ଯେଉଁ ଲୋକମାନଙ୍କୁ ଆଣ୍ଠୁ ଗଣ୍ଠିରେ ଓ ଅଣ୍ଟାରେ ବ୍ୟଥା ରହିବା ଯୋଗୁଁ ଚାଲିବାରେ କଷ୍ଟ ହେଉଛି, ସେମାନେ ଏହି ଔଷଧ ସେବନ କରି ଦୌଡ଼ିବାରେ ମଧ୍ୟ ସକ୍ଷମ ହେବେ ।

ଯେଉଁ ଲୋକମାନଙ୍କୁ ଆଣ୍ଠୁ ଗଣ୍ଠିରେ ଓ ଅଣ୍ଟାରେ ବ୍ୟଥା ରହିବା ଯୋଗୁଁ ଚାଲିବାରେ କଷ୍ଟ ହେଉଛି, ସେମାନେ ଏହି ଔଷଧ ସେବନ କରି ଦୌଡ଼ିବାରେ ମଧ୍ୟ ସକ୍ଷମ ହେବେ ।

ଆଜିକାଲିର ଲୋକଙ୍କ ଭୁଲ୍ ଜୀବନଶୈଳୀ ଓ ଖାଦ୍ୟ ଖାଇବାରେ ଅବହେଳା ଥିବା କାରଣରୁ ଆମକୁ ଅନେକ ସମସ୍ୟା ଭଗିବାକୁ ପଡ଼ିଥାଏ । ସେଥିମଧ୍ୟରୁ ଅନ୍ୟତମ ଅଟେ, ଆଣ୍ଠୁ ଗଣ୍ଠିରେ ବ୍ୟଥା ଓ ଅଣ୍ଟାରେ ବ୍ୟଥା ଏହା ଏକ ଏଭଳି ବ୍ୟଥାର ଅନୁଭବ ହୋଇଥାଏ, ଯାହାଦ୍ୱାରା ଲୋକମାନଙ୍କୁ ଚାଲିବାରେ ବହୁତ କଷ୍ଟ ହୋଇଥାଏ । ଆମେ ଆଜି ଆପଣଙ୍କୁ ଗୋଟିଏ ଏଭଳି ଘରୋଇ ଉପଚାର କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିବା ଦ୍ୱାରା ଆଣ୍ଠୁ ଗଣ୍ଠି ଓ ଅଣ୍ଟାର ବ୍ୟଥା ସବୁଦିନ ପାଇଁ ଠିକ୍ ହୋଇଯିବ ।

google

ଉପଚାର ବନେଇବାର ବିଧି –

google

ଆପଣ ପ୍ରଥରେ ଗୋଟିଏ ପାତ୍ରରେ ଦୁଇ ଗ୍ଲାସ୍ ପାଣି ନିଅନ୍ତୁ । ଏଥିରେ ଅଧା ଚାମଚ ସୁଣ୍ଠି ଗୁଣ୍ଡ ମିଶାନ୍ତୁ, ଏହି ଗୁଣ୍ଡ ଆମ ଆଣ୍ଠୁ ଗଣ୍ଠି ଓ ଅଣ୍ଟା ବ୍ୟଥାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ । ଦ୍ୱିତୀୟରେ ଆପଣ ପାଣିରେ ଗୋଟିଏ ଚାମଚ ଜୁଆଣି ମିଶାନ୍ତୁ । ତୃତୀୟରେ ହେଉଛି ଗୋଟିଏ ତେଜପତ୍ର ମିଶାନ୍ତୁ ଓ ଶେଷରେ ଅଧା ଚାମଚ ଗୂଡ଼ ମିଶାନ୍ତୁ । ଏହି ସମସ୍ତ ଜିନିଷ ଆପଣଙ୍କ ଆଣ୍ଠୁ ଗଣ୍ଠି ଓ ଅଣ୍ଟା ବ୍ୟଥାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ । ଏଗୁଡ଼ିକ ସେତେବେଳେ ପର୍ଯ୍ୟନ୍ତ କମ୍ ଜାଳରେ ଫୁଟାନ୍ତୁ ଯେତେବେଳେ ପର୍ଯ୍ୟନ୍ତ ତାହା ଭଲରେ ଫୁଟି ଗୋଟିଏ ଗ୍ଲାସ୍ ପାଣି ନ ରହିବ । ଏହି କାଢାକୁ ହାଲୁକା ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ । ପରେ ଏହାକୁ ଏକ ଗ୍ଲାସରେ ଛାଣି ନିଅନ୍ତୁ । ଏବେ ଆମର ଉପଚାର ପ୍ରସ୍ତୁତ ହୋଇସାରିଛି ।

ସେବନ ବିଧି –

google

ଏହାକୁ ଆପଣ ସକାଳେ ଖାଲି ପେଟରେ ସେବନ କରନ୍ତୁ । କିନ୍ତୁ କୌଣସି କାରଣରୁ ଆପଣ ସକାଳେ ସେବନ କରିପାରିବେ ନାହିଁ, ତେବେ ଏହାକୁ ସନ୍ଧ୍ୟାରେ ସେବନ କରନ୍ତୁ । କିନ୍ତୁ ଏହି ଔଷଧ ସକାଳେ ଖାଲି ପେଟରେ ସେବନ କରିବା ହିଁ ସବୁଠାରୁ ଶ୍ରେଷ୍ଟ ଅଟେ । ଆପଣ ଏହାକୁ ନିରନ୍ତର ୧୫ ଦିନ ସେବନ କରି ଏହାର ଫାଇଦା ଆପଣ ସ୍ୱୟଂ ଅନୁଭବ କରିପାରିବେ କି ଆପଣଙ୍କୁ ଧୀରେ ଧୀରେ ଗଣ୍ଠି ବ୍ୟଥା ଠିକ୍ ହେବାରେ ଲାଗୁଛି । ଏହାର ଆଉ କିଛି ସେବନ କରିବା ଦ୍ୱାରା ଏହି ଅସୁବିଧାରୁ ଆପଣ ସମ୍ପୂର୍ଣ୍ଣ ରୂପେ ମୁକ୍ତି ପାଇଯିବେ ।

Leave a Reply

Your email address will not be published. Required fields are marked *