” ୟେ ରିସ୍ତା କ୍ୟା କେହେଲାତା ହେ ” ଧାରାବାହିକର ବାଳ କଳାକାର ନକ୍ସ ବର୍ତ୍ତମାନ ଦେଖା ଯାଉଛନ୍ତି ଖୁବ୍ ସୁନ୍ଦର !

୨୦୦୯ରେ ପ୍ରସାରଣ ହୋଇଥିବା ଧାରାବାହିକ ” ୟେ ରିସ୍ତା କ୍ୟା କେହେଲାତା ହେ ” ଆପଣ ନିଶ୍ଚୟ ରୂପେ ଦେଖିଥିବେ । ଏହି ଧାରାବାହିକକୁ ଲୋକମାନେ ଖୁବ୍ ପ୍ରଶଂସା କରିଥିଲେ । ଏହି ଧାରାବାହିକର ୩ ହଜାରରୁ ଅଧିକ ଏପିସୋଡ଼ ଟିଭିରେ ପ୍ରସାରିତ ହୋଇସାରିଛି । ଏହି ଧାରାବାହିକର ପ୍ରତ୍ୟେକ ଚରିତ୍ରର ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । କିନ୍ତୁ ଆଜି ଆମେ ଏହି ଧାରାବାହିକରେ ନକ୍ସ ଚରିତ୍ରରେ ଅଭିନୟ କରିଥିବା ବାଳ କଳାକାର ବିଷୟରେ କହିବାକୁଯାଉଛୁ ।

google

” ୟେ ରିସ୍ତା କ୍ୟା କେହେଲାତା ହେ ” ଧାରାବାହିକରେ ବାଳ କଳାକାର ରୂପେ ଅଭିନୟ କରିଥିବା ନକ୍ସଙ୍କ ଅସଲି ନାମ ହେଉଛି, ସିବାଙ୍ଗ ପଟିଆ ଅଟେ । ସିବାଙ୍ଗ ପଟିଆଙ୍କ ବାଳ କଳାକାର ରୂପେ ନକ୍ସ ଚରିତ୍ରକୁ ବହୁତ ପସନ୍ଦ କରିଥିଲେ । ସିବାଙ୍ଗ ପଟିଆଙ୍କ ଜନ୍ମ ୧ ଜାନୁଆରୀ ୨୦୦୪ରେ ହୋଇଥିଲା । ସେ ବାଳ କଳାକାର ରୂପେ ଟିଭି ଜଗତରେ ସବ୍ ଚ୍ୟାନେଲର ଧାରାବାହିକ ମିଷ୍ଟର ତେନ୍ଦୁଲକରରୁ ଡେବ୍ୟୁ କରିଥିଲେ । କିନ୍ତୁ ତାଙ୍କୁ ଅସଲି ପରିଚୟ ” ୟେ ରିସ୍ତା କ୍ୟା କେହେଲାତା ହେ ” ଧାରାବାହିକ ରୁ ହାସଲ ହୋଇଥିଲା ।

google

ସିବାଙ୍ଗ ପଟିଆଙ୍କୁ ନିଜ ସୁନ୍ଦର ଅଭିନୟ ଯୋଗୁଁ ବହୁତ ଥର ପୁରସ୍କାର ପୁରସ୍କାର ମଧ୍ୟ ମିଳିଛି । ସେ ଏବେ ଦେଖିବାକୁ ବହୁତ ହ୍ୟାଣ୍ଡସମ ଅଟନ୍ତି । ସେ ନିଜ କ୍ୟାରିଅର ପ୍ରତି ବହୁତ ବ୍ୟସ୍ତରେ ରହୁଛନ୍ତି ଓ ତାଙ୍କ କ୍ୟାରିଅର ରେ ବହୁତ ସଫଳତା ହାସଲ କରିବାକୁ ପରିଶ୍ରମ କରୁଛନ୍ତି । କହିବାକୁଗଲେ ଆପଣଙ୍କୁ ଏହି ଧାରାବାହିକରେ କେଉଁ ଚରିତ୍ରର ଅଭିନୟ ବହୁତ ପସନ୍ଦ ଆସିଥିଲା । ତାହା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Be the first to comment

Leave a Reply

Your email address will not be published.


*