ଏହି ଫୋଟଗୁଡିକ ଗୋଟିଏ ଥର ଦେଖି ବୁଝିପାରିବେ ନାହିଁ ଆପଣ ! ବିଶ୍ୱାସ ହେଉ ନାହିଁ ଯଦି ଗୋଟିଏ ଥର ନିଜେ ହିଁ ଦେଖି ନିଅନ୍ତୁ ।

ଏହି ଫୋଟଗୁଡିକ ଗୋଟିଏ ଥର ଦେଖି ବୁଝିପାରିବେ ନାହିଁ ଆପଣ ! ବିଶ୍ୱାସ ହେଉ ନାହିଁ ଯଦି ଗୋଟିଏ ଥର ନିଜେ ହିଁ ଦେଖି ନିଅନ୍ତୁ ।

ଆପଣ ନିଜ ଜୀବନରେ କିଛି ନା କିଛି ଆଶ୍ଚର୍ଯ୍ୟ ଜନକ ବିଷୟ ନିଶ୍ଚୟ ଦେଖଥିବେ । ଆଜି ଆମେ ଆପଣଙ୍କୁ କିଛି ଫୋଟୋ ଦେଖେଇବାକୁ ଯାଉଛୁ, ଯାହାକୁ ଦେଖି ଆପଣ ପ୍ରଥମ ଥର ପାଇଁ ତ ବୁଝିପାରିବେ ନାହିଁ କିନ୍ତୁ ପରେ ଦ୍ୱିତୀୟ ଥର ଏହାକୁ ଧ୍ୟାନରେ ଦେଖିବେ, ତେବେ ଆପଣଙ୍କୁ ଅନ୍ତର ନିଶ୍ଚିତ ଦେଖାଯିବ ।

ଏହି ଫୋଟୋକୁ ଦେଖି ଆପଣଙ୍କୁ କଣ ଲାଗୁଛି, ସେହି ଚେହେରା ସେହି ମହିଳାର ଅଟେ ନା ଗୋଟିଏ ମ୍ୟାଗେଜିନର ଦୃଶ୍ୟ ଅଟେ ।

ଏହି ଫୋଟୋକୁ ଦେଖନ୍ତୁ ଏବଂ କୁହନ୍ତୁ ଯେ, କଣ ଏହି ବ୍ୟକ୍ତିର ହାତ ଏତେ ଲମ୍ବା ଅଟେ ନା ଏହା ଏହି ଝିଅର ହାତ ଅଟେ ।

ଏହି ଫୋଟୋକୁ ଧ୍ୟାନ ଦେଇ ଦେଖନ୍ତୁ; କିଛି ଦେଖାଯିବ ନାହିଁ । ଆସନ୍ତୁ ଆମେ ଆପଣଙ୍କୁ ଜଣାଇଦେଉଛୁ ଯେ, ଏହି ପୁଅର ବାମ ହାତ ଆଡ଼କୁ ଦେଖନ୍ତୁ ! କୌଣସି ଶିଶୁର ହାତ ଏତିକି ମୋଟା ହୋଇପାରେ କି ?

ଆରେ… ଏହା କିପରି ସମ୍ଭବ ଯେ କାହାର ତିନୋଟି ଗୋଡ଼ ଥିବ !

ଏହି ଫୋଟୋକୁ ଦେଖନ୍ତୁ; ଯଦି ଆପଣଙ୍କ କିଛି ବୁଝାପାରୁଛନ୍ତି ତେବେ ତେବେ କୁହନ୍ତୁ… ।

ଏହି ଫୋଟକୁ ଧ୍ୟାନ ଦେଇ ଦେଖନ୍ତୁ; କଣ ଆପଣଙ୍କ ଏହି ଫୋଟରେ କୌଣସି ପଶୁକୁ ଦେଖୁଛନ୍ତ କି ?

ଯଦି ଏହି ଫୋଟୋ ଚିତ୍ରକୁ ଆପଣ ବୁଝିଯିବେ, ତେବେ ମାନିଯାନ୍ତୁ ଯେ ସତରେ ଆପଣ ବୁଦ୍ଧିମାନ ଅଟନ୍ତି ।

ପୂର୍ବରୁ ଆପଣ ଓଟପକ୍ଷୀ ନିଶ୍ଚୟ ଦେଖିଥିବେ କିନ୍ତୁ ଏଥିରେ ଦେଖାଯାଉଥିବା ପରି ଓଟପକ୍ଷୀ ପୂର୍ବରୁ ଆପଣ କେବେ ଦେଖଛନ୍ତି କି ?

ଫୋଟୋକୁ ଧ୍ୟାନ ଦେଇ ଦେଖନ୍ତୁ ଏବଂ କୁହନ୍ତୁ ଏମାନଙ୍କ ମଧ୍ୟରେ ପୁଅ କିଏ ଏବଂ ଝିଅ କିଏ ?

କୌଣସି ଛୋଟ ଶିଶୁ ଏତିକି ଭୟଙ୍କର ମାଂସପେଶୀ କିପରି ସୃଷ୍ଟି କରିପାରିବ ।

Leave a Reply

Your email address will not be published. Required fields are marked *