ବର୍ତ୍ତମାନ ୧ ଟଙ୍କାର ମୁଦ୍ରା ଆପଣଙ୍କୁ କରିପାରେ ୯ କୋଟି ୯୯ ଲକ୍ଷ ଟଙ୍କାର ମାଲିକ ! ଘରେ ବସି କରନ୍ତୁ ଏହି ଗୋଟିଏ କାମ…

ବର୍ତ୍ତମାନ ୧ ଟଙ୍କାର ମୁଦ୍ରା ଆପଣଙ୍କୁ କରିପାରେ ୯ କୋଟି ୯୯ ଲକ୍ଷ ଟଙ୍କାର ମାଲିକ ! ଘରେ ବସି କରନ୍ତୁ ଏହି ଗୋଟିଏ କାମ…

ସମସ୍ତେ ସ୍ୱପ୍ନ ଦେଖନ୍ତି ଯେ ସେମାନଙ୍କର ପାଖରେ ପ୍ରଚୁର ଅର୍ଥ ହେଇ ଯାହା ଯାହାଫଳରେ ସେମାନେ ସୁଖ ଶାନ୍ତିର ଜୀବନ ଅତିବାହିତ କରିପାରିବେ । ଅନେକ ଲୋକ ଏହି ଜୀବନକୁ ପାଇବା ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି କିନ୍ତୁ ଏହାକୁ ହାସଲ କରିବାପାଇଁ ମାତ୍ର କିଛି ଲୋକ ସଫଳ ହୋଇପାରିଥାନ୍ତି । ଦୁନିଆଁରେ ଅନେକ ଲୋକ କୋଟିପତି ହେବା ପାଇଁ ସ୍ଵପ୍ନ ଦେଖିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣ ଜଣେ କୋଟିପତି ନୁହେଁ ବରଂ ୧୦ କୋଟି ଟଙ୍କା ପରିପୂର୍ଣ୍ଣ ରୋଜଗାର କରିପାରିବେ । ଆସନ୍ତୁ ଜାଣିବା ଆପଣ ଘରେ ବସି କିପରି ମାଲାମାଲ୍ ହୋଇପାରିବେ ।

ବାସ୍ତବରେ ଅନେକ ଲୋକଙ୍କ ପିଲାଟି ଦିନରୁ ଇଚ୍ଛା ରହିଥାଏ କି ସେ ପୁରୁଣା ଏବଂ ପୁରାତନ ମୁଦ୍ରାକୁ ଏକାଠି କରି ତାର ସଂଗ୍ରହ ପ୍ରସ୍ତୁତ କରନ୍ତୁ । ଯଦି ଆପଣ ସେଥି ମଧ୍ୟରୁ ଜଣେ ଅଟନ୍ତି, ତେବେ ହୋଇପାରେ ଆପଣଙ୍କ ଭାଗ୍ୟରେ ମଧ୍ୟ ୯ କୋଟି ୯୯ ଲକ୍ଷ ଟଙ୍କାର ଧନରାଶି ଥାଇପାରେ । ଆପଣ କେବଳ ଗୋଟିଏ ମୁଦ୍ରା ପରିବର୍ତ୍ତେ ପୁରାପୁରି ୯ କୋଟି ୯୯ ଲକ୍ଷ ଟଙ୍କାର ମାଲିକ ହୋଇପାରନ୍ତି । ଶୁଣିବାରେ ଏହି କଥା ଆପଣଙ୍କୁ ମିଛ ଲାଗୁ ଥାଇପାରେ କିନ୍ତୁ ଏହା ଶହେ ପ୍ରତିଶତ ସତ ଅଟେ । ଦେଶ ବିଦେଶରେ ଏଭଳି ଅନେକ ଲୋକ ଥିବେ, ଯେଉଁମାନେ ପୁରୁଣା ମୁଦ୍ରାକୁ ଅତ୍ୟନ୍ତ ଭଲ ପାଉଥିବେ, ଏଭଳି ପରିସ୍ଥିତିରେ ପୁରୁଣା ମୁଦ୍ରାର ଅତ୍ୟନ୍ତ ଚାହିଦା ରହିଛି ।

