ବୈଜ୍ଞାନିକଙ୍କ ଚିନ୍ତା ବଢାଉଛି : “କୋରନା ରୋଗର ନୂଆ ଲକ୍ଷଣ, ରୋଗୀଙ୍କ ଶରୀର ହୋଇଯାଉଛି କଳା !”

ବୈଜ୍ଞାନିକଙ୍କ ଚିନ୍ତା ବଢାଉଛି : “କୋରନା ରୋଗର ନୂଆ ଲକ୍ଷଣ, ରୋଗୀଙ୍କ ଶରୀର ହୋଇଯାଉଛି କଳା !”

ନମସ୍କାର ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଜଣାଇବୁ କରୋନା ସମ୍ୱନ୍ଧୀୟ କିଛି ବିଶେଷ ତଥ୍ୟ ବିଷୟରେ । ତେବେ ଚାଲନ୍ତୁ ଆରମ୍ଭ କରିବା ବର୍ତ୍ତମାନସମୟର ସବୁଠାରୁ ବଡ଼ ଖବର କଳା କରିଦେଉଛି କୋରନା । ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ହେଉଛନ୍ତି ଭୟଭୀତ । ତେବେ ଆସନ୍ତୁ ନଜର ପକାଇବା ସମ୍ପୁର୍ଣ୍ଣ ଖବର ଉପରେ ।

ଧର୍ମ ଗ୍ରନ୍ଥ ଅନୁସାରେ ପୃଥିବୀରେ ପାପର ମାତ୍ରା ପୁରା ବହୁତ ବଢିଯାଏ ସେତେବେଳେ ଅନେକ ପ୍ରକାରର ଅଘଟଣ ଦେଖିବାକୁ ମିଳିଥାଏ ଏବଂ ପାପର ମାତ୍ରା ବଢିଯିବାପରେ ଭୂକମ୍ପ ବାତ୍ୟା ବନ୍ୟା ସୁନାମି ଭଳି ଅନେକ ପ୍ରକାରଅଘଟଣ ଦେଖିବାକୁ ମିଳିଥାଏ ।ସେହିଭଳି ଭାବରେ ଅନେକ ସମୟରେ କେତେକ ମହାମାରୀ ରୋଗ ମଧ୍ୟ ଦେଖାଯାଇଥାଏ ଏବଂ ଏହି ମହାମାରୀ ରୋଗ ଦ୍ୱାରା ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥାଏ । ଏହିପରି ଏକ ମହାମାରି ରୋଗ ଦେଖାଦେଇଥିଲା ଯାହାର ନାମ କୋରନା ।

କୋରନା ପାଇଁ ସମଗ୍ର ବିଶ୍ୱ ଚିନ୍ତାରେ ଅଛି । ଏହି ରୋଗ ସମଗ୍ର ବିଶ୍ୱକୁ ପ୍ରଭାଭିତ କରିଛି । ଅନେକ ଲୋକମାନଙ୍କ ଜୀବନ ମଧ୍ୟ ନେଇସାରିଛି ଏହି କୋରନା ଦୀର୍ଘ ଏକବର୍ଷ ପାଇଁ ସମଗ୍ର ବିଶ୍ୱ ଏହି ମହାମାରୀ ପାଇଁ ବନ୍ଦ ହୋଇ ରହିଥିଲା ଏବଂ ପୁର୍ନବାର ଦୀର୍ଘ ଏକବର୍ଷ ପରେ କୋରନାର ଏକ ନୂଆ ରୂପ ଦେଖିବାକୁ ମିଳିଛି । ସମୟ ଅନୁଯାୟୀ କୋରନାର ଏକ ରୋଚକ ତଥ୍ୟ ଦେଖିବାକୁ ମିଳିଛି । ସେହିପରି ବର୍ତ୍ତମାନ ସମୟରେ ମଧ୍ୟ କିଛି ନୂଆ କଥା ଶୁଣିବାକୁ ମିଳିଛି ଏହି କୋରନା ମହାମାରୀ ବିଷୟରେ । ତେବେ ଆସନ୍ତୁ ସେହି ବିଷୟରେ ଅଧିକ କିଛି ଆଲୋଚନା କରିବା ।

କୋରନା ପାଇଁ ଅନେକ ଲୋକ ନିଜର ଜୀବନ ହରାଇ ସାରିଛନ୍ତି । ଅନେକ ଲୋକ ନିଜର ଜୀବିକାରୁ ହାତ ଧୋଇ ବସିଛନ୍ତି ।ଏହି କାରଣରୁ ଅନେକ ଲୋକ ନିଜର ଅତ୍ମୀୟ ଜଣଙ୍କୁ ମଧ୍ୟ ହରାଇ ବସିଛନ୍ତି । ତେବେ ଏହି ମହାମାରି ଅନେକ ପରିବାରକୁ ଛାରଖାର କରିଦେଇଛି । ଅନେକ ଲୋକ କୋରନାରେ ପୀଡିତ ହୋଇଥିଲେ ଏପରିକି ଆମ ମଧ୍ୟରୁ ମଧ୍ୟ କିଛି ଲୋକ ଏହି ରୋଗରେ ପିଡ଼ିତ ହୋଇଥିଲେ । କିନ୍ତୁ ଶୋଭାଗ୍ୟ ବସତ ଆମେ ଏହି ରୋଗରୁ ମୁକ୍ତି ପାଇପାରୁଛେ । ଏହି ରୋଗ ପାଇଁ ବର୍ତ୍ତମାନ ଟୀକା ମଧ୍ୟ ବାହାରି ସାରିଲାଣି । କିନ୍ତୁ ଏହାର ନୂଆ ରୂପ ପାଇଁ ସମସ୍ତେ ଏବେ ଚିନ୍ତିତ ଅଛନ୍ତି ।

