ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଲଗାଇଛନ୍ତି ଗମ୍ଭୀର ଆରୋପ ! କହିଛନ୍ତି :- ପୂର୍ବରୁ ହିଁ ନୱାଜୁଦ୍ଦିନଙ୍କ ଅନ୍ୟ କାହା ସହିତ….

ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଲଗାଇଛନ୍ତି ଗମ୍ଭୀର ଆରୋପ ! କହିଛନ୍ତି :- ପୂର୍ବରୁ ହିଁ ନୱାଜୁଦ୍ଦିନଙ୍କ ଅନ୍ୟ କାହା ସହିତ….

ଗତ କିଛିମାସ ହେଲା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କିଛି ଅଲଗା ପ୍ରକାରର ଖବର ସାମ୍ନାକୁ ଆସୁଅଛି । ଏହି ଭିତରେ ଆଲିଆ ସିଦ୍ଦିକି ନୱାଜୁଦ୍ଦିନଙ୍କୁ ଛାଡପତ୍ର ଦେଲା ପରେ କିଛି ରହସ୍ୟମୟ କଥା ସାମ୍ନାକୁ ଆସିଛି । ସେ ଜଣାଇଲେ କି ସେ ଜଣେ ଭଲ ଯତ୍ନଶୀଳ ସ୍ୱାମୀ ଅଟନ୍ତି । ସାଥିରେ ଆଳିଆ ଏହା ମଧ୍ୟ କହିଲେ କି ନବାଜ ତାଙ୍କ ସହ ଶାରୀରିକ ହିଂସା କରନ୍ତି ଓ ଅପମାନଜନକ ବ୍ୟବହାର କରୁଥିଲେ । ଏହି ଖୁଲାସାକୁ ଆଲିଆ ସମସ୍ତଙ୍କୁ ଚକିତ କରିଦେଇଥିଲେ ।

newstrend

ମିଡ଼ିଆ ରେପୋର୍ଟଙ୍କ ଅନୁସାରେ ଏକ ଇଣ୍ଟରଭ୍ୟୁରେ ଆଲିଆ ସିଦ୍ଦିକି ନୱାଜୁଦ୍ଦିନଙ୍କ ବିଷୟରେ ଵିସ୍ତାର ରୂପେ କଥାବାର୍ତ୍ତା କରିଥିଲେ । ସେ ନୱାଜୁଦ୍ଦିନଙ୍କ ବିଷୟରେ ଆଶ୍ଚର୍ଯ୍ୟକ ଭାବେ ଖୁଲାସା କରିଛନ୍ତି । ଆସନ୍ତୁ ଜାଣିବା, କାହିଁକି ଆଲିଆ ନିଜେ ଏହି ଇଣ୍ଟରଭ୍ୟୁରେ କେଉଁ କଥାକୁ ନେଇ ଖୁଲାସା କରିଛନ୍ତି ।

newstrend

ଆଲିଆ ଜଣାଛନ୍ତି ନୱାଜୁଦ୍ଦିନଙ୍କ ଭାଇ ଶମାସ ସିଦ୍ଦିକି ମୋ ବିଷୟରେ ମିଛ ଅଭିଯୋଗ କରିଥିଲେ । ଆଲିଆ ଏହା ମଧ୍ୟ ଜଣାଇଛନ୍ତି କି ସେ ନିଜ ଗର୍ଭବତୀ ସମୟରେ ସେ ବହୁତ କିଛି କଷ୍ଟ ସହ୍ୟ କରିଛନ୍ତି ।

ବାହାଘରର ପ୍ରଥମ ଦିନରୁ ହିଁ ସମସ୍ୟା ରହିଥିଲା’

newstrend

ଆଲିଆ କହିଛନ୍ତି ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହିତ ସେ ଏକ ଫିଲ୍ମରେ କାମ କରିଥିଲେ । ସେହି ଫିଲ୍ମରେ ତାଙ୍କ ବନ୍ଧୁତା ଗଢ଼ି ଉଠିଥିଲା ଓ ପରେ ସେମାନେ ଧୀରେ ଧୀରେ ଭଲ ପାଇ ବସିଲେ । ଏହା ପରେ ସେ ଦୁହେଁ ଏକା ସାଥିରେ ନିଜର ଜୀଵନ ଯାତ୍ରା ଆରମ୍ଭ କରିଥିଲେ ଓ ପରେ ବାହା ହୋଇଥିଲେ କିନ୍ତୁ ଦୁର୍ଭାଗ୍ୟ ଏହାଯେ ବାହା ହେବା ପରେ ତାଙ୍କ ଭଲ ପାଇବା ଧୀରେ ଧୀରେ ଶେଷ ହେବାକୁ ଲାଗିଲା । ଆଲିଆ କହିଲେ କି, ବାହାଘରର ପ୍ରଥମ ଦିନରୁ ହିଁ ସମସ୍ୟା ଥିଲା । ତାଙ୍କୁ ଲାଗିଲା କି ଆଗକୁ ସବୁ କିଛି ଠିକ୍ ହୋଇଯିବ କିନ୍ତୁ ତାଙ୍କ ବାହାଘରକୁ ୧୬ ବର୍ଷ ହୋଇଗଲା କିନ୍ତୁ କୋଣସି ମଧ୍ୟ କିଛି ବଦଳିଲାନାହିଁ ।

