କରିସ୍ମା ଶୁଣାଇଲେ ନିଜ ବିବାହର କଷ୍ଟ । ‘ହନିମୁନ ରେ ସ୍ୱାମୀ କରିଥିଲେ ତାଙ୍କ ନିଲାମୀ । ଅନ୍ୟ କାହା ସହିତ ରାତି କଟାଇବା ପାଇଁ କହିଥିଲେ ସ୍ୱାମୀ

କରିସ୍ମା ଶୁଣାଇଲେ ନିଜ ବିବାହର କଷ୍ଟ । ‘ହନିମୁନ ରେ ସ୍ୱାମୀ କରିଥିଲେ ତାଙ୍କ ନିଲାମୀ । ଅନ୍ୟ କାହା ସହିତ ରାତି କଟାଇବା ପାଇଁ କହିଥିଲେ ସ୍ୱାମୀ

କରିସ୍ମା କପୂର ୯୦ ଦଶକର ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ନିଜ ଫିଲ୍ମୀ କ୍ୟାରିୟରରେ ଗୋଟିଏରୁ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ର ମାନଙ୍କରେ କାମ କରିଛନ୍ତି । ନିଜ କ୍ୟାରିୟର ସମୟରେ ହିଁ କରିସ୍ମା କପୂର ସଞ୍ଜୟ କପୂରଙ୍କ ସହିତ ବିବାହ କରିଥିଲେ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବିଦାୟ କହି ଦେଇଥିଲେ । ବର୍ତ୍ତମାନ ଏତେ ଲମ୍ବା ସମୟ ବ୍ୟବଧାନ ପରେ କରିସ୍ମା କପୂର କିଛି ଦିନ ପୂର୍ବରୁ ହିଁ ଏକ୍ତ କପୂରଙ୍କ ଏକ ୱେବ୍ ସିରିଜ ଦ୍ୱାରା ପୁଣିଥରେ ଅଭିନୟ ଜଗତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆମେ ଆପଣ ମାନଙ୍କୁ ସୁଚାଇଦେଉଛୁ ଯେ ୨୦୦୩ ମସିହାରେ କରିସ୍ମା କପୂରଙ୍କ ସହିତ ବିବାହ କରିଥିଲେ । ବିବାହର ଏତେ ବର୍ଷ ପରେ ୨୦୧୬ ମସିହାରେ କରିସ୍ମା ଓ ସଞ୍ଜୟ କପୂର ଦୁହେଁ ଛାଡପତ୍ର ହୋଇଥିଲା । ଛାଡ଼ପତ୍ର ପରେ କରିସ୍ମା ନିଜ ବୈବାହିକ ଜୀବନ ବିଷୟରେ ଅନେକ ବଡ଼ ବଡ଼ ଖୁଲାସା କରିଛନ୍ତି ।

newstrend

ଖବର ଅନୁଯାୟୀ କରିସ୍ମା କପୂର ନିଜ ବୟାନରେ କହିଛନ୍ତି ଯେ – ‘ଯେତେବେଳେ ଆମେ ହନୀମୁନରେ ଯାଇଥିଲୁ, ସେତେବେଳେ ସଞ୍ଜୟ ନିଜ ବନ୍ଧୁଙ୍କ ମାନଙ୍କ ସହ ମିଶି ମୋର ନିଲାମୀ କରିଥିଲେ । ଏହା ସହିତ ସଞ୍ଜୟ ମୋତେ ନିଜ ବନ୍ଧୁଙ୍କ ସହିତ ରାତି କଟାଇବା ପାଇଁ ବାଧ୍ୟ କରିଥିଲେ, ଯାହା ମୁଁ ସହ୍ୟ କରିପାରିନଥିଲି ‘ କରିସ୍ମା କପୂର ଏହା ମଧ୍ୟ କହିଥିଲେ ଯେ ସଞ୍ଜୟ ଓ ତାଙ୍କ ପରିବାର ଲୋକମାନେ ତାଙ୍କ ସହିତ ମାଡରପିଟ ମଧ୍ୟ କରୁଥିଲେ । କରିସ୍ମା କପୂର ନିଜ ଗର୍ଭବତୀ ହୋଇଥିବା ସମୟର ଘଟଣା ମଧ୍ୟ ବର୍ଣ୍ଣନା କରିଥିଲେ । କରିସ୍ମାଙ୍କ ଅନୁଯାୟୀ – ‘ମୋ ଶାଶୁ ଉପହାରରେ ମୋତେ ଏକ ଡ୍ରେସ୍ ଦେଇଥିଲେ । କିନ୍ତୁ ଗର୍ଭବତୀ ହୋଇଥିବା ଯୋଗୁଁ ମୁଁ ସେହି ଡ୍ରେସ୍ ପିନ୍ଧି ପାରିନଥିଲି । ସେତେବେଳେ ମୋ ଶାଶୁ ଓ ମୋ ସ୍ୱାମୀ ମୋତେ ଚାପୁଡ଼ା ମାରିଥିଲେ ।

