ୍ୟ ଲୋକ ବହୁତ ପସନ୍ଦ କରୁଥିଲେ । ହାର୍ଦିକ ଓ ନତାଶା ବହୁତ ସମୟ ଯାଏ ଦୁହେଁ ଦୁହିଁଙ୍କୁ ଡେଟିଂ କରୁଥିଲେ । ଏହାପରେ ୩୧ ଡିସେମ୍ବର ୨୦୧୯ରେ ସାର୍ବଜନିକ ଭାବେ ନିଜର ସମ୍ପର୍କକୁ ଘୋଷଣା କରିଥିଲେ। ଏହାପରେ ଠିକ୍ ଏକ ଦିନ ପରେ ୧ ଜାନୁଆରୀ ୨୦୨୦ରେ ହାର୍ଦିକ ପାଣ୍ଡେ ଓ ନତାଶାଙ୍କ ବିବାହ ହୋଇଥିଲା ।ବିଲକୁଲ୍ ଫିଲ୍ମ ଭଳି ହାର୍ଦିକ୍ ନତାଶାଙ୍କୁ ଦୁବାଇ ନେଇ ପ୍ରୋପଜ୍ କରିଥିବା ଦେଖାଯାଇଥିଲା । ଏହାର ଏକ ବିଡ଼ିଓ ମଧ୍ୟ ଇଂସ୍ଟଗ୍ରାମରେ ନତାଶା ସେୟାର କରିଥିଲେ ।

newstrend

“ଡିଜେ ବାଲେ ବାବୁ ମେରେ ଗାନା ବାଜା ଦେ” ଗୀତରେ ହିଟ୍ହୋଇଥିଲେ

newstrend

କହିବାକୁ ଗଲେ ନତାଶା ବଲିଉଡ ଫିଲ୍ମରେ ନଜ଼ର ଆସିଥିଲେ । ଫିଲ୍ମରେ ତାଙ୍କୁ କୋଣସି ଖାସ୍ ପରିଚୟ ମିଳିନାହିଁ । ନତାଶା ଏ ପର୍ଯ୍ୟନ୍ତ ୧୩ଟି ଫିଲ୍ମରେ କାମ କରିଛନ୍ତି । ଏହାପରେ ନତାଶା ବିଗ୍ ବୋସ୍ ସିଜନ୍ ୮ରେ ନଜ଼ର ଆସିଥିଲେ । ଜଣେଇଦେଉଛୁ କି ନତାଶାଙ୍କୁ ଏହି ଇଣ୍ଡଷ୍ଟ୍ରୀରେ ପରିଚୟ ମିଳିଥିଲା । ବଲିଉଡ ଗାୟକ ବାଦଶାହା ସାଙ୍ଗରେ “ଡିଜେ ବାଲେ ବାବୁ ମେରେ ଗାନା ବାଜା ଦେ” ଏହି ଗୀତ ପରେ ହି ନତାଶାଙ୍କୁ ଲୋକମାନକ ଠାରୁ ପରିଚୟ ମିଳିଥିଲା ।

୨୦୧୫ରେ ହୋଇଥିଲା ଅଲ୍ଲୀ ସହିତ ବ୍ରେକ୍ ଅପ୍

newstrend

ହାର୍ଦିକ୍ ପାଣ୍ଡେଙ୍କର ଆଗରୁ ନତାଶା ଟିଭି ଅଭିନେତା ଅଲ୍ଲୀ ଗୋନିଙ୍କ ସହ ଡେଟିଂ କରୁଥିଲେ । ଅଲ୍ଲୀ ଫେମଶ୍ ଟିଭି ସିରିୟଲ “ୟେ ହେ ମୋହବତ”ରେ ରମନ୍ ଭଲ୍ଲାର ଭାଇର ଅଭିନୟ କରିଥିଲେ । ଅଲ୍ଲୀ ଓ ନତାଶା ବହୁତ ଦିନ ଯାଏ ସହିତ ଥିଲେ, କିନ୍ତୁ ୨୦୧୫ ମସିହାରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଗଲେ । ଏହାପରେ ଦୁହେଁ “ନାଚ ବୋଲିଏ ସିଜନ ୯”ରେ ଏକା ସାଙ୍ଗରେ ନଜ଼ର ଆସିଥିଲେ । “ନଚ ବୋଲିଏ ସିଜନ ୯”ରେ ନତାଶା ଓ ଅଲ୍ଲୀ ଦୁହେଁ ଏକ୍ସ-କୋପଲରେ ଡାନ୍ସ କରୁଥିଲେ । ନଚ ବୋଲିଏର କିଛି ଦିନ ପରେ ନତାଶା ହାର୍ଦିକଙ୍କ ସହ ନିଜର ସମ୍ପର୍କ ଆଗକୁ ନେଇଥିଲେ ।

Leave a Reply

Your email address will not be published. Required fields are marked *