ଅନେକ ବର୍ଷ ପରେ ରାହୁ ଓ କେତୁ ଖୁସି ହୋଇଛନ୍ତି ! ଏହି ରାଶିଗୁଡିକର ବଦଳିପାରେ ଭାଗ୍ୟ ।

ଅନେକ ବର୍ଷ ପରେ ରାହୁ ଓ କେତୁ ଖୁସି ହୋଇଛନ୍ତି ! ଏହି ରାଶିଗୁଡିକର ବଦଳିପାରେ ଭାଗ୍ୟ ।

ଏହି ଦୁଇଟି ଗ୍ରହ (ରାହୁ ଓ କେତୁ)ର ଯେତେବେଳେ ମଧ୍ୟ ପାଟିରେ ଆସେ, ତେବେ ସମସ୍ତଙ୍କ ମନରେ ସମ୍ୟକ ଭୟ ବା ଆଶଙ୍କା ଉପୁଜିଥାଏ । ସାଧାରଣ ଭାଷାରେ ଏମାନଙ୍କୁ ଅଲକ୍ଷଣ କୁହାଯାଏ । ହଁ ଆଜ୍ଞା, ଯେ କେହି ମଧ୍ୟ ଏମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଚାହାଁନ୍ତି । କାହିଁକି ନା ଏପରି କୁହାଯାଏ ଯେ, ଏ ଦୁହେଁ ହେଉଥିବା କାମକୁ ମଧ୍ୟ ବିଗାଡି ଦିଅନ୍ତି । ଏମିତିରେ ଏମାନଙ୍କୁ ଘରୁ ଦୁରେଇବା ପାଇଁ ଲୋକେ ପୂଜା ପାଠ ମଧ୍ୟ କରନ୍ତି କିନ୍ତୁ ବର୍ତ୍ତମାନ ଏମାନେ ନିଜର ଗତିପଥରେ ପରିବର୍ତ୍ତନ କରିଛନ୍ତି । ଯାହା ଫଳରେ କିଛି ରାଶିର ବ୍ୟକ୍ତି ମାଲାମାଲ୍ ହୋଇ ପାରନ୍ତି । ତେବେ ଆସନ୍ତୁ ଜାଣିବା, ଆମର ଏହି ଅନୁଛେଦରେ ଆପଣଙ୍କ ପାଇଁ କଣ ବିଶେଷ ଖବର ରହିଛି ?

ଶାସ୍ତ୍ରରେ ମଧ୍ୟ ରାହୁ ଓ କେତୁ ବିଷୟରେ କିଛି ଏଭଳି ହିଁ ବର୍ଣ୍ଣନା କରାଯାଇଛି । ଏହି ଦୁଇଟି ଗ୍ରହର ଛାଇ ପଡିଲେ ହେବାକୁ ଯାଉଥିବା କାମ ମଧ୍ୟ ଅଧାରେ ଅଟକିଯାଏ ଏବଂ ଘରର ଶାନ୍ତି ଭାଙ୍ଗି ଯାଏ । କିନ୍ତୁ ଶାସ୍ତ୍ର ଅନୁସାରେ, ବର୍ତ୍ତମାନ ଏକ ଅଜବ ସଂଯୋଗ ଘଟିଛି, ଯେଉଁଥିପାଇଁ ସେମାନଙ୍କ କୃପା କିଛି ରାଶିଙ୍କ ଉପରେ ପଡିବ । ଏହା ମଧ୍ୟ ମାନ୍ୟତା ରହିଛି ଯେ, ଏମାନଙ୍କର ଯେତିକି ଖରାପ ପ୍ରଭାବ ରହିଥାଏ ସେତିକି ହିଁ ଭଲ ପ୍ରଭାବ ମଧ୍ୟ ପଡିପାରେ । ତେବେ ଆସନ୍ତୁ ଜାଣିବା ଯେ ଏହି ତାଲିକାରେ କେଉଁ କେଉଁ ରାଶି ଅନ୍ତର୍ଭୁକ୍ତ ?

