ସାହିଦ କିମ୍ବା ସୈଫ ଅଲ୍ଲୀ ଖାନ ନୁହେଁ ବରଂ ଏହି ବ୍ୟକ୍ତିଙ୍କ ପ୍ରେମରେ ପାଗଳ ଥିଲେ ଅଭିନେତ୍ରୀ କରିନା କପୁର ।

Google

କରିନା କପୁର ଆଜି ସୈଫ ଅଲ୍ଲୀ ଖାନଙ୍କ ସହ ଏକ ସଫଳ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । କରିନା ଏବଂ ସୈଫଙ୍କ ପୁତ୍ର ତୈମୁର ଛୋଟ ବୟସରେ ହିଁ ଷ୍ଟାର ପାଲଟି ଯାଇଛନ୍ତି । ସୈଫଙ୍କ ପୂର୍ବରୁ କରିନା କପୁର ସାହିଦଙ୍କୁ ଡେଟ କରୁଥିଲେ କିନ୍ତୁ ଆପଣ କଣ ଜାଣିଛନ୍ତି ସହିଦ କିମ୍ବା ସୈଫ ନୁହେଁ ଏହି ବ୍ୟକ୍ତି ହେଉଛନ୍ତି କରିନାଙ୍କ ପ୍ରଥମ ପ୍ରେମ ।

Google

ଗୋଟିଏ ଇଣ୍ଟରଭିୟୁରେ କରିନା ନିଜର ନିଜସ୍ୱ ଜୀବନ ବିଷୟରେ କହିଥିଲେ ଯେ, ବିକ୍କି ନିହଲାନୀକୁ ସେ ପ୍ରେମ କରୁଥିଲେ । କରିନା କହିଥିଲେ ବିକ୍କି ସର୍ବଦା ମୋ ସହ ଠିଆ ହେଉଥିଲେ । ଯେତେବେଳେ ମୋର ବୟସ ୧୩ ବର୍ଷ ଥିଲା ସେହି ସମୟରେ ମୁଁ ବିକ୍କିଙ୍କ ପ୍ରେମରେ ପାଗଳ ହୋଇଯାଇଥିଲି । କରିନା କହିଛନ୍ତି ଆଜି ଆମେ ପରସ୍ପର ସହ କଥାବାର୍ତ୍ତା କରୁ ।

ଭାଁଶାଲିଙ୍କ ସହ କରିନା କାମ କରିବା ପାଇଁ ମନା କରିସାରିଛନ୍ତି Google[/caption]

କରିନା ଏକ ମିଡ଼ିଆ ଚ୍ୟାନେଲରେ ଦେଇଥିବା ଇଣ୍ଟରଭିୟୁରେ କହିଥିଲେ ଆମ ଦୁହିଁଙ୍କ ମଧ୍ୟରେ ଥିବା ଏହି ବିବାଦର ଅନ୍ତ ହୋଇଯାଇଛି । ସଞ୍ଜୟ ସର୍ବଦା ମୋର ପସନ୍ଦିୟ ନିର୍ଦେଶକ ଅଟନ୍ତି । ଦେବଦାସ ଚଳଚ୍ଚିତ୍ର ଦେଖିବା ପରେ ମୁଁ ସଞ୍ଜୟଙ୍କୁ କଲ କରି କହିଥିଲି ମୋତେ ଚଳଚ୍ଚିତ୍ରର ସମସ୍ତ ଚରିତ୍ର ଅଭିନେତା ପସନ୍ଦ ହୋଇଛନ୍ତି ।

Be the first to comment

Leave a Reply

Your email address will not be published.


*