ରାତାରାତି ଆପଣଙ୍କ ଭାଗ୍ୟ ବଦଳାଇ ଦେବ,  ଶୁକ୍ରବାର ଦିନ କରାଯାଇଥିବା ଏହି ଉପାୟ !

ରାତାରାତି ଆପଣଙ୍କ ଭାଗ୍ୟ ବଦଳାଇ ଦେବ, ଶୁକ୍ରବାର ଦିନ କରାଯାଇଥିବା ଏହି ଉପାୟ !

ଆଜିର ସମୟରେ ସମସ୍ତେ ଟଙ୍କାର ମହତ୍ତ୍ୱ ବିଷୟରେ ଜାଣିଛନ୍ତି । ଆଜିକାଲି ଦୁନିଆରେ ଆପଣଙ୍କ ପାଖରେ ଟଙ୍କା ନାହିଁ, ତେବେ ଆପଣଙ୍କ କୌଣସି ମୂଲ୍ୟ ନାହିଁ । ଲୋକେ ଆଜିକାଲି ଟଙ୍କା ପଛରେ ଗୋଡାଉଛନ୍ତି । ଅନେକ ଲୋକ ଏପରି ଅଛନ୍ତି; ଯେଉଁମାନେ ଟଙ୍କା ଉପାର୍ଜନ କରିବା ପାଇଁ କୌଣସି ଖରାପ କାମ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । କିନ୍ତୁ ଆପଣମାନେ ଜାଣନ୍ତି ଯେ, ଖରପ କାମ କରି ଉପାର୍ଜନ ହୋଇଥିବା ଟଙ୍କା ସର୍ବଦା ଦୁଃଖ ଦେଇଥାଏ କିନ୍ତୁ ଭଲ କାମ କରି ଉପାର୍ଜନ କରିଥିବା ଅଳ୍ପ ଟଙ୍କାରେ ମଧ୍ୟ ମନୁଷ୍ୟ ଖୁସିରେ ରହିଥାଏ । ଟଙ୍କାର ଆବଶ୍ୟକତା ସମସ୍ତଙ୍କୁ ରହିଛି ।

Google

ଯେଉଁମାନଙ୍କ ପାଖରେ ଟଙ୍କା ଅଛି, ସେମାନଙ୍କୁ ମଧ୍ୟ ଟଙ୍କା ଦରକାର । କାରଣ ସେ ସର୍ବଦା ଧନୀ ହୋଇ ରହିବା ପାଇଁ ଚାହିଁଥାଏ ଏବଂ ଗରିବ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଟଙ୍କାର ଆବଶ୍ୟକତା କରିଥାଏ । ଟଙ୍କା ମାଧ୍ୟମରେ ଆଜିର ଦୁନିଆରେ ସବୁ କିଛି ମିଳିଥାଏ । ତେଣୁ ଟଙ୍କା ପ୍ରତି ବ୍ୟକ୍ତିର ଆବଶ୍ୟକତା ହୋଇଯାଇଛି । ଟଙ୍କା କମେଇବା ପାଇଁ ଲୋକେ ଅନେକ ପରିଶ୍ରମ କରିଥାନ୍ତି । କିଛି ଲୋକ ଜୀବନରେ ଟଙ୍କା କମେଇବା ପାଇଁ ସଫଳ ହୋଇଥିବା ବେଳେ କିଛି ଲୋକ ବିଫଳ ହୋଇ ନିରାଶ ହୋଇଥାନ୍ତି । ବହୁ ଚେଷ୍ଟା ପରେ ମଧ୍ୟ ଗରିବ ହୋଇ ରହିଯାନ୍ତି ।

Google

ହିନ୍ଦୁ ଧର୍ମରେ ଧନ ପ୍ରାପ୍ତି ପାଇଁ ଅନେକ ଉପାୟ ରହିଛି । ହିନ୍ଦୁ ଧର୍ମରେ ଧନର ଦେବୀ ରୂପେ ମାତା ଲକ୍ଷ୍ମୀଙ୍କୁ ସ୍ଥାନ ମିଳିଛି । ଲକ୍ଷ୍ମୀଙ୍କ ପୂଜା କରିବା ଫଳରେ ଧନର ପ୍ରାପ୍ତି ହୋଇଥାଏ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଦିନ ବୋଲି ମାନ୍ୟତା ରହିଛି । ଶୁକ୍ରବାର ଦିନ କରାଯାଇଥିବା କିଛି ଉପାୟ ଫଳରେ ଶୁକ୍ର ଗ୍ରହର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ ଏବଂ ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ବଜାୟ ରହିଥାଏ । ଆଜି ଆମେ ଆପଣଙ୍କୁ ଅଳେଇଚର ଏକ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ରାତାରାତି ଆପଣଙ୍କ ଭାଗ୍ୟ ବଦଳାଇ ଯାଇପାରିବ । ଏହି ଉପାୟ ଫଳରେ ଧନ ସମ୍ପତି ସହ ଆପଣଙ୍କ ସମସ୍ତ ମନୋସ୍କମାନ ପୂର୍ତ୍ତି ହୋଇଯିବ । ଏହି ଉପାୟଟିକୁ ଶୁକ୍ରବାର ରାତି ୧୨ଟାରେ ହିଁ କରିବା ଉଚିତ୍ ।

