୪୪ ବର୍ଷ ବୟସରେ “ଗୀତା ମାଁ”ଙ୍କର ବୟଫ୍ରେଣ୍ଡ ସହିତ ଫୋଟ ହେଲା ଭାଇରାଲ । ଦେଖି ଆଶ୍ଚର୍ଯ୍ୟ ହୋଇଯିବେ !

୪୪ ବର୍ଷ ବୟସରେ “ଗୀତା ମାଁ”ଙ୍କର ବୟଫ୍ରେଣ୍ଡ ସହିତ ଫୋଟ ହେଲା ଭାଇରାଲ । ଦେଖି ଆଶ୍ଚର୍ଯ୍ୟ ହୋଇଯିବେ !

“ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ”ର ଜର୍ଜ ଗୀତା ମାଁଙ୍କ ବିଷୟରେ ସମସ୍ତେ ଜାଣିଥିବେ । ଯଦି ଆପଣଙ୍କୁ ଜଣାନଥିବ ତେବେ ଆମେ କହି ରଖୁଛୁ ଯେ ଗୀତା କପୂର ଅର୍ଥାତ ଗୀତା ମାଁ ହିନ୍ଦୀ ଫିଲ୍ମର ଜଣେ ଲୋକପ୍ରିୟ କରିୟୋଗ୍ରାଫର ଅଟନ୍ତି । ଆପଣ ଗୀତା ମାଁଙ୍କୁ ଡ୍ୟାନ୍ସ ଉପରେ ଆଧାରିତ ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଜର୍ଜ ଭାବରେ ଦେଖିଥିବେ । ୧୫ ବର୍ଷରୁ ନିଜର କ୍ୟାରିଅରର ଆରମ୍ଭ କରିଥିବା ଗୀତା କପୂର ଆଜି ୪୫ ବର୍ଷୀୟ ହୋଇଯାଇଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ବିବାହ କରି ନାହାନ୍ତି । କିନ୍ତୁ, ଆଜିକାଲି ଗୀତା କପୂର ଏବଂ ତାଙ୍କର ବୟଫ୍ରେଣ୍ଡଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି ।

ଗୀତା କପୂର ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ ଫୋଟ :-

newstrend

୪୫ ବର୍ଷ ବୟସରେ ମଧ୍ୟ ଗୀତା କପୂର କୁଆଁରୀ ଅଛନ୍ତି । ୪୫ ବର୍ଷରେ ପଦାର୍ପଣ କରିଥିବା ଗୀତା କପୂରଙ୍କ ବିବାହ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ । ତାହାର କାରଣ ତାଙ୍କୁ ବର୍ତ୍ତମାନ ସୁଦ୍ଧା ନିଜ ପସନ୍ଦର ପୁଅ ମିଳି ନାହାନ୍ତି । କିନ୍ତୁ ତାଙ୍କର ଏହି ସନ୍ଧାନ ବର୍ତ୍ତମାନ ଶେଷ ହେବାର ପ୍ରତୀତ ହେଉଛି । ତାଙ୍କୁ ନିଜର ସ୍ଵପ୍ନର ରାଜକୁମାର ମିଳିଯାଇଛି । କରିୟୋଗ୍ରାଫର ଗୀତା କପୂର ଜୀ ଟିଭିର ଶୋ’ DIDରୁ ହିଁ ଅଧିକ ଲୋକପ୍ରିୟ ହୋଇଛନ୍ତି । ବର୍ତ୍ତମାନ ଗୀତା କପୂର ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା’ସହିତ ବର୍ତ୍ତମାନ ଗୀତା ମାଁଙ୍କ ପ୍ରସିଦ୍ଧ କରିୟୋଗ୍ରାଫର ଗୀତା କପୂର ରୂପେରେ ଚର୍ଚ୍ଚାରେ ଅଛନ୍ତି ।