ଆପଣଙ୍କୁ ଜଣାଇ ଦେଉଛୁ ଯେ ପାଖାପାଖି ପ୍ରାୟ ୪୦୦ ବର୍ଷ ପରେ ଏହି ଦୁଇଟି ରାଶି ଖୁସି ହୋଇଛନ୍ତି । ଏହିପରି ତିନୋଟି ରାଶିର ଜାତକଧାରୀଙ୍କ ଭାଗ୍ୟ ବଦଳିବ । କୁହାଯାଉଛି ଯେ, ସବୁଠାରୁ ବଡ ପାପି ଗ୍ରହ ହେଉଛନ୍ତି ରାହୁ ଓ କେତୁ ! କାହିଁକି ନା ଏମାନଙ୍କର କାମ ହେଉଛି ଲୋକଙ୍କ ଜୀବନରେ ଉତ୍ଥଳ-ପୁଥଳ ସୃଷ୍ଟି କରିବା । ଯଦି ଆପଣଙ୍କ କାମ ମଧ୍ୟ ଅଯଥାରେ ଅଧାରେ ଅଟକି ଯାଉଛି କିମ୍ବା ଖରାପ ହୋଇଯାଉଛି, ତେବେ ଆପଣ ମଧ୍ୟ କହନ୍ତି ଯେ ରାହୁ ଓ କେତୁଙ୍କ ଯୋଗୁଁ ଏଭଳି ହେଲା । ଏତିକି ହିଁ ନାହଁ, ଯାହା ଯୋଗୁଁ ଆପଣଙ୍କ କାମ ଖରାପ ହୁଏ, ଆପଣ ତାଙ୍କୁ ମଧ୍ୟ ରାହୁ କେତୁର ନାମ ଦେଇଦିଅନ୍ତି ।

ରାହୁ ଓ କେତୁଙ୍କ କୃପା ବର୍ଷିବ :

ଜ୍ୟୋତିଷଙ୍କ ଅନୁସାରେ, ୪୦୦ ବର୍ଷ ପରେ ରାହୁ ଓ କେତୁ ଖୁସି ହୋଇଛନ୍ତି । ଯାହାର ସୁପ୍ରଭାବ ତିନୋଟି ରାଶିର ଜାତକ ଉପରେ ପଡିବ । ତେବେ ଆସନ୍ତୁ ଜାଣିବା ଯେ ସେହି ତିନୋଟି ରାଶି କଣ କଣ ? ଯାହା ଉପରେ ରାହୁ ଓ କେତୁ ନିଜର କୃପା ବର୍ଷା କରିବେ ?

୧. କୁମ୍ଭ ରାଶି :

ଏହି ରାଶିର ଜାତକଧାରୀ ଲୋକଙ୍କ ଘରକୁ ବହୁତ ଖୁସି ଆଗମନ କରିବ । ବ୍ୟବସାୟ କ୍ଷେତ୍ରରେ ସେମାନଙ୍କୁ ଭରପୂର ମାତ୍ରାରେ ଲାଭ ମିଳିବ । କହିଦେଉଛୁ ଯେ ଏମାନଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ । ଏହା ସହିତ ଧନର କୌଣସି ସମସ୍ୟା ରହିବ ନାହିଁ । ଅଟକି ରହିଥିବା ଧନ ମିଳିବାର ସମ୍ଭାବନା ରହିଛି ।

୨. ତୁଳା ରାଶି :

ତୁଳା ରାଶିର ଜାତକରେ ରାହୁ- କେତୁଙ୍କ କୃପା ଭରପୂର ମାତ୍ରାରେ ରହିବ । ଅଟକି ଥିବା କାର୍ଯ୍ୟ ପୂରା ହେବ । କ୍ୟାରିୟରରେ ସଫଳତା ମିଳିବ । ଚାକିରିଆ ଲୋକଙ୍କ ପାଇଁ ବହୁତ ଭଲ ସମୟ ଅଟେ । ଧନଲାଭ ହେବାର ପୂରା ସମ୍ଭାବନା ରହିଛି ।

୩. ସିଂହ ରାଶି :

Google

ଏହି ରାଶିର ଜାତକଧାରୀଙ୍କ ଉପରେ ରାହୁ ଓ କେତୁଙ୍କ କୃପା ଦୃଷ୍ଟି ବର୍ଷିବ । କହିଦେଉଛୁ ଯେ ଏହି ରାଶିର ଜାତକଧାରୀ ଲୋକଙ୍କୁ ଧନଲାଭ ହେବାର ଯୋଗ ରହିଛି । ଏମାନଙ୍କ ସ୍ୱାସ୍ଥ୍ୟ ଉତ୍ତମ ରହିବ । କ୍ୟାରିୟରରେ ଏମାନଙ୍କୁ ଅପାର ସଫଳତା ମିଳିବ ।

Leave a Reply

Your email address will not be published. Required fields are marked *