ତେବେ କହିରଖୁଛୁ ଯେ, ଏହି ୧ ଟଙ୍କାର ମୁଦ୍ରା ୧୮୮୫ ମସିହାରେ ନିର୍ମାଣ ହୋଇଥିବା ଆବଶ୍ୟକ ଅର୍ଥାତ ଆଜକୁ ଠିକ୍ ୧୩୬ ବର୍ଷର ପୁରୁଣା ଯେତେବେଳେ ଇଂରେଜ ମାନଙ୍କର ଶାସନ ଚାଲିଥିଲା । ଭିକ୍ଟେରିଆନ୍ ସମୟର ସେହି ଜମାନା ମୁଦ୍ରାର ମୂଲ୍ୟ ଆଜି କୋଟି କୋଟି ଟଙ୍କା ଅଟେ । ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ଆକାଶ ଛୁଉଁଛି । ବାସ୍ତବରେ ୧୮୮୫ ମସିହାର ମୁଦ୍ରା ବର୍ତ୍ତମାନ ବିଲୁପ୍ତ ହୋଇଯାଇଛି, ସେଥିପାଇଁ ବର୍ତ୍ତମାନ ଏହାକୁ ଅତ୍ୟନ୍ତ ବିଲୁପ୍ତ ଭାବରେ ବିବେଚନା କରାଯାଉଛି । ଏହି ମୁଦ୍ରା ଗୁଡିକୁ ଏକାଠି କରି ସରକାର ଆଗାମୀ ପିଢିକୁ ଦେଖାଇପାରନ୍ତି । ଯଦି ଆପଣଙ୍କ ପାଖରେ ମଧ୍ୟ ୧ ଟଙ୍କାର ଏଭଳି ମୁଦ୍ରା ରହିଛି, ଯାହା ଉପରେ ୧୮୮୫ ଲେଖା ହୋଇଥିବ, ତେବେ ତାହାକୁ ଅନଲାଇନ୍ ନିଲାମୀ ପାଇଁ ପକାଇପାରିବେ ।

ଏଥିସହିତ ଅନଲାଇନ୍ ନିଲାମୀ ପାଇଁ ଆପଣଙ୍କୁ OLX ୱେବସାଇଟକୁ ଯିବାକୁ ପଡ଼ିବ ଏବଂ ଏଠାରେ ନିଜର ରେଜିଷ୍ଟ୍ରେସନ୍ କରିବାକୁ ପଡିବ, ଏହାପରେ ଇମେଲ୍ କିମ୍ବା ନମ୍ବର ଭେରୀଫିକେସନ୍ ପରେ ଆପଣଙ୍କ ଆକାଉଣ୍ଟ ତିଆରି ହୋଇଯିବ । ଏହାପରେ ଆପଣ ଏହି ଆକାଉଣ୍ଟ ମାଧ୍ୟମରେ କ୍ରୟ ଏବଂ ବିକ୍ରୟ ମଧ୍ୟ କରିପାରିବେ । ରେଜିଷ୍ଟ୍ରେସନ୍ ପରେ ଆପଣଙ୍କ ପାଖରେ ରହିଥିବା ମୁଦ୍ରାର ଫୋଟ ଉଠାଇ ଆପଣଙ୍କୁ ସାଇଟରେ ଅପଲୋଡ୍ କରିବାକୁ ପଡିବ ଏବଂ ବର୍ଣ୍ଣନା ଲେଖିବାକୁ ପଡିବ । ତା’ପରେ ଆପଣଙ୍କର ଏହି ମୁଦ୍ରାକୁ ସେଲ କରିବାରେ ଲଗାଇ ଦିଆଯିବ । ପ୍ରାୟତଃ ଏହି ଟଙ୍କାର ମୂଲ୍ୟ ୯ କୋଟି ୯୯ ଲକ୍ଷ ଟଙ୍କା ଅଟେ । ଇଚ୍ଛୁକ ଥିବା କ୍ରେତାମାନେ ଆପଣଙ୍କ ଏହି ମୁଦ୍ରାର ଯାଞ୍ଚ କରି ମୁଦ୍ରା ଆପଣଙ୍କ ଠାରୁ କିଣିପାରିବେ ଏବଂ ଆପଣ ରାତାରାତି ମଧ୍ୟରେ କୋଟିପତି ମଧ୍ୟ ହୋଇ ଯାଇପାରନ୍ତି ।

Leave a Reply

Your email address will not be published. Required fields are marked *