ଶାଢ଼ୀ ପିନ୍ଧି ଜବରଦସ୍ତ ଡ୍ୟାନ୍ସ କରିଲେ ମୋନାଲିସା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ !

ଭୋଜପୁରୀ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ହିନ୍ଦୀ ଟିଭି ସିରିଏଲରେ ନିଜର ଦମଦାର ଅଭିନୟ ଏବଂ ଗ୍ଲେମର୍ସ ଢ଼ଙ୍ଗ କାରଣରୁ ରାଜତ୍ୱ କରୁଥିବା ଅଭିନେତ୍ରୀ ମୋନାଲିସା ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ମୋନାଲିସା ନିଜର ହୋଟ୍ ଅନ୍ଦାଜ ଦ୍ଵାରା ଫ୍ୟାନଙ୍କ ମଧ୍ୟରେ ସବୁବେଳେ ପରିଚିତ ଅଟନ୍ତି ।

google

ଯେଉଁ କାରଣରୁ ଫ୍ୟାନମାନେ ମଧ୍ୟ ମୋନାଲିସାଙ୍କର ସବୁ ଫୋଟ ଏବଂ ଭିଡ଼ିଓକୁ ଭାରି ପସନ୍ଦ କରନ୍ତି କିନ୍ତୁ ବର୍ତ୍ତମାନ ମୋନାଲିସାଙ୍କର ଆଉ ଏକ ନୂତନ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି । ଯେଉଁଥିରେ ଏହି ଅଭିନେତ୍ରୀ ଧମାକେଦାର ଡ୍ୟାନ୍ସ କରୁଛନ୍ତି ।

ପ୍ରକୃତରେ ମୋନାଲିସା ନିଜର ଡ୍ୟାନ୍ସ ଭିଡ଼ିଓକୁ ଇନସ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଅଭିନେତ୍ରୀ ଜଣକ ‘ ପହଲା ନଶା ପହଲା ଖୁମାର’ ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡ଼ିଓରେ ମୋନାଲିସା ସବୁ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଦେଖା ଯାଇଛି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି ।

google

ଫ୍ୟାନ ମାନଙ୍କୁ ମୋନାଲିସାଙ୍କର ଭିଡ଼ିଓ ଖୁବ୍ ପସନ୍ଦ ଆସିଛି । ଏହି ଭିଡ଼ିଓରେ ଫ୍ୟାନ ମାନେ ମୋନାଲିସାଙ୍କର ଷ୍ଟାଇଲକୁ ଖୁବ୍ ପସନ୍ଦ କରିଛନ୍ତି । ଯେଉଁ କାରଣରୁ ଏହି ଭିଡ଼ିଓ ଅଧିକ ଭାଇରାଲ ହେଉଅଛି ଏବଂ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ମୋନାଲିସା ଭୋଜପୁରୀ ଜଗତ ଠାରୁ ଆରମ୍ଭ କରି ବଲିଉଡ଼ ପର୍ଯ୍ୟନ୍ତ ନିଜର ଏକ ଖାସ୍ ପରିଚୟ ବନାଇଛନ୍ତି । ଏହାବ୍ୟତୀତ ଏହି ଅଭିନେତ୍ରୀ ହିନ୍ଦୀ ଟିଭି ଜଗତରେ ନିଜର ଯାଦୁ ଚଳାଇବାରେ ସଫଳ ହୋଇଛନ୍ତି ।

google

କେବଳ ଏତିକି ନୁହେଁ , ମୋନାଲିସା ବିଗ୍ ବୋସ୍ ସିଜନ ୧୦ରେ ଏଣ୍ଟ୍ରି ନେଇଥିଲେ । ଏଠାରେ ଏହି ଅଭିନେତ୍ରୀଙ୍କୁ ଫ୍ୟାନ୍ ମାନେ ଖୁବ୍ ପସନ୍ଦ କରିଛନ୍ତି । ଶୋ’ରେ ତାଙ୍କ ସହିତ ତାଙ୍କ ସ୍ଵାମୀ ବିକ୍ରାନ୍ତ ସିଂହ ରାଜପୁତ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ବିଗ୍ ବୋସ୍ ସମୟରେ ହିଁ ତାଙ୍କର ବିବାହ ହୋଇଥିଲା ।

Be the first to comment

Leave a Reply

Your email address will not be published.


*