ମାତା ପିତାଙ୍କ ଏହି ଭୁଲ ପାଇଁ କିନ୍ନର ଶିଶୁ ଜନ୍ମ ହୋଇଥାନ୍ତି…

ମାତା ପିତାଙ୍କ ଏହି ଭୁଲ ପାଇଁ କିନ୍ନର ଶିଶୁ ଜନ୍ମ ହୋଇଥାନ୍ତି…

ମାତା ପିତାଙ୍କ ଏହି ଭୁଲ ପାଇଁ କିନ୍ନର ଶିଶୁ ଜନ୍ମ ହୋଇଥାନ୍ତି…….

କିନ୍ନର ଏହି ଶବ୍ଦ ଶୁଣିବା ମାତ୍ରେ କାହାର ମନରେ ମଧ୍ୟ ଏହି ଗୋଟିଏ ଜିନିଷ ଆସୁଛି , କିନ୍ନର ସେମାନେ, ଯେତେବେଳେ ଆମର ବିବାହ ଉତ୍ସବ କିମ୍ବା ପିଲା ଜନ୍ମ ହେବାବେଳେ ନାଚିବା , ଗାଇବା ପାଇଁ ଏବଂ ଆମକୁ ଆଶୀର୍ବାଦ ଦେବା ପାଇଁ ଆସିଥାନ୍ତି । ଆପଣ ଜାଣନ୍ତି କି , ଏମାନଙ୍କୁ ଜୀବନର କେଉଁ ସବୁ କଠିନ ରାସ୍ତା ଦେଇ ଗତି କରିବାକୁ ପଡେ । ଆଜି ଆମେ ଏହି ବିଷୟରେ କହିବୁ, ମାଆ ବାପାଙ୍କ ଏହି ଭୁଲ ପାଇଁ ଗର୍ଭରେ ଶିଶୁ ହୋଇଯାଏ କିନ୍ନର ।

କିନ୍ନର ଏହିଭଳି ଗୋଟିଏ ଶବ୍ଦ ଯାହା ପୁରୁଷ ଏବଂ ସ୍ତ୍ରୀ ରୂପରେ ଗଣତି କରାଯାଏ ନାହିଁ, ସ୍ତ୍ରୀ ଏବଂ ପୁରୁଷ ପରିଭାଷାରୁ ଭିନ୍ନ ଅଟେ , ଯାହାକୁ ହିଜଡା ବା କିନ୍ନର ମଧ୍ୟ ଡାକନ୍ତି । ଆଜି ଆମେ କିନ୍ନର ବିଷୟରେ କିଛି ଏହି ଭଳି କଥା କହିବାକୁ ଯାଉଛୁ , ଯାହା ଶୁଣିବା ପାଇଁ ଆଗ୍ରହ ହୋଇଯିବ ଏବଂ ସେମାନଙ୍କ ବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ।

ଏମାନଙ୍କୁ ଦେଖି କିଛି ପ୍ରଶ୍ନ ଏହିଭଳି କରନ୍ତୁ

ଯେତେବେଳେ ଅନ୍ୟ ଲୋକ ଏମାନଙ୍କ ପାଖକୁ ଆସନ୍ତି କି ? ଏମାନେ କେଉଁଭଳି ରୁହନ୍ତି ? କାହିଁକି ଜନ୍ମ ମିଳିଲା ? ଏମାନଙ୍କ ଜନ୍ମ କାହିଁକି କିନ୍ନର ଜାତିରେ ହେଲା ? କଣ ଏମିତି ସେମାନଙ୍କ ପିତା ମାତା ମଧ୍ୟରେ ଅଭାବ ଥିବା କାରଣରୁ ହୋଇଥାଏ । ସବୁ ପ୍ରକାର ସାଂସ୍କୃତିକ ପର୍ବପର୍ବାଣୀ ପାଳନ ସମୟରେ ସମସ୍ତେ ମିଶିଥାନ୍ତି, ସବୁ ଧର୍ମର ଲୋକ ସମୁଦାୟ ପରସ୍ପର ମଧ୍ୟରେ ମିଳନ କରିଥାନ୍ତି, ଏହିଭଳି କିନ୍ନର ମାନେ ସବୁ ମୌକାରେ ଆସନ୍ତି ନାହିଁ ସେ ଖାଲି ଭଲ ମୌକାରେ ଆସିଥାନ୍ତି ।