କୋରନା ପାଇଁ ସମସ୍ତ ପୃଥିବୀ ଦୁର୍ବଳ ହୋଇଯାଇଛି । କୋରନା ପୂର୍ବରୁ ଯେଉଁଭଳି ଆମଶରୀର ଥିଲା କୋରନା ପରେ ତାହା ଆଉ ଦେଖିବାକୁ ମିଳୁନାହିଁ । ଏହା କେବଳ ସେହିଁ ଜାଣିପାରିବ ଯାହାକୁ ଏହି ରୋଗ ହୋଇଛି । ଏବେ ନୂଆ ତଥ୍ୟ ଦେଖିବାକୁ ମିଳିଛି ଯେ କୋରନା ଶରୀରକୁ କଳା କରିଦେଉଛି । ଚୀନର ଦୁଇଜଣ ଡାକ୍ତରଙ୍କ ପାଖରେ ଏହି ଲକ୍ଷଣ ଦେଖିବାକୁ ମିଳିଛି ।ସେମାନଙ୍କ ପୂର୍ବ ଫୋଟ ଅନୁଯାୟୀ ସେମାନେ ବର୍ତ୍ତମାନ ସମୟରେ ବହୁତ କଳା ହୋଇଯାଇଛନ୍ତି । କିନ୍ତୁ ଆଜି ଯେଉଁ କଥା କହିବୁ ତାହା ସମ୍ପୁର୍ଣ୍ଣ ଭିର୍ଣ ଅଟେ । ଏବେ ଏହା ଖବର ଅସିଛି ଯେ ଇଟାଲୀର ଜଣେ ବୃଦ୍ଧାଙ୍କ ହାତର ତିନୋଟି ଆଙ୍ଗୁଳି ସମ୍ପୂର୍ଣ୍ଣ କଳା ପଡିଯାଇଛି । ଏହା କୋରନା ପାଇଁ ହେଉଥିବାର ଡାକ୍ତର ମାନେ କହିଛନ୍ତି ।

ଡାକ୍ତର ଏହାକୁ ଦେଖିଥିଲେ ଏବଂ ପରୀକ୍ଷା କରିବାପରେ ଜଣା ପଡିଥିଲା ସେହି ବୃଦ୍ଧା ପୂର୍ବରୁ କୋରନା ରୋଗରେ ପୀଡିତ ଥିଲେ ଏବଂ ତାଙ୍କ ଆଙ୍ଗୁଳି କଳା ପଡିବା ଯୋଗୁ ଧୀରେ ଧୀରେ ସମ୍ପୁର୍ଣ୍ଣ ଶରୀର କଳା ପଡିଯାଇଥାନ୍ତା ବୋଲି ଡାକ୍ତର ତାଙ୍କର କଳା ପଡିଥିବା ଆଙ୍ଗୁଠି କାଟିଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ବୈଜ୍ଞାନିକ ଏବଂ ଡାକ୍ତରଙ୍କ କହିବା ଅନୁସାରେ ଏହି ଭଳି ଲକ୍ଷଣ ଦେଖିବାକୁ ମିଳୁଛି ଏବଂ ଏହି ଲକ୍ଷଣ ସେହିମାନଙ୍କ ଠାରେ ମିଳୁଛି ଯେଉଁମାନେ ଆଗରୁ କୋରନା ରୋଗରେ ପୀଡିତ ହୋଇସାରିଛନ୍ତି । ତେବେ ଏହା ରହିଛି ବର୍ତ୍ତମାନର ସବୁଠାରୁ ବଡ଼ ଖବର । ତେବେ ଆପଣ ସାନିଟାଇଜର୍ ବ୍ୟବହାର କରନ୍ତୁ ।ସାମାଜିକ ଦୂରତା ଅବଲମ୍ବନ କରନ୍ତୁ ଏବଂ ସମୟ ସମୟରେ ନିଜର ହାତ ହ୍ୟାଣ୍ଡୱାସ୍ ଦ୍ୱାରା ସଫା କରନ୍ତୁ । ଏହି ଛୋଟ ଛୋଟ କାମ ଦ୍ୱାରା ଆପଣ କୋରନା ଠାରୁ ବଞ୍ଚି ରହିପରିବେ ।

Leave a Reply

Your email address will not be published. Required fields are marked *