ସୀମରୀ ଗାଉନ୍ ପିନ୍ଧି ନିଜ ସୌନ୍ଦର୍ଯ୍ୟର ଜଲୱା ଦେଖାଇଥିଲେ ମାଧୁରୀ ଦୀକ୍ସିତ୍ । ହାତରେ ହାତ ଧରି ପତିଙ୍କ ସହ ଦେଇଥିଲେ ପୋଜ୍ !

ମାଧୁରୀ ଦୀକ୍ସିତ୍ ବଲିଉଡର ଏହିପରି ଜଣେ ଅଭିନେତ୍ରୀ ଯିଏ ନିଜର ସ୍ମିତହାସ୍ୟ ମାଧ୍ୟମରେ ଅନେକ ଦର୍ଶକଙ୍କୁ ପାଗଳ କରି ଦେଉଥିଲେ । ବିଶ୍ୱରେ ଏହିପରି ଅନେକ ପ୍ରଶଂସକ ମାଧୁରୀଙ୍କ ଅଛନ୍ତି । ଭାରତରେ ମାଧୁରୀଙ୍କୁ ଲୋକମାନେ ଧକ୍ ଧକ୍ ଗାର୍ଲ ରୂପରେ ଜାଣନ୍ତି । ଅନ୍ୟପକ୍ଷରେ କିଛି ଲୋକ ମାଧୁରୀଙ୍କୁ ମୋହିନୀ ନାମରେ ଡାକନ୍ତି । ମାଧୁରୀଙ୍କ ସ୍ମିତହାସ୍ୟ ସହ ମାଧୁରୀଙ୍କ ନୃତ୍ୟକୁ ଅନେକ ଲୋକ ପସନ୍ଦ କରନ୍ତି ।

newstrend

ଫିଲ୍ମରେ ଭଲ ପଦର୍ଶନ କରିବା ପରେ ଆମେରିକାର ସଫଳ ଅସ୍ତ୍ରୋପଚାରକ ଡାକ୍ତର ଶ୍ରୀରାମଙ୍କୁ ୧୯୯୯ ମସିହାରେ ମାଧୁରୀ ବିବାହ କରିଥିଲେ । ସେହି ସମୟରେ ଶ୍ରୀରାମ ଜାଣି ନଥିଲେ ମାଧୁରୀ ଭାରତର ଜଣେ ବଡ଼ ଷ୍ଟାର ଅଟନ୍ତି । ବିବାହ ପରେ ମଧୁରୀଙ୍କ ଔରସରୁ ଆରିନ୍ ଏବଂ ରେୟାନ୍ ନାମକ ଦୁଇଟି ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲେ । ପ୍ରତିଦିନ ମାଧୁରୀ ନିଜର ଏବଂ ନିଜ ପରିବାରର ଫୋଟ ସୋସିଆଲ ମିଡିଆରେ ସେୟାର କରନ୍ତି ।

newstrend

ମାଧୁରୀ ସେୟାର କରିଥିବା ପ୍ରତିଟି ଫୋଟ ବହୁତ ଭାଇରାଲ ହୋଇଥାଏ । ମାଧୁରୀଙ୍କ ଏହିପରି ଏକ ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ଦର୍ଶକ ବହୁତ ପସନ୍ଦ କରିଛନ୍ତି । ଜଣେ ଫିଲ୍ମ ନିର୍ମାତାଙ୍କ ଝିଅର ବିବାହ ଉତ୍ସବରେ ଏହି ଫୋଟର ସୁଟିଙ୍ଗ ହୋଇଥିଲା । ଏହି ବିବାହ ଉତ୍ସବରେ ମାଧୁରୀ ଏବଂ ମାଧୁରୀଙ୍କ ପତି ଡାକ୍ତର ନେନେ ମଧ୍ୟ ଯୋଗ ଦେଇଥିଲେ ଏବଂ ନିଜ ପୋଷାକ ପରିଧାନକୁ ନେଇ ମାଧୁରୀ ସମସ୍ତଙ୍କ ମନ ମୋହିଥିଲେ ।

newstrend

ଅନ୍ୟପକ୍ଷରେ ମାଧୁରୀଙ୍କ ପତି ଡକ୍ଟର ନେନେ କୌଣସି ରାଜକୁମାରଙ୍କ ଠାରୁ କମ୍ ଦେଖାଯାଉନଥିଲେ । ଶ୍ରୀରାମ କଳା କୋର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଥିଲେ । ଏହି ପୋଷାକରେ ଡକ୍ଟର ନେନେ ଏବଂ ମାଧୁରୀ ଖୁବ୍ ସୁନ୍ଦର ଦେଖାଯାଉଥିଲେ ଏବଂ ମୁହଁରେ ସ୍ମିତ ହାସ୍ୟ ପ୍ରଦାନ କରି ଫୋଟୋଗ୍ରାଫରଙ୍କୁ ଫୋଟୋ ପୋଜ୍ ଦେଉଥିଲେ ।

newstrend

ଏକ ସମୟରେ ଦର୍ଶକଙ୍କ ହୃଦୟରେ ମାଧୁରୀ ରାଜୁତି କରୁଥିଲେ । ଆଜି ମଧ୍ୟ ମାଧୁରୀଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ସିନେମା ହଲରେ ଧାଡି ଲଗାଇ ରୁହଁନ୍ତି । ଶେଷ ଥର ପାଇଁ ମାଧୁରୀ ଅଭିଷେକ ବର୍ମନ ନିର୍ଦେଶିତ ବହୁ କଳାକାର ଯୁକ୍ତ କଳଙ୍କ ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ପ୍ଲପ୍ ହୋଇଥିଲା ।

newstrend

ବିବାହ ପରେ ମାଧୁରୀ ଆମେରିକାର ବସବାସ କରିଥିଲେ । ନିକଟରେ ମାଧୁରୀ ମୁମ୍ବାଇରେ ଏକ ଗହନ ଚୁମ୍ବି ଅଟାଳିକାରେ ନିଜ ପାଇଁ ଏକ ଘର କିଣିଛନ୍ତି । ଆଜିକାଲି ମାଧୁରୀ ବଡ଼ ପରଦାରୁ ଦୁରେଇ ଯାଇଛନ୍ତି କିନ୍ତୁ ପ୍ରଶଂସକ ମାଧୁରୀଙ୍କ ଆଗାମୀ ଫିଲ୍ମର ଅପେକ୍ଷାରେ ରହିଛନ୍ତି ।

Be the first to comment

Leave a Reply

Your email address will not be published.


*