newstrend

ଖବର ଅନୁଯାୟୀ ବର୍ତ୍ତମାନ ଡ୍ୟାନ୍ସ ମାଷ୍ଟର ଗୀତା ମଡେଲ ରାଜୀବ ଖିଞ୍ଚିଙ୍କ ସହିତ ନଜର ଆସୁଛନ୍ତି । ଯଦି ଆମେ ଇଣ୍ଡଷ୍ଟ୍ରିର ଗୁପ୍ତ ସୂତ୍ର ଉପରେ ବିଶ୍ୱାସ କରିବା ତେବେ ବର୍ତ୍ତମାନ ଲୋକପ୍ରିୟ କରିୟୋଗ୍ରାଫର ଆଜିକାଲି କରିୟୋଗ୍ରାଫର ମୋଡେଲ ରାଜୀବ ଖିଞ୍ଚିଙ୍କୁ ଡେଟିଂ କରୁଛନ୍ତି । ଯେତେବେଳେ ମଧ୍ୟ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ର ଜର୍ଜଙ୍କୁ ତାଙ୍କ ପ୍ରେମ ବିଷୟରେ ପଚରା ଯାଏ, ସେତେବେଳେ ସେ ଏହାକୁ ହସି କଥାକୁ ଅନ୍ୟତ୍ର ନେଇ ଯାଇଥାନ୍ତି ଏବଂ ସେ ବିଷୟରେ ଚୁପ୍ ରହନ୍ତି । ତେଣୁ ଆମେ କହି ପାରିବୁନି ଯେ ଏହା ସତ୍ୟ ଅଟେ ।

newstrend

କିନ୍ତୁ ରାଜୀବଙ୍କ ଇନଷ୍ଟାଗ୍ରାମ୍ କେବଳ ଦୁହିଁଙ୍କ ଫୋଟରେ ଭରି ରହିଛି । ଯାହା ଦେଖିବା ପରେ କେହି କହିବେ ନାହିଁ ଯେ ଏମାନେ କେବଳ ଭଲ ସାଙ୍ଗ ଅଟନ୍ତି ।

ପ୍ରସିଦ୍ଧ କରିୟୋଗ୍ରାଫର ହେଉଛନ୍ତି ଗୀତା କପୂର :-

newstrend

ଗୀତା କପୂର ଏବଂ ତାଙ୍କ ବୟଫ୍ରେଣ୍ଡଙ୍କ ଫୋଟ ଦେଖି ଏହା ମନେ ହେଉଛି ଯେ ସେମାନେ ବର୍ତ୍ତମାନ ରିଲେସନସିପରେ ଅଛନ୍ତି । ଗୀତା ବଲିଉଡ଼ରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିପାରନ୍ତିଛନ୍ତି । ଆପଣ ତାଙ୍କୁ ଅନେକ ଟିଭି ଶୋ’ରେ ଜର୍ଜ ଭାବରେ ଦେଖିଥିବେ । ଗୀତା ବଲିଉଡ଼ର ଅନେକ ଫିଲ୍ମରେ କରିୟୋଗ୍ରାଫର ଭାବରେ କାମ କରିଛନ୍ତି । ସେଥିମଧ୍ୟରୁ ବେବୀ, ତେରେ ନାଲ ଲଭ୍ ହଗୟା, ଅଶୋକା, ଫିନ୍ଯା, ତୀସ ମାର ଖାନ୍ ସାମିଲ ହୋଇଛି । ଏହାବ୍ୟତୀତ ଗୀତା ଫରହାନ ଖାନଙ୍କ ସହିତ କୁଛ କୁଛ ହୋତା ହେ, ଦିଲ୍ ତୋ ପାଗଳ ହେ, କଭି ଖୁସି କଭି ଗମ୍, ମହୋବତେ ଭଳି ଫିଲ୍ମକୁ ମଧ୍ୟ କରିୟଗ୍ରାଫର କରିଛନ୍ତି ।

newstrend

କିନ୍ତୁ ଆଜି ୪୫ ବର୍ଷରେ ସେ ନିଜର କାମକୁ ନେଇ ନୁହେଁ ବରଂ ନିଜର ଅଫେୟାର କାରଣରୁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ରାଜୀବ ଏବଂ ଗୀତାଙ୍କର ଏହି ଫୋଟ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଏହା ଅନୁମାନ କରାଯାଉଛି ଯେ ବୋଧହୁଏ ସେମାନେ ବର୍ତ୍ତମାନ ପରସ୍ପରକୁ ନେଇ ଡେଟ୍ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସତ୍ୟତା ସମ୍ନାକୁ ଆସିନାହିଁ । ରାଜୀବ ମଧ୍ୟ ଜଣେ କରିୟୋଗ୍ରାଫର ଅଟନ୍ତି ।ଏହାବ୍ୟତୀତ ଗୌତମ୍ ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *