ମୁମ୍ବାଇ ପୋଲିସ୍ କରିଛି ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସହିତ ଧୋକା ! ଅଭିନେତାଙ୍କ ପିତା ପ୍ରମାଣ ଦେଇ କରିଛନ୍ତି ଖୁଲସା

ମୁମ୍ବାଇ ପୋଲିସ୍ କରିଛି ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ସହିତ ଧୋକା ! ଅଭିନେତାଙ୍କ ପିତା ପ୍ରମାଣ ଦେଇ କରିଛନ୍ତି ଖୁଲସା

ବଲିଉଡର ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ଯାଞ୍ଚ ବର୍ତ୍ତମାନ ୨ ରାଜ୍ୟର ପୋଲିସ୍ କରୁଛନ୍ତି । ଗୋଟେପଟେ ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ ମୃତ୍ୟୁ ପରେ ବାରମ୍ବାର ଅନୁସନ୍ଧାନ କରୁଛନ୍ତି, ଅନ୍ୟ ପକ୍ଷରେ ବିହାର ପୋଲିସ୍ ମଧ୍ୟ ଏହି ମାମଲାକୁ ନେଇ ଯାଞ୍ଚ କରୁଛି । ଦୁଇ ରାଜ୍ୟ ଯାଂଚରେ ବହୁତ ପ୍ରକାରର ମତଭେଦ ଦେଖିବାକୁ ମିଳୁଛି । ଏହା ମଧ୍ୟରେ ସୋମବାରକୁ ମୁମ୍ବାଇ ପୋଲିସ୍ କମିଶନର ସ୍ପଷ୍ଟ ରୂପରେ କହିଲେ କି ବିହାର ପୋଲିସକୁ ଏହି ମାମଲା ଯାଂଚରେ କୋଣସି ଅଧିକାର ନାହିଁ । ପୁଣି ସେମାନେ ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଯୋଡ଼ି ହୋଇଥିବା କିଛି କଥା ସାମ୍ନାକୁ ଆସିଛି, ଯାହା କୁହାଯାଇଛି କି ରିୟା ଓ ସୁଶାନ୍ତଙ୍କ ସମ୍ପର୍କ କିଛି ଠିକ୍ ନଥିଲା ଓ ସୁଶାନ୍ତଙ୍କ ପରିବାର ସହ ରିୟାଙ୍କ ଝଗଡା ଚାଲୁଥିଲା ।\

ଏହା ମଧ୍ୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂ ଏକ ଖୁଲାସା କରିଛନ୍ତି । ସେ ଏକ ଭିଡ଼ିଓ ଜାରି କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ବର୍ତମାନ ନିଆଁ ଭଳି ଖେଳେଇଯାଉଛି । କେକେ ସିଂ ତାଙ୍କ ରେକର୍ଡ ଭିଡ଼ିଓରେ କହିଲେ କି ମୁଁ ମୁମ୍ବାଇ ପୋଲିସକୁ ୨୫ ଫେବ୍ରୁଆରୀରେ ଏହି କଥାକୁ ସୂଚନା ଦେଇଥିଲି କି ମୋ ପୁଅର ଜୀଵନ ପ୍ରତି ବିପଦ ଅଛି । ସେ କହିଲେ କି ମୁଁ ବାନ୍ଦ୍ରା ପୋଲିସକୁ ଏହି କଥାର ଜାନକାରୀ ଦେଇଥିଲି କି ସୁଶାନ୍ତଙ୍କ ଜୀଵନ ପ୍ରତି ବିପଦ ଅଛି । ମୁଁ କହିବାର ୩ ମାସ ଭିତରେ ହିଁ ସୁଶାନ୍ତଙ୍କ ମୃତ୍ୟୁ ହୋଇଗଲା । କେକେ ସିଂ କହିଲେ କି ମୁଁ ପୋଲିସକୁ କହିଥିଲି କି ସେମାନଙ୍କୁ ପଚରାଉଚରା କର, ଯାହାର ନାମରେ ମୁଁ ୨୫ ଫେବ୍ରୁଆରୀରେ ଅଭିଯୋଗ କରିଥିଲି । କିନ୍ତୁ ପୁଅର ମୃତ୍ୟୁକୁ ୪୦ଦିନ ପୁରା ହୋଇଗଲା, କିନ୍ତୁ କୋଣସି କାର୍ଯ୍ୟକାରୀ ହେଲା ନାହିଁ । ଏଥିପାଇଁ ମୁଁ ପଟଣାରେ ମୁଁ FIR ଦାଖଲ କରିଥିଲି ।

