କେବଳ ଏହି ଗୋଟିଏ ପତ୍ର ହିଁ ଯଥେଷ୍ଟ ଅଟେ ଆପଣଙ୍କ Diabetesକୁ ଠିକ୍ କରିବା ପାଇଁ ।

କେବଳ ଏହି ଗୋଟିଏ ପତ୍ର ହିଁ ଯଥେଷ୍ଟ ଅଟେ ଆପଣଙ୍କ Diabetesକୁ ଠିକ୍ କରିବା ପାଇଁ ।

ନମସ୍କାର ବନ୍ଧୁଗଣ ଆପଣ କେମିତି ଅଛନ୍ତି ? ଆପଣଙ୍କ ମଧୁମେହ ଯଦି ଔଷଧ ଖାଇବାପରେ ମଧ୍ୟ ଠିକ୍ ନ ହେଉଛି ବା ନିୟନ୍ତ୍ରଣ ହେଉନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାକୁ ଅଧିକ ଆବଶ୍ୟକ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଗୋଟିଏ ଗଛର ପତ୍ର ବିଷୟରେ କହିବାକୁ ଚାହୁଁଛୁ, ଯାହାର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଡ଼ାଇବେଟିଜ୍ ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇଯିବ । ଆପଣଙ୍କ ସୁଗର ଲେବଲ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ହୋଇଯିବ । ଏବଂ ଡ଼ାଇବେଟିଜ୍ ଜଡ଼ିତ ଯେଉଁସବୁ ସମସ୍ୟା ଉତ୍ପନ୍ନ ହୋଇଥାଏ, ତାହା ମଧ୍ୟ ଠିକ୍ ହୋଇଯିବ । ତେବେ ଚାଲନ୍ତୁ ଏହାର ସେବନ ଓ ଫାଇଦା ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

ଏହି ଉପଚାର ବନାଇବା ପାଇଁ ଆପଣଙ୍କୁ ଅମୃତଭଣ୍ଡାର ପତ୍ର ଆବଶ୍ୟକ ହେବ । ଅମୃତଭଣ୍ଡା ପତ୍ରର ରସ ଡ଼ାଇବେଟିଜ୍ ପାଇଁ ରାମବାଣ ଔଷଧ ଭଳି କାମ କରିଥାଏ । ଅମୃତଭଣ୍ଡା ପତ୍ରର ଡ଼ାଇବେଟିଜ୍ ପାଇଁ ଏକ ଚମତ୍କାରି ଔଷଧ ଅଟେ । ଅଧିକାଂଶ ଲୋକମାନେ ଏହା ଜାଣିଛନ୍ତି ଯେ, ଏହାର ସେବନ ଦ୍ୱାରା ଡେଙ୍ଗୁ ଜ୍ୱର ଠିକ୍ ହୋଇଥାଏ, କିନ୍ତୁ ଅମୃତଭଣ୍ଡା ପତ୍ରର ରସ ଠାରୁ ଡ଼ାଇବେଟିଜ୍ ମଧ୍ୟ ଠିକ୍ ହୋଇଥାଏ ।

