ବିଛଣା ତଳେ ରଖିଦିଅନ୍ତୁ ଏହି ୫ଟି ଜିନିଷ ! ଧୀରେ ଧୀରେ ବଦଳିଯିବ ଆପଣଙ୍କ ଭାଗ୍ୟ…

ବିଛଣା ତଳେ ରଖିଦିଅନ୍ତୁ ଏହି ୫ଟି ଜିନିଷ ! ଧୀରେ ଧୀରେ ବଦଳିଯିବ ଆପଣଙ୍କ ଭାଗ୍ୟ…

ନମସ୍କାର ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ କିଛି ବିଶେଷ ତଥ୍ୟ ଜଣାଇବାକୁ ଯାଉଅଛୁ । ଆଜି ଆମେ ଜଣାଇବୁ ବିଛଣା ତଳେ ରଖିଦିଅନ୍ତୁ ଏହି ୫ଟି ଜିନିଷ ଧୀରେ ଧୀରେ ବଦଳିଯିବ ଆପଣଙ୍କ ଭାଗ୍ୟ ଏବଂ ଧନର ହେବ ବୃଦ୍ଧି ।ଆମ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବହୁତ ମହତ୍ୱ ଦିଆଯାଇଛି । ଏହା ଆମଘରର ସକାରାତ୍ମକ ଏବଂ ନକରତ୍ମକ ଉର୍ଜାକୁ ନିୟନ୍ତ୍ରଣ କରିଥାଏ । ଘରର ଅନ୍ୟ ରୁମ୍ ଅନୁସାରେ ବେଡ୍ ରୁମ୍ ମଧ୍ୟ ବସ୍ତୁର ନିୟମ ଅନୁଯାୟୀ ହେବା ଦରକାର । କାରଣ ଆମେ ବେଡ଼ରୁମରେ ଅଧିକ ସମୟ ବିତାଇଥାଉ ।

ଘରର ବେଡ଼ରୁମରେ ଏକ ବେଡ଼ ବା ବିଛଣା ନିଷ୍ଟିତ ରୂପରେ ରହିଥାଏ । ଯେଉଁଠାରେ ଆମେ ରାତିରେ ଶୋଇଥାଉ ଏହି ବେଡ଼ରୁ ବାହାରୁଥିବା ଉର୍ଜା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ । ତେବେ ଆଜିର ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଜାଣିବା ଯେ ଘରର ବେଡଡ୍ ରୁମ୍ ବା ବିଛଣା ତଳେ କେଉଁ ସବୁ ଜିନିଷ ରଖିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଯାହାଫଳରେ ଭାଗ୍ୟରେ ପରିବର୍ତ୍ତନ ଆସିବା ସହିତ ଧନ ମଧ୍ୟ ବୃଦ୍ଧି ହୋଇଥାଏ । ଏଥିପାଇଁ ଏହି ଆର୍ଟିକିଲକୁ ସମ୍ପୂର୍ଣ୍ଣ ପଢନ୍ତୁ । ତେବେ ଆସନ୍ତୁ ଜାଣିବା ।

ନମ୍ବର୧. ସୋରିଷ ଏବଂ ଲୁଣ କିଛି ଆଣି ଏକ କାଗଜ ଦ୍ୱାରା ଏହାର ପୁଡ଼ିଆ ପ୍ରସ୍ତୁତ କରିଦିଅନ୍ତୁ ଏବଂ ଏହାକୁ ନିଜ ବେଡ଼ରୁମର ବେଡ଼ ତଳେ ରଖିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ଏବଂ ଏହାଛଡା ଯଦି ଆପଣ ଅବିବାହିତ ଅଚ୍ଛାନ୍ତି ତେବେ ଆପଣଙ୍କୁ ବହୁତ ଶୀଘ୍ର ମନପସନ୍ଦର ଜୀବନ ସାଥି ମିଳିଯିବ ।

ନମ୍ବର ୨. ଷ୍ଟିଲର ଛୁରି- ଯଦି ଆପଣଙ୍କୁ ପ୍ରାୟତଃ ଖରାପ ସ୍ୱପ୍ନ ଆସିଥାଏ ତେବେ ଆପଣ ବିଛଣା ତଳେ ଷ୍ଟିଲର ଛୁରି ରଖିବାଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ ଏବଂ ରାତିରେ ଖରାପ ସ୍ୱପ୍ନ ଆସିବା କମ୍ ହୋଇଯାଇଥାଏ । ଏହାର ଦ୍ୱିତୀୟ ଉପକାର ହେଉଛି ଏହା କୌଣସି ପ୍ରକାର ଯାଦୁ, ତନ୍ତ୍ର ମନ୍ତ୍ରକୁ ଆସିବାକୁ ଦିଏ ନାହିଁ । ଯଦି ଆପଣଙ୍କୁ ସନ୍ଦେହ ଅଛିଯେ ଆପଣଙ୍କୁ କୌଣସି ବ୍ୟକ୍ତି ତନ୍ତ୍ର ମନ୍ତ୍ର କରୁଛନ୍ତି ତେବେ ଏହାକୁ ବେଡ୍ ତଳେ ରଖିବାଦ୍ୱାରା ତାହାର ପ୍ରଭାବ ପଡିନଥାଏ ।

