ମହେନ୍ଦ୍ର ସିଂହ ଧୋନୀ ଏହି ଝିଅର ପ୍ରେମ ପାଇଁ ଦୀର୍ଘ ୨ ବର୍ଷ ପାଗଳ ଥିଲେ ! ଆସନ୍ତୁ ଦେଖିବା ତାଙ୍କ ସୁନ୍ଦର ଫଟୋଗୁଡିକ ।

ମହେନ୍ଦ୍ର ସିଂହ ଧୋନୀ ଏହି ଝିଅର ପ୍ରେମ ପାଇଁ ଦୀର୍ଘ ୨ ବର୍ଷ ପାଗଳ ଥିଲେ ! ଆସନ୍ତୁ ଦେଖିବା ତାଙ୍କ ସୁନ୍ଦର ଫଟୋଗୁଡିକ ।

ଦୁନିଆର ସବୁଠାରୁ ଭଲ କ୍ୟାପଟେନ୍ ଭାବରେ ମହେନ୍ଦ୍ର ସିଂହ ଧୋନୀ ସମଗ୍ର ବିଶ୍ଵରେ ଆଦୃତ । ଖେଳ ପଡିଆରେ ଦର୍ଶାକ ତାଙ୍କ ଖେଳ ଦେଖିବା ପାଇଁ ଅତ୍ୟନ୍ତ ବ୍ୟାକୁଳ ହୋଇପଡିଥାନ୍ତି । ଆଜିକାର ସମୟରେ କ୍ରିକେଟ ଲୋକଙ୍କ ଅତିପ୍ରିୟ ଖେଳ ହେଇଯାଇଛି ଯେଉଁ ବ୍ୟକ୍ତିମାନେ ଆଗରୁ କ୍ରିକେଟ ଦେଖିବାକୁ ପସନ୍ଦ ମଧ୍ୟ କରୁନଥିଲେ, ଆଜିକାର ସମୟରେ ସେମାନେ ମଧ୍ୟ କ୍ରିକେଟକୁ ପସନ୍ଦ କରୁଛନ୍ତି । ଶିଶୁ ହେଉ କି ବୃଦ୍ଧ ହେଉ ସମସ୍ତେ କ୍ରିକେଟ ଖେଳକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଯେତେବେଳେ କ୍ରିକେଟ ବିଷୟରେ ଆଲୋଚନା କରାଯାଏ, ତେବେ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସବୁଠାରୁ ପ୍ରଥମେ ଆସେ । ଭାରତୀୟ କ୍ରିକେଟ ଦଳର ଦିଗଜ୍ଜ ଖେଳାଳି ମାନଙ୍କ ମଧ୍ୟରୁ ଜଣେ ମହେନ୍ଦ୍ର ସିଂହ ଧୋନୀ, ନିଜର ବ୍ୟାଟିଂରୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ଜିଣିଛନ୍ତି ଏବଂ ନିଜର ପାଗଳ କରିଛନ୍ତି । ସମ୍ପୂର୍ଣ୍ଣ ବିଶ୍ୱରେରେ ତାଙ୍କର ଅନେକ ଫେନ୍ସ ରହିଛନ୍ତି । ସମସ୍ତେ ମହେନ୍ଦ୍ର ସିଂହ ଧୋନୀଙ୍କୁ ବହୁତ ପସନ୍ଦ କରନ୍ତି । ଆପଣମାନେ ଏହା ନିଶ୍ଚୟ ଶୁଣିଥିବେ ଯେ ସବୁ ସଫଳ ପୁରୁଷ ପଛରେ ଗୋଟିଏ ନାରୀର ହାତ ରହିଥାଏ । କିନ୍ତୁ ମହେନ୍ଦ୍ର ସିଂହ ଧୋନୀ ଜଣେ ଏପରି ଭାରତୀୟ କ୍ରିକେଟ ଖେଳାଳି ଅଟନ୍ତି ଯାହାଙ୍କ ସଫଳତା ପଛରେ ତାଙ୍କ ନିଜର ହାତ ରହିଛି, ଅର୍ଥାତ ନିଜ ପରିଶ୍ରମ ରହିଛି ।