ଆଲିଆ ନୱାଜୁଦ୍ଦିନଙ୍କ ବିରୋଧରେ ଲଗାଇଲେ ଆରୋପ:-

newstrend

ଆଲିଆ କହିଲେ କି ବାହାଘରର ପ୍ରଥମ ଦିନରୁ ହିଁ ମାନସିକ ପୀଡା ହୋଇଥିଲା । ତାହା ସହ ନୱାଜୁଦ୍ଦିନଙ୍କ ଅସାବଧାନତା ବିଷୟରେ ମଧ୍ୟ ଆଲିଆ ଖୁଲାସା କରିଥିଲେ । ସେ କହିଲେ କି ତାଙ୍କୁ ବର୍ତ୍ତମାନ ମଧ୍ୟ ମନେ ଅଛି, ଯେତେବେଳେ ଆମେ ଦୁହେଁ ଦୁହିଁଙ୍କୁ ସମୟ ଦେଉଥିଲୁ ଓ ବାହା ହେବାକୁ ଚାହୁଁଥିଲୁ, ସେତେବେଳ ମଧ୍ୟ ନୱାଜୁଦ୍ଦିନ ଆଉ ଜଣ ଝିଅ ସହ ସମ୍ପର୍କ ରଖିଥିଲେ । ଆମ ବାହାଘରର ଆଗରୁ ମଧ୍ୟ ଏବଂ ତା’ପରେ ପରେ ମଧ୍ୟ ଝଗଡା ହୋଉଥିଲା ।

newstrend

ଆଲିଆ ନିଜର ଗର୍ଭବସ୍ଥା ସମୟକୁ ମନେ ପକେଇ କହିଲେ କି ସେ ଗର୍ଭବତୀ ସମୟରେ ମଧ୍ୟ ନୱାଜୁଦ୍ଦିନ ତାଙ୍କ ସାଙ୍ଗରେ ନଥିଲେ । ସେ ଅଲଗା ଦୁନିଆଁରେ ରହୁଥିଲେ । ଏହା କି ନିଜର ଚିକିତ୍ସା ପାଇଁ ମଧ୍ୟ ସେ ନିଜେ ଡ୍ରାଇବ କରିକି ଯିବାକୁ ପଡୁଥିଲା । ତାଙ୍କ ଡାକ୍ତର ତାଙ୍କୁ କହିଥିଲେ କି ତମେ କଣ ପାଗଳ କି ଓ ସେ ପ୍ରଥମ ମହିଳା ଯିଏ କି ନିଜ ପ୍ରସବ ସମୟରେ ଏକୁଟିଆ ଯାଇଥିଲେ ।

newstrend

ଆଲିଆ ଜଣାଇଲେ କି ତାଙ୍କୁ ଯେତେବେଳେ ପ୍ରସବ ପୀଡା ଆରମ୍ଭ ହେଲା, ସେତେବେଳେ ନୱାଜୁଦ୍ଦିନ ଓ ତାଙ୍କ ବାପା ମାଆ ସେଠାରେ ଥିଲେ କିନ୍ତୁ ମୋ ପାଖକୁ କେହି ମଧ୍ୟ ଆସିନଥିଲେ । ଏହା କି ନୱାଜୁଦ୍ଦିନ ସେହି ସମୟରେ ତାଙ୍କ ଗାର୍ଲଫ୍ରେଣ୍ଡ ସହ କଥା ହେଉଥିଲେ । ମୋତେ ଏହି ସବୁ ବିଷୟରେ ଏଥିପାଇଁ ଜଣା ଅଛି, କାରଣ ସେହି ସମୟରେ ଫୋନ ବିଲ୍ ସାଥେ କୋଲ୍ ଡିଟେଲ ମଧ୍ୟ ମିଳୁଥିଲା ।

Leave a Reply

Your email address will not be published. Required fields are marked *