କୋହଲିଙ୍କ ମାଆ ରାଜି ହୋଇଥିଲେ , ଏହି ସୁନ୍ଦରୀ ଯୁବତୀ ହୋଇଥାନ୍ତେ ବିରାଟଙ୍କ ସ୍ତ୍ରୀ …

କୋହଲିଙ୍କ ମାଆ ରାଜି ହୋଇଥିଲେ , ଏହି ସୁନ୍ଦରୀ ଯୁବତୀ ହୋଇଥାନ୍ତେ ବିରାଟଙ୍କ ସ୍ତ୍ରୀ …

ଯଦି ବିରାଟ କୋହଲିଙ୍କ ମାଆ ରାଜି ହୋଇଥିଲେ ତେବେ ଏହି ସୁନ୍ଦରୀ ଯୁବତୀ ହୋଇଥାନ୍ତେ ବିରାଟଙ୍କ ସ୍ତ୍ରୀ …

Google

ଟିମ ଇଣ୍ଡିଆର ପୁର୍ବତନ କ୍ୟାପଟେନ ବିରାଟ କୋହଲି ଏବଂ ବଲିଉଡ ଏକ୍ଟ୍ରେସ ଅନୁଷ୍କା ଶର୍ମାଙ୍କ ବିବାହ ଆଜି ମଧ୍ୟ ଦେଶରେ ଏକ ଉଦାହରଣ ହୋଇ ରହିଛି । ସୋମବାର ରାତିରେ ଯେମିତି ବିରାଟ କୋହଲି ନିଜର ଟ୍ୱିଟର ଆକାଉଣ୍ଟରେ ଅପୋଚାରିକ ରୂପରେ ପୃଷ୍ଟି କରିଛନ୍ତି, ସେହି ସମୟରୁ ହିଁ ଆଶୀର୍ବାଦର ସନ୍ଦେଶ ଆସିବାରେ ଲାଗିଥିଲା । ବଲିଉଡ ଏବଂ କ୍ରିକେଟ ଜଗତର ଅନେକ ତାରକା ନବବିବାହିତ ଙ୍କୁ ଅଭିନନ୍ଦନ ଦେଇଥିଲେ । ସୋସିଆଲ ମିଡିଆରେ ବାହାଘର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ବିରାଟ ଏବଂ ଅନୁଷ୍କାଙ୍କ ଫ୍ୟନ୍ ସହ ପୁରା ଦେଶ ଏହି ବାହାଘରକୁ ନେଇ ଅନେକ ଆଗ୍ରହ ଥିଲେ,ସବୁ ସ୍ଥାନରେ ଏହି ଯୋଡ଼ିକୁ ନେଇ ଖୁବ ଚର୍ଚ୍ଚା ଚାଲିଥିଲା ।

ବିରାଟ ଏବଂ ଅନୁଷ୍କାଙ୍କ ଯୋଡ଼ିକୁ ଦେଖି ଆଜି ମଧ୍ୟ ଲୋକେ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । ଏକଦା ବିରାଟଙ୍କ ମାଆ ମାନି ଯାଇଥାନ୍ତେ ତେବେ ଅନୁଷ୍କାଙ୍କ ପ୍ରତିବଦଳରେ ଏହି ସୁନ୍ଦରୀ ତରୁଣୀ ଜଣଙ୍କ ବିରାଟଙ୍କ ପତ୍ନୀ ହୋଇଥାନ୍ତେ । ଯାଆନ୍ତି ତେବେ ଆଜି ଅନୁଷ୍କା ରୁ ଅଧିକ ସୁନ୍ଦର ଝିଅ ଥାଆନ୍ତା ।

ଆଜ୍ଞା ହଁ ଆମେ ଯେଉଁ ସୁନ୍ଦରୀ ତରୁଣୀଙ୍କ ବିଷୟରେ କହିବା ପାଇଁ ଯାଉଛୁ ସେ ଅନ୍ୟ କେହି ନୁହଁନ୍ତି ବରଂ ଇଂଲଣ୍ଡ ମହିଳା କ୍ରିକେଟ ଟିମ୍ ର ସଦସ୍ୟ ସାରା ‘ଟେଲର’ ଅଟନ୍ତି । ଆପଣଙ୍କୁ କହିବା ପାଇଁ ଚାହୁଁଛୁ ସାରା ଟେଲର ଦେଖିବା ପାଇଁ ଖୁବ ସୁନ୍ଦର ଅଟେ । ସାରାଙ୍କ ଫଟୋ ଦେଖି ଆପଣ ମଧ୍ୟ କହିବେ ସାରା ଅନୁଷ୍କାଙ୍କ ଠାରୁ ଖୁବ ସୁନ୍ଦର ଲାଗୁଛନ୍ତି ।

ବର୍ତ୍ତମାନ ଆପଣଙ୍କୁ ଅବଗତ କରାଇବା ପାଇଁ ଚାହୁଁଛୁ କିପରି ସାରା ଏବଂ ବିରାଟଙ୍କ ବିବାହ ଗୁଜବ ଉଠିଥିଲା । ୨୭ ବର୍ଷୀୟ ସାରା ଟେଲର ନିଜେ ଟୁଇଟରରେ ବିରାଟ କୋହଲିଙ୍କୁ ପ୍ରପୋଜ କରିଥିଲେ । ସତରେ ସାରା ବିରାଟଙ୍କ ଫ୍ୟନ୍ ଅଟନ୍ତି ଏବଂ ତାକୁ ଅଧିକ ପସନ୍ଦ କରନ୍ତି ।

ସାରାଙ୍କ ଟୁଇଟର ବିରାଟ ଉତ୍ତର ଦେବା ପୂର୍ବରୁ ହିଁ ବିରାଟଙ୍କ ମାଆ କହିଥିଲେ ବିରାଟ ବର୍ତ୍ତମାନ ବିବାହ ପାଇଁ ପ୍ରସ୍ତୁତ ନୁହଁନ୍ତି । ବିରାଟଙ୍କୁ ବର୍ତ୍ତମାନ ନିଜର ଖେଳ ଉପରେ ଧ୍ୟାନ ଦେବାର ଅଛି । ଏହି ଭଳି ବିରାଟ ଏବଂ ସାରାଙ୍କ ପ୍ରେମର ଅନ୍ତ ହୋଇଯାଇଥିଲା । ଏଠାରେ ଆମେ କହିପାରିବା ବିରାଟ କୋହଲିଙ୍କ ମାଆ ହଁ କରିଥିଲେ ବିରାଟଙ୍କ ସ୍ତ୍ରୀ ଅନୁଷ୍କାଙ୍କ ବଦଳରେ ସାରା ହୋଇଥାନ୍ତେ ।

ବିରାଟ ନିଜର ବିବାହ ଅନୁଷ୍କାଙ୍କ ସହ କରିବା ପରେ ନିଜର ଟୁଇଟର ମାଧ୍ୟମରେ ଜଣାଇବା ପରେ ସାରା ସେହି ଟୁଇଟର ଉତ୍ତରରେ ଅଭିନନ୍ଦନ ଜଣାଇଥିଲେ । ବର୍ତ୍ତମାନ ମଧ୍ୟ ବିରାଟଙ୍କ ପାଇଁ ସାରାଙ୍କ ମନରେ ପ୍ରେମ ଅଛି , ଯାହା ଫଳରେ ସାରା ବିରାଟଙ୍କ ଟୁଇଟ ର ଜବାବ ତୁରନ୍ତ ଦେଇଥିଲେ ।

Leave a Reply

Your email address will not be published. Required fields are marked *