ଚାଣକ୍ୟଙ୍କ ନୀତି ଅନୁସାରେ ସର୍ବଦା ଏହି ୩ ପ୍ରକାରର ମହିଳାଙ୍କଠାରୁ ପୁରୁଷଙ୍କୁ ମିଳିଥାଏ ଧୋକ୍କା !

ବନ୍ଧୁଗଣ ଏହି କଥାତ ଆପଣ ସମସ୍ତେ ଜାଣିଥିବେ ଚାଣକ୍ୟ ଏକ ମହାନ୍ ବିଦ୍ଵାନ ଥିଲେ । ତାଙ୍କ ଦ୍ୱାରା ଲେଖା ଯାଇଥିବା ନୀତି ଶାସ୍ତ୍ର ଆଜି ମଧ୍ୟ ଲୋକଙ୍କ ବହୁତ କାମରେ ଆସିଥାଏ । ଯଦି ଆପଣ ତାଙ୍କର ନୀତିକୁ ଠିକ୍ ଭାବରେ ପାଳନ କରିନ୍ତି, ତେବେ ଆପଣଙ୍କ ଜୀବନରେ କୌଣସି ପ୍ରକାରର ଅଭାବ ରହିବ ନାହିଁ । ଚାଣକ୍ୟ ନାରୀମାନଙ୍କୁ ନେଇ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । ସେ ନାରୀ ଓ ପୁରୁଷ ମାନଙ୍କ ଚରିତ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଯଦି ଆପଣ ସେହି ସବୁ ବିଷୟରେ ଜାଣିବେ, ତେବେ ଆପଣ କେବେ ମଧ୍ୟ ଜୀବନରେ ଧୋକା ପାଇବେ ନାହିଁ । ଆସନ୍ତୁ ଜାଣିବା ନାରୀମାନଙ୍କର ୩ଟି ରହସ୍ୟମୟ ଚରିତ୍ର ବିଷୟରେ ।

୧. ପ୍ରଥମତଃ ଆଜିକାଲିର ପୁଅମାନଙ୍କ ପାଇଁ ଝିଅମାନେ ଦେଖିବାକୁ ଭାରି ସୁନ୍ଦର ହୋଇଥିବା ଆବଶ୍ୟକ । ପୁଅମାନେ ଆଜିକାଲି ସୁନ୍ଦର ଝିଅଙ୍କ ପ୍ରତି ମୋହିତ ବା ଆକର୍ଷିତ ହୋଇଥାଆନ୍ତି । ଚାଣକ୍ୟଙ୍କ ଅନୁସାରେ ସୁନ୍ଦରତା ଏକ ଧୋକା ଅଟେ । ସୁନ୍ଦରତା ପଛରେ ପୁଅମାନଙ୍କୁ ଦୌଡ଼ିବା ଆଦୌ ଉଚିତ ନୁହଁ । ସୁନ୍ଦରତା ସର୍ବଦା ଆପଣଙ୍କୁ ଧୋକା ଦେଇଥାଏ । ଆପଣଙ୍କୁ ଏମିତି ଏକ ଝିଅ ସହ ବିବାହ କରିବା ଆବଶ୍ୟକ ଯାହାଙ୍କ ମଧ୍ୟରେ ଗୁଣ ଏବଂ ସଂସ୍କାର ରହିଥିବ ଆବଶ୍ୟକ । ଯେଉଁ ଝିଅ ମଧ୍ୟରେ ସଂସ୍କାର ରହିଥାଏ, ସେ ଘରକୁ ସ୍ୱର୍ଗ କରିପାରେ ଏବଂ ଯାହା ମଧ୍ୟରେ ଗୁଣ ହିଁ ନଥିବ ସେ ଆପଣଙ୍କୁ ଘରକୁ ନର୍କ କରି ରଖିଦେଇଥାଏ ।

୨. ଚାଣକ୍ୟଙ୍କ କହିବା ଅନୁସାରେ ଯେବେ କେହି ପୁଅ କୌଣସି ଝିଅକୁ ଦେଖିବାକୁ ଯାଇଥାଏ, ତେବେ ସେହି ପୁଅ, ଝିଅର ସୁନ୍ଦରତା ନୁହେଁ ବରଂ ଝିଅର ସ୍ଵଭାବ, ଚଲିଚଳନ, ସଂସ୍କାର ଦେଖିବା ଆବଶ୍ୟକ । ଚାଣକ୍ୟ ନିଜ ନୀତି ଶାସ୍ତ୍ରରେ କହିଛନ୍ତି, ଅଧିକାଂଶ ସୁନ୍ଦରୀ ଝିଅମାନେ ବହୁତ ଥର ପୁଅମାନଙ୍କୁ ଧୋକା ଦେଇଥାନ୍ତି । ଯେଉଁ ଝିଅ ମଧ୍ୟରେ ଭଲ ସଂସ୍କାର ନଥାଏ, ସେ ନିଜ ପରିବାର ସହ ସ୍ୱାମୀକୁ ମଧ୍ୟ ସଙ୍କଟରେ ପକାଇ ଥାଏ । ଯେଉଁ ଝିଅମାନକଙ୍କ ମଧ୍ୟରେ ସଂସ୍କାର ନଥାଏ, ସେ କେବେ ମଧ୍ୟ ଏକ ଭଲ ସ୍ତ୍ରୀ ହୋଇପାରେ ନାହିଁ ।

Google

୩. କିଛି ଝିଅମାନକଙ୍କର ସ୍ୱପ୍ନ ଥାଏ କି ସେ ଦାମୀ କପଡା ପିନ୍ଧିବା ଏବଂ ତାଙ୍କ ପାଖରେ ବହୁତ ଧନ ସମ୍ପତ୍ତି ରହୁ । ଏମିତି ଝିଅମାନେ ଧନୀ ଘରେ ବିବାହ କରିବା ପାଇଁ ଚାହିଁଥାନ୍ତି । ଚାଣକ୍ୟ କହି ଅଛନ୍ତି, ଯଦି ଆପଣ ଏହିପରି କୌଣସି ଝିଅ ସହ ବିବାହ କରନ୍ତି; ତେବେ ଆପଣଙ୍କୁ ନିଶ୍ଚିତ ଭାବରେ ଦୁଃଖର ହିଁ ସମ୍ମୁଖୀନ କରିବାକୁ ପଡିବ । କାରଣ ଆପଣ ଯଦି ତାଙ୍କର ସମସ୍ତ ଇଚ୍ଛା ପୂରଣ ନ କରିପାରିବେ, ତେବେ ସେ ଆପଣଙ୍କୁ ଧୋକା ଦେଇପାରନ୍ତି । ଏମିତି ଲୋଭି ସ୍ତ୍ରୀ ଲୋକ କେବଳ ନିଜ ବିଷୟରେ ହିଁ ଭାବିଥାନ୍ତି । ସେମାନେ ଅନ୍ୟ ବିଷୟରେ ଭାବନ୍ତି ନାହିଁ । ଏଥିପାଇଁ ଯଦି ଆପଣଙ୍କୁ କେବେ ଏହିଭଳି ନାରୀଙ୍କ ସହ ବିବାହ ପ୍ରସ୍ତାବ ଆସେ, ତେବେ ଆପଣ ମନା କରିଦିଅନ୍ତୁ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ରରୁ ସଂଗୃହିତ ଏହି ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ । ଭଲ ଲାଗିଲେ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*