newstrend

କରିସ୍ମା କପୂର ନିଜ ବୟାନରେ ନିଜ ସ୍ୱାମୀ ଉପରେ ତାଙ୍କ ପ୍ରଥମ ସ୍ତ୍ରୀ ସହିତ ସମ୍ବନ୍ଧ ଥିବାର ଅଭିଯୋଗ କରିଥିଲେ । କରିସ୍ମା କପୂର ନିଜ ବୟାନରେ କହିଥିଲେ ଯେ – ‘ସଞ୍ଜୟ କପୂରଙ୍କ ନିଜର ପ୍ରଥମ ପତ୍ନୀ ନନ୍ଦିତା ମହତାନିଙ୍କ ସହିତ ଶାରୀରିକ ସମ୍ବନ୍ଧରେ ରହିଥିଲେ । ଏତିକିନୁହେଁ ସଞ୍ଜୟ ନିଜ ପ୍ରଥମ ପତ୍ନୀ ନନ୍ଦିତାଙ୍କ ସହିତ ଲିଭ ଇନରେ ରହୁଥିଲେ । ଆମେ ଆପଣଙ୍କୁ ସୁଚାଇଦେଉଛୁ ଯେ କରିସ୍ମା କପୂରଙ୍କ ସହ ଅଲଗା ହେବାର ଏକ ବର୍ଷ ପରେ ୨୦୧୭ରେ ସଞ୍ଜୟ କପୂର ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ । ସଞ୍ଜୟ କପୂରଙ୍କ ସହିତ ବିବାହ କରି ଏକ ବର୍ଷ ପରେ ୨୦୧୮ରେ ପ୍ରିୟା ସଚଦେବ ଏକ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ । କରିସ୍ମା କପୂର ଓ ସଞ୍ଜୟ କପୂରଙ୍କ ଦୁଇଟି ସନ୍ତାନ ଅଛନ୍ତି । ଯାହାଙ୍କ ନାମ ସମାୟରା ଓ କିୟାନ୍ ରାଜ କପୂର ଅଟେ ।

newstrend

ବଲିଉଡ଼ ଅଭିନେତ୍ରୀ କରିସ୍ମା କପୂର ଗତ କିଛି ବର୍ଷରୁ ବଡ଼ ପରଦାରୁ ଦୂରେଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ ଏତେ ଲମ୍ବା ସମୟ ପରେ କରିସ୍ମା ନିଜର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହା କାରଣରୁ ଆଜିକାଲି ସେ ଏହାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ପ୍ରଚାର ସମୟରେ ଅଭିନେତ୍ରୀ କରିସ୍ମା କପୂର ଗ୍ଲେମରେସ୍ ଲୁକ୍ସକୁ ବହୁତ ପସନ୍ଦ କରାଯାଉଛି । ଆମେ ଆପଣଙ୍କୁ ସୁଚାଇଦେଉଛୁ ଯେ ଏତେ ସମୟ ପରେ ବଡ଼ ପରଦାରେ ନଜର ଆସିବା କାରଣରୁ କରିସ୍ମା କପୂର ବହୁତ ଉତ୍ସାହିତ ଅଛନ୍ତି । ଏହା ବ୍ୟତୀତ ଏହି ବୟସରେ ମଧ୍ୟ କରିସ୍ମା କପୂର ନିଜ ସୁନ୍ଦରତା ଓ ଗ୍ଲେମରେସ୍ ଲୁକ୍ ଲୋକଙ୍କ ହୃଦୟ ଜିଣୁଛି ।

Leave a Reply

Your email address will not be published. Required fields are marked *