google

ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ କ୍ଷେତ୍ରରେ ନିଜର ଇଚ୍ଛାକୁ ପୂରଣ କରିପାରିଲେ କିନ୍ତୁ ନିଜର ପ୍ରେମ କାହାଣୀରେ ସେପରି କରିପାରିଲେ ନାହିଁ ଯେପରିକି ସେ ଚାହୁଁଥିଲେ । ଆପଣମାନେ ଭାରତୀୟ ଦଳର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଉପରେ ଆଧାରିତ ଚଳଚ୍ଚିତ୍ର “ଏମ୍ ଏସ୍ ଧୋନୀ ଦ ଅନଟୋଲଡ଼ ଷ୍ଟୋରୀ” ନିଶ୍ଚୟ ଦେଖିଥିବେ । ଯେଉଁ ଚଳଚ୍ଚିତ୍ରରେ ଏହା ଦେଖାଯାଇଛି ଯେ ପ୍ରଥମେ ମହେନ୍ଦ୍ର ସିଂହ ଧୋନୀ ଅନ୍ୟ କୌଣସି ଝିଅକୁ ପ୍ରେମ କରୁଥିଲେ କିନ୍ତୁ କୌଣସି କାରଣ ବଶତଃ ଗୋଟିଏ ଦୁର୍ଘଟଣାରେ ତାର ଜୀବନ ଚାଲିଗଲା । ଯାହା ଫଳରେ ମହେନ୍ଦ୍ର ସିଂହ ଧୋନୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲେ ଯାହା କାରଣରୁ କ୍ରିକେଟରେ ମଧ୍ୟ ତାଙ୍କ ପ୍ରଦର୍ଶନ ବହୁତ ଖରାପ ହୋଇଯାଇଥିଲା ।

Google
google

ଏହି ଦୁଃଖଦ ସମୟରେ ମହେନ୍ଦ୍ର ସିଂହ ଧୋନୀଙ୍କ ଦେଖା ହେଲା ହୋଟେଲ ମେନେଜମେଣ୍ଟରେ କାର୍ଯ୍ୟ କରୁଥିବା ସାକ୍ଷୀଙ୍କ ସହିତ । ସେଠାରୁ ଉଭୟଙ୍କ ବନ୍ଧୁତାର ସୂତ୍ରପାତ ହେଲା । ମହେନ୍ଦ୍ର ସିଂହ ଧୋନୀ ସାକ୍ଷୀଙ୍କ ସହିତ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ଡେଟିଂ କରିବା ପରେ ବିବାହ କଲେ ଏହି କଥାଟି ସତ ଯେ ଯେଉଁ ବିଦ୍ୟାଳୟରେ ମହେନ୍ଦ୍ର ସିଂହ ଧୋନୀ ପାଠ ପଢ଼ିଲେ ଠିକ ସେହି ବିଦ୍ୟାଳୟରେ ହିଁ ସାକ୍ଷୀ ମଧ୍ୟ ନିଜ ପାଠପଢ଼ା ଆରମ୍ଭ କରିଥିଲେ । ଯେବେକି ମହେନ୍ଦ୍ର ସିଂହ ଧୋନୀ ଓ ସାକ୍ଷୀଙ୍କ ବୟସରେ ୮ ବର୍ଷର ଅନ୍ତର ରହିଥିଲା । ଏହାର ଅର୍ଥ ଏହିକିଯେ ସେମାନେ ନିଜ ବିଦ୍ୟାଳୟରେ କେବେମଧ୍ୟ ପରସ୍ପରକୁ ଦେଖା କରିନଥିବେ ।

Google

ମହେନ୍ଦ୍ର ସିଂହ ଧୋନୀ ଓ ସାକ୍ଷୀଙ୍କ ଗୋଟିଏ ଝିଅ ଅଛନ୍ତି ଯିଏକି ଭାରତୀୟ କ୍ରିକେଟ ଜଗତରେ ବହୁତ ଲୋକପ୍ରିୟ ଅଟନ୍ତି । ବୋଧହୁଏ ଆପଣ ତାଙ୍କ ନାମ ଆଗରୁ ଜାଣିଥିବେ କିନ୍ତୁ ଏହା ସତ୍ତ୍ୱେ ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ତାଙ୍କ ଝିଅଙ୍କ ନାମ “ଜୀବା ଧୋନୀ” ଅଟେ ।

google
Google

ଆପଣମାନଙ୍କୁ ଜଣାଇ ଦେଉଛୁ ଯେ, ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଚେନ୍ନାଇ ସୁପରକିଙ୍ଗ ଆଇପିଏଲରେ ଅଧିନାୟକ ଭାବେ ନିଜ କାର୍ଯ୍ୟଭାର ନିର୍ବାହ କରିଆସୁଛନ୍ତି । ଚଳିତ ବର୍ଷ କରୋନା ଯୋଗୁଁ ଆଇପିଏଲ ବାତିଲ ହୋଇଯାଇଛି । ଆଇପିଏଲ ହେଉ ଅବା ୱାନ୍ ଡେ ମ୍ୟାଚରେ ଧୋନୀଙ୍କ ବ୍ୟାଟିଂରେ ଚମତ୍କାର ରହିଛି ।

Leave a Reply

Your email address will not be published. Required fields are marked *