ଏହି ପ୍ରକାରରେ ଉପାୟଟି କରନ୍ତୁ :

* ଶୁକ୍ରବାର ରାତି ୧୨ଟାରେ ସର୍ଵ ପ୍ରଥମେ ଭଲ ରୂପେ ହାତ ଗୋଡ଼ ଧୋଇ ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

* ଏହା ପରେ ପଦ୍ମ ଆସନରେ ବସି ଥିବା ମାତା ଲକ୍ଷ୍ମୀଙ୍କ ଫୋଟକୁ ଘରର କୌଣସି ଶାନ୍ତ ଏବଂ ସ୍ୱଚ୍ଛ ସ୍ଥାନରେ ସ୍ଥାପିତ କରନ୍ତୁ ।

* ବର୍ତ୍ତମାନ ଫୋଟ ସାମ୍ନାରେ ତିନୋଟି ଅଳେଇଚ ରଖନ୍ତୁ ଏବଂ ନିଜ ଇଷ୍ଟଦେବୀ କିମ୍ବା ଦେବତାଙ୍କୁ ସ୍ମରଣ କରନ୍ତୁ । ଏହା ପରେ ମାତା ଲକ୍ଷ୍ମ ଏବଂ ବିଷ୍ଣୁଙ୍କ ଧ୍ୟାନ କରିବା ସହ ଶୁକ୍ରଦେବଙ୍କୁ ନିଜର ମନୋସ୍କାମନା ପୂର୍ଣ କରିବା ପାଇଁ ଏବଂ ଜୀବନର ସମସ୍ତ ଦୁଃଖ ଦୂର କରିବା ପାଇଁ ଗୁହାରି କରନ୍ତୁ ।

Google

* ଏହା ପରେ ଶୁକ୍ର ମନ୍ତ୍ର “ଓଁ ଦ୍ରାଂ ଦ୍ରୀଂ ଦ୍ରୌଂ ସଃ ଶୁକ୍ରାୟ। ନମଃ”କୁ ୨୧ ଥର ଜପ କରନ୍ତୁ ।

* ମନ୍ତ୍ର ଜପ କରିବା ପରେ ତିନୋଟି ଅଳେଇଚକୁ ନିଜ ଡାହାଣ ହାତର ମୁଠିରେ ରଖନ୍ତୁ ଏବଂ ସମସ୍ତ ଗ୍ରହର ଧ୍ୟାନ କରି ଜୀବନର ଦୁଃଖ ଦୂର କରିବା ପାଇଁ ପାର୍ଥନା କରନ୍ତୁ ।

* ଏହା ପରେ ମୁଠି ଖୋଲି ଏହା ଉପରେ ତିନି ଥର ଫୁଙ୍କି ଦିଅନ୍ତୁ । ବର୍ତ୍ତମାନ ଅଳେଇଚକୁ କୌଣସି ପାତ୍ରରେ ରଖି ଘରର ମୁଖ୍ୟ ଦ୍ୱାରରେ ଲଗାଇ ଦିଅନ୍ତୁ ।

Google

* ବର୍ତ୍ତମାନ ଯେଉଁ ପାତ୍ରରେ ଅଳେଇଚ ରଖା ଯାଇଛି, ସେଥିରେ କର୍ପୂର ପକାଇ ତାହାକୁ ଜଳାଇ ଦିଅନ୍ତୁ । ଯେତେବେଳେ ଅଳେଇଚ ଭଲ ରୂପେ ଜଳି ଯିବ, ସେହି ପାଉଁଶକୁ ତୁଳସୀ ଗଛରେ ପକାଇ ଦିଅନ୍ତୁ ।

* ଯଦି ଘରେ ତୁଳସୀ ଗଛ ନଥାଏ; ତେବେ ତାହକୁ କୌଣସି ନଦୀ କିମ୍ବା ପୋଖରୀରେ ବିସର୍ଜନ କରି ଦିଅନ୍ତୁ । କିଛି ଦିନ ଭିତରେ ହିଁ ଏହି ଉପାୟର କାର୍ଯ୍ୟ ଆପଣଙ୍କୁ ଜଣା ପଡିଯିବ ।

google

ବନ୍ଧୁଗଣ ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଶେୟାର କରିବା ପୂର୍ବରୁ କମେଣ୍ଟରେ “ଜୟ ମାଆ” ଲେଖନ୍ତୁ । ଧନ୍ୟବାଦ !

Leave a Reply

Your email address will not be published. Required fields are marked *