newstrend

କେ.କେ ସିଂ କହିଛନ୍ତି ‘୨୫ ଫେବୃଆରୀରେ ମୁଁ କହିଥିଲି, ସୁଶାନ୍ତଙ୍କ ଜୀବନ ବିପଦରେ ଅଛି

newstrend

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା ଗତ କିଛିଦିନ ତଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟ ସହିତ ୬ ଜଣଙ୍କ ଉପରେ FIR ଦାଖଲ କରିଥିଲେ । ଜଣେଇଦେଉଛୁ କି ଏହି ସମସ୍ତଙ୍କ ଉପରେ ପଟଣାର ରାଜୀବ ନଗର ଥାନାରେ ଧାରା ୩୦୬, ୩୪୧, ୩୪୨, ୩୮୦, ୪୦୬, ୪୨୦ରେ ମାମଲା ଦାଖଲ କରାଯାଇଛି । ସେଠାରେ ମୁମ୍ବାଇରେ ରିୟା ଚକ୍ରବର୍ତ୍ତୀ ଫେରାର ହେବାର ଖବର ଆସିଛି, ଯାହାକି ତାଙ୍କ ଓକିଲ ସତୀଶ ମାନସିନ୍ଧେଙ୍କ କହିବା ଏହା କି ରିୟା ଫେରାର ହୋଇନାହାନ୍ତି । ଅନ୍ୟପକ୍ଷରେ ବିହାର ପୋଲିସଙ୍କ କହିବା ଏହା କି ରିୟା ଧରା ପଡିଯିବା ଭୟରେ ସେ ଫେରାର ଅଛନ୍ତି । ମୁମ୍ବାଇ ପୋଲିସ୍ ମଧ୍ୟ ରିୟା ଚକ୍ରବର୍ତ୍ତୀ ଫେରାର ହେବାକୁ ନେଇ ଜବାବ୍ ଦେଇସାରିଛି ।

ମୁମ୍ବାଇ ପୋଲିସ କହିଛି ଯେ ରିୟା ନିଖୋଜ ହୋଇନାହାଁନ୍ତି ।

\

newstrend

ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଓ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ମୁମ୍ବାଇରୁ ଫେରାର ହେବାର ଖବର ବିଷୟରେ ମୁମ୍ବାଇ ପୋଲିସ୍ ଜାରି କଲା ନିଜ ବୟାନ । କହିଲେ କି ରିୟା ଗାୟବ ହୋଇନାହାନ୍ତି । ମୁମ୍ବାଇ ପୋଲିସଙ୍କ କହିବା ଏହା କି ରିୟା ଏହି ମାମଲାର ଆରମ୍ଭରୁ ହିଁ ପୋଲିସ୍ ସହ ସାଥ ଦେଇଆସିଛନ୍ତି ଓ ଯେତେବେଳେ ମଧ୍ୟ ରିୟା ସୁଶାନ୍ତ ମାମଲାରେ ପଚରାଉଚରା କରିବାକୁ ଡକା ଯାଏ ସେ ବିନା ଡେରିରେ ଶୀଘ୍ର ଆସି ଉପସ୍ଥିତ ହୁଅନ୍ତି । ଯାହାକି ବିହାର ପୋଲିସ୍ ମଧ୍ୟ ଏ ପର୍ଯ୍ୟନ୍ତ କୋଣସି ନୋଟିସ୍ ଦେଇନାହାନ୍ତି । ଜଣେଇଦେଉଛୁ କି ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ବହୁତ ପଚାରାଉଚରା ହୋଇଥିଲା ।

Leave a Reply

Your email address will not be published. Required fields are marked *