ଲୋକପ୍ରିୟ ଅଭିନେତ୍ରୀ ମମତା କୁଳକର୍ଣ୍ଣି ଆଜି ଏପରି ଦେଖାଯାଉଛନ୍ତି !

ଲୋକପ୍ରିୟ ଅଭିନେତ୍ରୀ ମମତା କୁଳକର୍ଣ୍ଣି ଆଜି ଏପରି ଦେଖାଯାଉଛନ୍ତି !

ଆଜି ଆମେ ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ବଲିଉଡ ସମନ୍ଧୀୟ କିଛି ତଥ୍ୟ ଜଣାଇବୁ । ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଢନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା । ୯୦ ଦଶକର ବଲିଉଡ୍ ଆକଟ୍ରେସ୍ ମମତା କୁଳକର୍ଣ୍ଣି ନିଜ ବୋଲଡ଼ ଅଦା ପାଇଁ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ସୃଷ୍ଟି କରିଥିଲେ । ୨୦ ଏପ୍ରେଲ୍ ୧୯୭୨ରେ ମୁମ୍ବାଇରେ ଜନ୍ମ ହୋଇଥିଲା ଅଭିନେତ୍ରୀ ମମତା କୁଳକର୍ଣ୍ଣି ।

ତାଙ୍କୁ ଆଜି କୌଣସି ‘ପେହେଚାନ୍’ର ଆବଶ୍ୟକତା ନାହିଁ । ସେ ୧୯୯୨ରେ ରିଲିଜ୍ ହୋଇଥିବା ଫିଲ୍ମ ତ୍ରିରଙ୍ଗାରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ସାଙ୍ଗମାନେ ଯଦି ଆପଣ ମଧ୍ୟ ମମତା କୁଳକର୍ଣ୍ଣିଙ୍କର ଫ୍ୟାନ ଅଟନ୍ତି ତେବେ ଏହାକୁ ସମ୍ପୂର୍ଣ୍ଣ ପଢନ୍ତୁ । ତ୍ରିରଙ୍ଗା ଫିଲ୍ମରେ ତାଙ୍କର ଛୋଟ ରୋଲ୍ ଥିଲା କିନ୍ତୁ ବର୍ଷ ୧୯୯୩ରେ ଆସିଥିବା ବୋଲିଉଡ଼ ଫିଲ୍ମ ‘ଆସିକ୍ ଆୱାରା’ ମମତା କୁଳକର୍ଣ୍ଣିଙ୍କର ପ୍ରଥମ ହିଟ୍ ଫିଲ୍ମ ହୋଇଥିଲା । ଏହା ସହିତ ସେ ‘କ୍ରାନ୍ତି ଭିର୍’, ‘ୱକ୍ତ ହମାରା ହେଁ’, ଏବଂ ‘ବାଜି’ ଭଳି ଏକରୁ ଅଧିକ ହିଟ୍ ଫିଲ୍ମ ଦେବାକୁ ଲାଗିଥିଲେ ।

ଏହି ବର୍ଷ ମମତା କୁଳକର୍ଣ୍ଣି ‘ଟ-ପ-ଲେ-ସ୍’ ଫୋଟସୁଟ୍ କରି ବଲିଉଡରେ ତେହେଲକା ସୃଷ୍ଟି କରିଦେଇଥିଲେ । ତାଙ୍କୁ ପସନ୍ଦ କରୁଥିବା ବ୍ୟକ୍ତି ତାଙ୍କର ଏକ ଦୃଷ୍ଟି ପାଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ । ସେ ଵଲିଉଡ଼ର ବଡ଼ ବଡ଼ କଳାକାର ଯେପରି ସଲମାନ୍ ଖାନଙ୍କ ଠାରୁ ନେଇ ଅମୀର୍ ଖାନଙ୍କ ସହିତ ମଧ୍ୟ କାମ କରିଛନ୍ତି । କିନ୍ତୁ ଫିଲ୍ମରେ ଉଚ୍ଚ ସଫଳତା ହାସିଲ କରିବା ସତ୍ୱେ ମମତା କୁଳକର୍ଣ୍ଣି ଅଚାନକ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଯାଇଥିଲେ । ମମତା କୁଳକର୍ଣ୍ଣିଙ୍କୁ ଆଜିର ସମୟରେ ଦେଖିଲେ ଆପଣ ଚିହ୍ନି ପାରିବା କଷ୍ଟକର ହୋଇଯିବ । କାରଣ ଆଜିର ସମୟରେ ତାଙ୍କୁ ଦେଖିଲେ ସେ ମୋଟା ନଜର ଆସନ୍ତି ।

ତାଙ୍କର ଫ୍ୟାନମାନେ ମଧ୍ୟ ତାଙ୍କ ଫୋଟ ଦେଖି ଚିହ୍ନିବା କଷ୍ଟକର ହୋଇଯାଇଥିଲେ । ମମତା ସ୍ୱାମୀଙ୍କ ନାମ ଭିକି ଗୋସ୍ୱାମୀ ଅଟେ । ମମତା କୁଳକର୍ଣ୍ଣି ନିଜ ସ୍ୱାମୀଙ୍କ ସହିତ ବର୍ତ୍ତମାନର ସମୟରେ କେନିୟାରେ ରହୁଛନ୍ତି । ମମତା କୁଳକର୍ଣ୍ଣି ତାଙ୍କ ସମୟରେ ଏକ ସବୁଠାରୁ ସଫଳ ଅଭିନେତ୍ରୀ ଥିଲେ । କିନ୍ତୁ ହଠାତ୍ ତାଙ୍କର ଵଲିଉଡ଼ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଯିବା ଦ୍ୱାରା ତାଙ୍କ ଫ୍ୟାନମାନେ ଖୁବ୍ ନିରାଶ ହୋଇଥିଲେ । ସେ ତାଙ୍କ ସମୟରେ ଅନେକ ହିଟ୍ ଫିଲ୍ମ ମଧ୍ୟ ଦେଇଥିଲେ । ଏଥିପାଇଁ ଫ୍ୟାନମାନେ ତାଙ୍କର ଆସିବାକୁ ଯାଉଥିବା ଫିଲ୍ମ ଗୁଡିକର ଅପେକ୍ଷାରେ ରହୁଥିଲେ ।

ମମତା କୁଳକର୍ଣ୍ଣି କରନ୍ ଅର୍ଜୁନ୍, ସବସେ ବଡା ଖିଲାଡି, ଆନ୍ଦୋଳନ୍, ଚାଇନା ଗେଟ୍ ଏବଂ ଛୁପା ରୁସ୍ତମ୍ ଭଳି ସୁପରହିଟ୍ ଫିଲ୍ମ ମାନ ଦେଇଥିଲେ । ତାଙ୍କୁ ଆଜିକା ସମୟରେ ୪୯ ବର୍ଷ ଏବଂ ସେ ଵଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଗୟାବ୍ ହେବାପରେ ତାଙ୍କର ଅନ୍ୟ କୌଣସି ଫିଲ୍ମ ପ୍ରକାଶ ପାଇନାହିଁ । ତେବେ ଏହା ଥିଲା ଵଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ମମତା କୁଳକର୍ଣ୍ଣିଙ୍କ ସମ୍ବନ୍ଧରେ କିଛି ତଥ୍ୟ ।

Leave a Reply

Your email address will not be published. Required fields are marked *