ନମ୍ବର ୩. ଗୋଲାପ ଫୁଲ- ବୁଧବାର ଦିନ ଗୋଲାପ ଫୁଲ ଆଣି ଗଣେଶଙ୍କ ପାଖରେ ପୂଜା କରନ୍ତୁ ଏବଂ ପୂଜା ସରିବା ପରେ ସେହି ଫୁଲକୁ ଆଣି ନିଜ ବେଡ଼ ତଳେ ରଖିଦିଅନ୍ତୁ । ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଆପଣ ସବୁଦିନ ଭାଗ୍ୟଶାଳୀ ହୋଇପାରିବେ ଏବଂ ଆସୁଥିବା ଅଘଟଣ ସବୁ ଦୁରେଇ ଯିବ ।

ନମ୍ବର ୪. ମୟୁର ପୁଛ- ଯଦି ଆପଣଙ୍କ ଘରେ କଳି ଝଗଡା ଲାଗିରହୁଛି ତେବେ ଘରେ ମୟୁର ପୁଚ୍ଛ ଆଣି ରଖିଦିଅନ୍ତୁ । ମୟୁର ପୁଚ୍ଛ ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଲାଗିରହିଥାଏ ଏବଂ ଏହା କୌଣସି ପ୍ରକାର ନକରତ୍ମକ ଶକ୍ତିକୁ ପ୍ରସୟ ଦିଏ ନାହିଁ ।ଏହାଦ୍ୱାରା ଘରେ କଳିଝଗଡା ମଧ୍ୟ ହୋଇନଥାଏ ଏବଂ ଘର ସବୁବେଳେ ସୁଖ ଶାନ୍ତିରେ ପରିପୂର୍ଣ୍ଣ ରହିଥାଏ ।

ନମ୍ବର ୫. ଶୁଖିଲା ଲେମ୍ବୁ- ପ୍ରଥମେ ଆପଣ ଏକ ଭଲ ଲେମ୍ବୁ ଆଣି ଘରର ପୂଜା ସ୍ଥାନରେ ରଖନ୍ତୁ ଏବଂ ସବୁଦିନ ତାହାକୁ ସିନ୍ଦୁର ଏବଂ ଚାଉଳ ଦ୍ୱାରା ପୂଜା ମଧ୍ୟ କରନ୍ତୁ । ଏହା ଆପଣ ସେତେବେଳ ପର୍ଯ୍ୟନ୍ତ କରନ୍ତୁ ଯେତେବେଳ ପର୍ଯ୍ୟନ୍ତ ଲେମ୍ୱୁ ସୁଖୀ ଯିବାପରେ ତାହାକୁ ଆଣି ନିଜ ଘରର ବେଡ଼ରୁମର ବିଛଣା ତଳେ ରଖନ୍ତୁ । ଏଠାରେ ଶୁଖିଲା ଲେମ୍ବୁ ଏକ ସୁରକ୍ଷା କବଚ ଭଳି କାମ କରିଥାଏ । ଏହାକୁ ରଖିଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣଙ୍କ ଜୀବନରେ ଯଦି କୌଣସି ଅଘଟଣ ଘଟିବାର ଥାଏ ତେବେ ତାହା ମଧ୍ୟ ଦୁରେଇଯିବ ।

ତେବେ ଆପଣ ଏହି ଉପାୟ ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ । ଏହା ଶତ ପ୍ରତିଶତ ଫଳପ୍ରଦ ଅଟେ ଏହାକୁ ଆମେ ନିଜେ ମଧ୍ୟ ବ୍ୟବହାର କରିଆସିଛୁ । ତେବେ ବନ୍ଧୁଗାଣ ଆପଣ ନିଜର ବେଡ୍ ବା ବିଛଣା ତଳେ ଏହି ସବୁ ଜିନିଷ ରଖିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ବହୁତ ଶୀଘ୍ର ପରିବର୍ତ୍ତନ ଆସିଥାଏ ।

Leave a Reply

Your email address will not be published. Required fields are marked *