ସମାଜରେ କିନ୍ନରଙ୍କ ରହିବା ଖାଇବା ଶୈଳୀ ସମସ୍ତଙ୍କ ଠାରୁ ଭିନ୍ନ ଅଟେ । ବର୍ତ୍ତମାନ ମଧ୍ୟ କିନ୍ନର ଜନ୍ମ ସମାଜରେ ରହସ୍ୟମୟ ହୋଇରହିଛି । ଏମାନଙ୍କ ଜନ୍ମ ପୁରୁଷ ଏବଂ ନାରୀ ମଧ୍ୟବର୍ତ୍ତୀ ହୋଇଥାଏ, କିନ୍ନର ଦେଖିବାକୁ ଗଲେ ଶାରୀରିକ ରୂପରେ ନର ହୋଇଥାନ୍ତି ଏବଂ କିଛି ସ୍ତ୍ରୀ ମଧ୍ୟ । କିନ୍ତୁ ଏବେ ମଧ୍ୟ ଜାଣି ହୋଇନାହିଁ କିନ୍ନର ଜନ୍ମ କାହିଁକି ହୋଇଥାଏ ? ଜ୍ୟୋତିଷ ଶାସ୍ତ୍ର ଏବଂ ପୁରାଣ ବିଷୟରେ ଯଦି କୁହାଯାଏ ତେବେ କିନ୍ନର ଜନ୍ମକୁ ନେଇ ସେମାନଙ୍କର ମଧ୍ୟ ଅଲଗା ଅଲଗା ଦାବି ଅଛି…

ଜ୍ୟୋତିଷ ଶାସ୍ତ୍ରରେ ଏହି ଭଳି କିଛି ଗୁପ୍ତ କଥା କୁହାଯାଇଛି ,ଯାହା କିନ୍ନରଙ୍କ କିନ୍ନର ହେବାର କାରଣ ହୋଇଥାଏ ଏବଂ ଆପଣଙ୍କୁ ଏହା ମଧ୍ୟ କହିବୁ ବ୍ୟକ୍ତିର କୁଣ୍ଡଳୀରୁ ମଧ୍ୟ ଆମେ କହିପାରିବୁ ସେଥିରେ କେତେ ମାତ୍ରାରେ ପ୍ରଜନନ କ୍ଷମତା ରହିଛି । କୌଣସି ବ୍ୟକ୍ତି ନାପୁରୁଷ ହେବାର ପ୍ରମାଣ ତାର କୁଣ୍ଡଳୀ ମଧ୍ୟ ଦେଇପାରେ । ଯେଉଁ ଭଳି ଜ୍ୟୋତିଷ ଶାସ୍ତ୍ରରେ ଜନ୍ମପତ୍ରି ଅଷ୍ଟମ ଘରେ ଶୁକ୍ର ଏବଂ ଶନି ରହିଥିବ ଏବଂ ତାଙ୍କୁ ଗୁରୁ, ଚନ୍ଦ୍ର ଦେଖିନାହିଁ ତେବେ ବ୍ୟକ୍ତି ନପୁଂସକ ହୋଇ ଜନ୍ମ ହୋଇଥାନ୍ତି । ଏହିଭଳି ଜ୍ୟୋତିଷ ମଧ୍ୟ ଏହା କହିଛନ୍ତି , କେଉଁଭଳି ଏବଂ କାହିଁକି କେଉଁ ଯୋଗ ହେବା ଦ୍ଵାରା ହୁଅନ୍ତି କିନ୍ନର ଜନ୍ମ ।

Leave a Reply

Your email address will not be published. Required fields are marked *