google

ଅମୃତଭଣ୍ଡା ପତ୍ରର ରସ ଡ଼ାଇବେଟିଜକୁ ତିନି ପ୍ରକାରରେ ଠିକ୍ କରିଥାଏ । ପ୍ରଥମ କାମ, ଏହା ଶରୀର ଭିତରକୁ ଗଲାପରେ ଏହା ଏହି କାମ କରିଥାଏ କି, ଏହା ଇନ୍ସୁଲିନର ମାତ୍ରାକୁ ବଢ଼ାଇ ଥାଏ । ଯଦି ଆପଣଙ୍କ ଶରୀରରେ ଇନ୍ସୁଲିନର ମାତ୍ରା ବଢ଼ିଯାଏ, ତେବେ ସୁଗର ଲେବଲ ଆପେ ଆପେ କମିଯିବ । ଦ୍ୱିତୀୟ କାମ ହେଉଛି, ଆମ ଶରୀରରେ ଯେଉଁ ପେନକ୍ରିୟାଯଜ ଜନିତ କୋଷିକା ରହିଥାଏ, ତାହାର ରକ୍ଷା କରିଥାଏ ଏବଂ ତାଙ୍କୁ ସମୟ ପୂର୍ବରୁ ମରିବାରୁ ବଞ୍ଚାଇ ଥାଏ । ପେନକ୍ରିୟାଜ ସେହି ଅଙ୍ଗ ଅଟେ ଯାହା ଇନ୍ସୁଲିନ୍ ଉତ୍ପନ୍ନ କରିଥାଏ । ଯଦି ପେନକ୍ରିୟାଯର କୋଷିକା ଗୁଡ଼ିକ ସମୟ ପୂର୍ବରୁ ମରିବାକୁ ଲାଗିବେ, ତେବେ ପେନକ୍ରିୟାଯ ତାହାର କାମ ଠିକରେ କରିପାରିବ ନାହିଁ । ଯାହା ଫଳରେ ଇନ୍ସୁଲିନର ଉତ୍ପାଦନ ହୋଇପାରିବ ନାହିଁ । ଯାହା ଫଳରେ ମଧୁମେହ ରୋଗ ହୋଇଥାଏ । ତୃତୀୟ କାମ ଏହା କରିଥାଏ କି, ଏହା ଶରୀର ଭିତରକୁ ଯାଇ ଇଂଫ୍ଲାମେସନକୁ କମେଇ ଥାଏ । ଡ଼ାଇବେଟିଜ୍ ହେବାର ଗୋଟିଏ କାରଣ ହୋଇଥାଏ ଶରୀର ମଧ୍ୟରେ ଇଂଫ୍ଲାମେସନ୍ । ଆମ ଶରୀରରେ ଇଂଫ୍ଲାମେସନ୍ ହେବା ଦ୍ୱାରା ଶରୀରରେ ମଧୁମେହ ହେବା ଆରମ୍ଭ ହୋଇଯାଇଥାଏ । ଏହାଛଡା ଅନେକ ପ୍ରକାରର ଗମ୍ଭୀର ସମସ୍ୟା ଉତ୍ପନ୍ନ ହେବାର ମଧ୍ୟ ଆରମ୍ଭ ହୋଇଯାଇଥାଏ । ଯେପରିକି କ୍ୟାନ୍ସର, କିନ୍ତୁ ଅମୃତଭଣ୍ଡା ପତ୍ରର ରସ ସେବନ କରିବା ଦ୍ୱାରା ଇଂଫ୍ଲାମେସନ୍ କମ୍ ହୋଇଥାଏ ଏବଂ ମଧୁମେହ ନିୟନ୍ତ୍ରଣରେ ରହିଥାଏ । ଏହାସହ ଅମୃତଭଣ୍ଡା ପତ୍ରର ରସ ସେବନ କରିବା ଦ୍ୱାରା ମଧୁମେହ ଯୋଗୁଁ ଉତ୍ପନ୍ନ ହେଉଥିବା ଅନ୍ୟ ସମସ୍ୟା ଗୁଡ଼ିକ ମଧ୍ୟ ଠିକ୍ ହୋଇଯାଇଥାଏ ।

ଏହାର ପ୍ରସ୍ତୁତି –

google

ଗୋଟିଏ ଅମୃତଭଣ୍ଡା ପତ୍ରକୁ ନେଇ ତାହାକୁ ଭଲଭାବରେ ଧୋଇବେ ଓ ତାହାକୁ ଛୋଟ ଛୋଟ ଖଣ୍ଡ କରି କାଟିବେ । ତାହାକୁ ମିକ୍ସି ଜାରରେ ରଖି ସେଥିରେ ଏକ ଲିଟର ପାଣି ମିଶାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ । ପରେ ଏହାକୁ ଛାଣି ନିଅନ୍ତୁ ବର୍ତ୍ତମାନ ଆମର ଅମୃତଭଣ୍ଡା ପତ୍ରର ରସ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଫ୍ରିଜରେ ଷ୍ଟର୍ କରି ରଖିପାରିବେ । ଆପଣ ଏହାର ରସକୁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଅଧା ଗ୍ଲାସ୍ ପିଅନ୍ତୁ । ଦେଖିବେ ଆପଣଙ୍କ ମଧୁମେହ ଧୀରେ ଧୀରେ ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇଯିବ ଓ ମଧୁମେହ କାରଣରୁ ହୋଇଥିବା ଅନ୍ୟ ରୋଗ ଗୁଡ଼ିକ ମଧ୍ୟ ଠିକ୍ ହୋଇଯିବ ।

Leave a Reply

Your email address will not be published. Required fields are marked *